Browsing Category

ରାଜ୍ୟ

ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ପାଟଣାଗଡ: ଗାଡି ଚକା ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛିବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ୍‌ ମୁଣ୍ଡୋଦର୍ହ ଗାଁ ନିକଟରେ । ସୂଚନାଯୋଗ୍ୟ ଯେ,ତେନ୍ତୁଲିମୁଣ୍ଡା ଜୟରାମ ମେହେର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନେ
Read More...

୭୫ ତମ ବନ ମହୋତ୍ସବ

ଦେବଗଡ : ଦେବଗଡ ବନବିଭାଗ ଏବଂ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ଉଦ୍ୟମରେ ମଙ୍ଗଳବାର ଦିନ ୧୨ ଟାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୫ ତମ ବନ ମହୋତ୍ସବ ଅବସରରେ ଦେବଗଡ କୁରୁଡକୋଟ ସ୍ଥାୟୀ ନର୍ସରୀ ଠାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏହା ପୂର୍ବରୁ
Read More...

ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ

ପୁରୀ : ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କହିଥିଲେ, ପରସ୍ପର ସସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ।
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ହେବା ପରେ ଆଜି ପ୍ରଥମ କରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଥମେ ବୌଦ୍ଧ-ନୟାଗଡ଼ ସୀମାନ୍ତରେ ସାମାଜିକ କର୍ମୀ ସଙ୍ଗଠନ
Read More...

ସଚେତନତା ଅଭାବରୁ ମୃତ୍ୟୁ ନେଇ ଚର୍ଚ୍ଚା

ହରଭଙ୍ଗା : ବିଷାକ୍ତ ସାପ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ l ପରିବାର ବେସାହାରା l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପାଟଦୋହଲି ଗ୍ରାମର ହେମlନନ୍ଦ ପ୍ରଧାନ (୩୦)ଗତ କାଲି ରାତ୍ରି ରେ ସୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଥିଲା l ସନ୍ଦେହରେ ଘର ସବୁ ଆଡେ ଖୋଜା ଖୋଜି ପରେ
Read More...

ପୁରୀ ରେ ହିରୋସିମା ଦିବସ ପାଳନ ସହ କପୋତ ଉଡାୟନ ଏବଂ ଶାନ୍ତି ଶୋଭା ଯାତ୍ରା

ଅଗଷ୍ଟ ୬ତାରିଖ ସକାଳ ସମୟରେ ଷ୍ଟେସନ ରୋଡ ସ୍ଥିତ ବୁଦ୍ଧ ମନ୍ଦିରରେ ହିରୋସିମା ଦିବସ INTERNATIONAL ASSOCIATION FOR THE FUTURE OF HUMANITY (IAFH) ଦ୍ୱାରା ପାଳିତ ହୋଇଯାଇଛି I ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଡ଼କ୍ଟର ସଦାନନ୍ଦ ମିଶ୍ରଙ୍କର ଫଟୋ ଚିତ୍ରରେ
Read More...

ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ବରଗଡ଼ : ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏନେଇ ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି I
Read More...

ଏବିଭିପି କନ୍ଧମାଳ ପକ୍ଷରୁ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିରରେ ସେବାକାର୍ଯ୍ୟ

କନ୍ଧମାଳ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଶିକ୍ଷା ସାମାଜିକ ଓ ଏକ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର
Read More...

ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଜାତୀୟ କୃମି ଦିବସ ପାଈଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ ୧୦ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ I କିଭଳି ଭାବେ କୃମିକୁ ସମ୍ପୂର୍ଣ୍ଣ
Read More...

ପାଣିରେ ବୁଡିଲା ମେଟାକାନୀ ମନ୍ଦିର

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ପୀଠ ମାଁ ମେଟାକାନୀ ମନ୍ଦିର ଠାରେ ଜଳମୟ ହୋଇଛି। ଗତ ରାତ୍ରି ଅତି ପ୍ରବଳ ଲଗାଣ ବର୍ଷା ଯୋଗୁଁ ମନ୍ଦିର ବେଢା, ଗର୍ଭଗୃହ, ମନ୍ଦିର ପରିସର ଆଦି ସମସ୍ତ ଯାଗାରେ ପାଣି ଜମିରହିଛି। ଯାହା ଫଳରେ ପୂଜାର୍ଚ୍ଚନା ନୀତି ସମ୍ପୂର୍ଣ୍ଣ ଠପ୍
Read More...