Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ ଏବଂ ଶିଶୁବିକାଶ ସମିତି
ଫୁଲବାଣୀ/ବାଲିଗୁଡା,୨୮/୬ - ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ, ବାଲିଗୁଡ଼ା ଶ୍ରୀମତୀ ଅନୀତା ଦାସଙ୍କ ନେତୃତ୍ବରେ ସୁପରଭାଇଜର ଶ୍ରୀମତୀ ମଞ୍ଜୁଲତା ବେହେରା,ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଚାଇଲ୍ଡଲାଇନ୍ ଟିମ୍ ଚିକୁନ୍ କୁମାର ପ୍ରଧାନ ଓ ସୁପ୍ରଭା ନାୟକଙ୍କ ସହ!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଶୋକସଭା
ଫୁଲବାଣୀ ,୨୮/୬- ରାଜ୍ୟର ଜଣେ ଆଗଧାଡିର ବରିଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି କନ୍ଧମାଳ ଜିଲ୍ଲା!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ, ମହାନଦୀରେ ବିସ୍ଫୋରଣରେ କୁଢୋମାଛଙ୍କ ମୃତ୍ୟୁ ଘଟଣା
ସମ୍ବଲପୁର,୨୮/୬- ସ୍ଥାନୀୟ ହୁମାସ୍ଥିତ ବିମଳେଶ୍ୱର ବାବାଙ୍କ ଇତିହାସ ପ୍ରସିଦ୍ଧ ବକ୍ରମନ୍ଦିର ଭକ୍ତଙ୍କ ସହିତ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ଏଠାରେ ସଂଲଗ୍ନ ମହାନଦୀ ଜଳସ୍ରୋତରେ ଆବାହମାନକାଳରୁ ଏକ ବିଶେଷ ପ୍ରକାରର ମାଛ ଅଜସ୍ର ସଂଖ୍ୟାରେ ଅଛନ୍ତି, ଯାହାକି!-->…
Read More...
Read More...
ଟ୍ରକ-ସ୍କୁଟି ମୁହାମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
ରାୟଗଡ,୨୮/୬- ରାୟଗଡା ସହର ସ୍ଥିତ ମା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆଜି ବୈରାଗୀ ହାଲୁଆ ପଞ୍ଚାୟତ ଉମରବାଲି ଗ୍ରାମର ସନ୍ତୋଷ ତାଡିଙ୍ଗି ଓ ରାଇସିଙ୍ଗ ତାଡିଙ୍ଗି ନିଜ!-->…
Read More...
Read More...
ସ୍ୱର୍ଗତ କେ.କୃଷ୍ଣ ପ୍ରସାଦ ରାଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ
ଗଜପତି,୨୮/୬- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ତେଲୁଗୁ ଖବର କାଗଜ ଇନାଡୁର ପୂର୍ବତନ ପ୍ରତିନିଧି ସ୍ୱର୍ଗତ କେ. କୃଷ୍ଣ ପ୍ରସାଦ ରାଓ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଆଗ ଧାଡିର ସାମ୍ବାଦିକ,ସମାଜ ସେବୀ ଗରିବ ଅସହାୟ ଲୋକଙ୍କ ବନ୍ଧୁ ଥିଲେ ଏଣୁ ତାଙ୍କର ଅମର ଆତ୍ମାର ସଦଗତି ଓ ଚିରଦିନ ମନେ!-->…
Read More...
Read More...
କାମରେ ଲାଗୁନି କୃଷକ ବଜାର ଶୌଚାଳୟ
କେନ୍ଦୁଝର,୨୮/୬- ସରକାରଙ୍କ ତହବିଲରୁ ଲକ୍ଷଲକ୍ଷ ଟଙ୍କାର ବିନିଯୋଗରେ ନିର୍ମାଣ ହୋଇଥିବା ଶୌଚାଳୟ ଆଜି ଭାଙ୍ଗି ଚୁରମାର । ଶୌଚାଳୟଟି ସାଧାରଣ ଜନତାଙ୍କ ସେବାରେ ଲାଗିଲା ନା ତା'ର ରକ୍ଷଣାବେକ୍ଷଣ ପ୍ରତି କେହି ଦୃଷ୍ଟି ଦେଲେ । ରାମ ମନ୍ଦିର ନିକଟରେ ଥିବା ଆରଏମସି ତତ୍ତ୍ୱାବଧାନରେ କୃଷକ ବଜାର!-->…
Read More...
Read More...
ଗଜପତିରେ ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୮/୬- ଗଜପତି ଜିଲ୍ଲାରେ ଆଜି ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୨ ଜଣ, କାଶୀ ନଗର ବ୍ଳକରୁ ୨ଜଣ, ମୋହନା ବ୍ଳକରୁ ୪ ଜଣ, ନୂଆଗଡ଼ ବ୍ଳକରୁ ୨ଜଣ, ରାୟଗଡ଼ ବ୍ଳକରୁ ଜଣେ,!-->…
Read More...
Read More...
ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କଲେ ବିଜେଡିର ନୂତନ ସଭାନେତ୍ରୀ
ଗଜପତି,୨୮/୬- ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ପାରଳାଖେମୁଣ୍ଡିର କଲେଜ ଛକ ନିକଟସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁବାବୁଙ୍କ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଆଜି ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ!-->…
Read More...
Read More...
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେନିଗଡ ଫାଣ୍ଡି ନିକଟସ୍ଥ ଘଣ୍ଟରା ସାହିରେ ଆଜି ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଆଡେନିଗଡ ଘଣ୍ଟରା ସାହି ନିକଟ ପୋଲ ଉପରେ!-->…
Read More...
Read More...
ଅବକାରୀ ଏଏସ୍ଆଇଙ୍କ ଗିରଫ ଦାବିରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନର ସଦସ୍ୟ ପିନ୍ଧିଲେ କଳାବ୍ୟାଜ୍
ଦଶପଲ୍ଲା : ନୟାଗଡ଼ର ଦୁଇ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳଙ୍କ ସରକାରୀ ଆବାସିକ!-->…
Read More...
Read More...