Browsing Category

ରାଜ୍ୟ

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ପରିସରରେ ଏକ ଅଗ୍ନିସେବା କେନ୍ଦ୍ର ଖୋଲାଯିବାର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ୧୦ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି
Read More...

ରାୟଗଡ ଜିଲ୍ଲା ଅଗ୍ନିଶମକେନ୍ଦ୍ର ପରିସରରେ ୭୨ ତମ ବନମହୋତ୍ସବ ପାଳିତ

ରାୟଗଡ/୬/୭/୨୧: ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଅଗ୍ନି ସେବା କେନ୍ଦ୍ର ପରିସରରେ ଜିଲ୍ଲା ଅଗ୍ନିଶମ ବିଭାଗ ଓ ରାୟଗଡ ବନଖଣ୍ଡ ବିଭାଗର ମିଳିତ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ପଂଚମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ବିଭିନ୍ନ କିସମର ଚାରା ଯଥା
Read More...

ଆଜିଠାରୁ ବୌଦ୍ଧ ଟାଉନହଲ୍‌ ଠାରେ ଉଭୟ ବର୍ଗଙ୍କ ପାଇଁ କୋଭିଡ ଟୀକାକରଣ

ବୌଦ୍ଧ,୬/୭- ପୂର୍ବରୁ ବୌଦ୍ଧ ଟାଉନହଲଠାରେ କେବଳ ୧୮ ରୁ ୪୪ବର୍ଷ ବୟସ୍କ ହିତାଧିକାରୀଙ୍କୁ ଟୀକା ଦିଆଯାଉଥିଲା ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପୁରୁଣା ବ୍ଲକ କାର୍ଯ୍ୟାଳୟରେ ଟୀକା ଦିଆଯାଉଥିଲା । କିନ୍ତୁ ଆଜିଠାରୁ ଉଭୟ ବର୍ଗଙ୍କ ପାଇଁ ଟାଉନହଲଠାରେ ଟୀକା ଦେବାର ବ୍ୟବସ୍ଥା କରାଯାଇଛି । ୧୮ରୁ
Read More...

ଟାଟା ପାୱର ପକ୍ଷରୁ ପଶ୍ଚିମାଞ୍ଚଳର ସବୁ ଜିଲ୍ଲା ହସପିଟାଲ ପାଇଁ ଅମ୍ଳଜାନ ସାନ୍ଦ୍ରିକରଣ ଯନ୍ତ୍ର

ସମ୍ବଲପୁର : ସମଗ୍ର ପଶ୍ଚିମଓଡିଶାର ଦଶଟି ଯାକ ସବୁ ଜିଲ୍ଲାର ମୁଖ୍ୟ ହସ୍ପିଟାଲ ପାଇଁ ଟିପିଡବ୍ଲୁଡିଏଲ (ଟାଟାପାୱର) ପକ୍ଷରୁ ଆଜି ଅମ୍ଳଜାନ ସାନ୍ଦ୍ରିକରଣ ଯନ୍ତ୍ର ପ୍ରଦାନ କରା ଯାଇଛି । ଏଠାକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୁକ୍ତଙ୍କ
Read More...

ନଗର ନିଗମ ପକ୍ଷରୁ ସରକାରୀ କଲୋନୀ ସଫେଇ ଅଭିଯାନ

ସମ୍ବଲପୁର,୬/୭- ଗାଁ ପରିମଳ ବନ୍ଧ ତୋଠରୁ ଜଣାପଡ଼ିଥାଏ ଉକ୍ତିକୁ ଚରିତାର୍ଥ କଲାପରି ସମ୍ବଲପୁର ନଗର ନିଗମର ପରିମଳ ବ୍ୟବସ୍ଥା ଏଠାକାର ସରକାରୀ କଲୋନୀର ଅପରିଷ୍କାର ସ୍ଥିତିରୁ ଜଣାପଡିଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ସେ ଦିଗରେ ବର୍ତ୍ତମାନ ନଗର ନିଗମ ଯତ୍ନବାନ ହୋଇଛି ଓ ସେଠାକାର
Read More...

ବାଲିକୁଦା ବ୍ଲକ ପୂର୍ବତନ କ୍ୟାସିୟର, ବ୍ୟାଙ୍କ ପିଅନଙ୍କୁ ମଧ୍ୟ ଇଓଡ଼ବ୍ଲ୍ୟ ଦ୍ୱାରା ଗିରଫ

ଜଗତସିଂହପୁର, ୬/୭- ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକର ଆମ ଗାଁ ଆମ ବିକାଶ ଅର୍ଥ ରାଶି ହଡ଼ପ ଉପରେ ଅଭିଯୋଗ ଥିବା ସମୟରେ ଛାନିଭିନ୍ନ ଚଳାଇଥିଲେ ଇଓଡ଼ବ୍ଲୁ । ସୋମବାର ଦିନ ଅର୍ଥନୈତିକ ଅପରାଧ ଶାଖା ଇଓଡ଼ବ୍ଲ୍ୟ ୨ ଜଣ କର୍ମଚାରୀଙ୍କୁ ବାଲିକୁଦା ବ୍ଲକର ପୂର୍ବତନ କ୍ୟାସିୟର ତଥା ବାଲିକୁଦା
Read More...

ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ

ଜଗତସିଂହପୁର ,୬/୭ - ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗତସିଂହପୁର ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜ଼ିଲ୍ଲା
Read More...

ଅସହାୟ କଳାକାରଙ୍କୁ ସହାୟତା ପ୍ରଦାନ

ସୁବର୍ଣ୍ଣପୁର : କଳା, ସଂସ୍କୃତିର ଗୁରୁ ଡ. ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଅଟଳ ସହାୟତା ଯୋଜନା ଆରମ୍ଭ କରିଛି ବାଙ୍ଗାଲୋରର ଜୁହାର ପରିବାର । ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସାହାରା ଟ୍ରଷ୍ଟ ହାଇସ୍କୁଲ ପରିସରରେ ଅଟଳ ସହାୟତା ଯୋଜନାରେ ଅସହାୟ କଳାକାରମାନଙ୍କୁ ସହାୟତା ପ୍ରଦାନ
Read More...