Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲାରେ ଆରମ୍ଭ ହେଲା ଶ୍ରମିକମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା
ବୌଦ୍ଧ,୨୬/୬- ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଶ୍ରମିକମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା । ଆଜି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ଓ ଜିଲ୍ଲା ଟୀକାକରଣ ଅଧିକାରୀ ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମଙ୍କ ଉପସ୍ଥିତିରେ ଏହି ଟୀକାକରଣ କରାଯାଇଥିଲା । କରୋନା ମହାମାରୀର!-->…
Read More...
Read More...
ଚାଲିଗଲେ ନାଟ୍ୟ ନିର୍ଦ୍ଦେଶକ ଲାଲା ସାର୍
ଦଶପଲ୍ଲା,୨୬/୬ :- ଚାଲିଗଲେ ଲାଲା ସାର୍ । ଦଶପଲ୍ଲା ପଶ୍ଚିମାଞ୍ଚଳର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସ୍ୱନାମଧନ୍ୟ କଳାକାର ଦୀପକ କୁମାର ଷଡ଼ଙ୍ଗୀ ( ଲାଲା ସାର୍ ) ଙ୍କ ୪୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଜି ରାତି ୨ ଘଟିକା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ!-->…
Read More...
Read More...
କରୋନା ଯୋଦ୍ଧା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଗାର୍ଡ ଅଫ ଅନର
ଫୁଲବାଣୀ/ବାଲିଗୁଡା,୨୬/୬ - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ ଅନ୍ତର୍ଗତ ବୁଦୃକିଆ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ବଡ଼ ଗାଁ କୋଭିଡ୍ ସେଣ୍ଟର୍ରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା!-->…
Read More...
Read More...
ଦୁର୍ଘଟଣା ପରେ ସାମ୍ବାଦିକଙ୍କ ମୃତ୍ୟୁ
ଫୁଲବାଣୀ,୨୬/୬ - କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ଏନଏସି ଅନ୍ତର୍ଗତ ଦୁଗୁରିପଡି ଗ୍ରାମର ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଆଜି ମୃତ୍ୟୁ ଘଟିଛି । ସେ ନବୀନ ସାପ୍ତାହିକ ଖବର କାଗଜ ବ୍ଲକ ସମ୍ବାଦଦାତା ଥିଲେ । ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ଖବର ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ତାଙ୍କର!-->…
Read More...
Read More...
ନିର୍ମାଣାଧୀନ ସ୍ତମ୍ଭ ତଳେ ଆବର୍ଜନାର ସ୍ତୁପ
ସମ୍ବଲପୁର,୨୬/୬- ରେଲୱେ ଓଭର ବ୍ରିଜ (ଆରଓବି) ପାଇଁ ନିର୍ମାଣାଧୀନ କଂକ୍ରିଟ ସ୍ତମ୍ଭର ପାଦଦେଶରେ ଆବର୍ଜନାର ସ୍ତୁପ ଜମା ହୋଇଗଲାଣି । ସ୍ଥାନୀୟ କ୍ଷେତରାଜପୁର ଠାରେ ଲୋକଙ୍କ ସୁବିଧା ପାଇଁ ଓଭର ବ୍ରିଜ ନିର୍ମାଣ ସ୍ଥଳରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ନିବାସୀ ଓ!-->…
Read More...
Read More...
ବୌଦ୍ଧ: ଗ୍ରାମାଞ୍ଚଳରେ ବଢିଛି କରୋନା ଗ୍ରାଫ, ଆଜି ଜିଲ୍ଲାରୁ ୩୩ ସଂକ୍ରମିତ
ବୌଦ୍ଧ,୨୬/୬- ଆଜି ବୌଦ୍ଧ ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୪ ଜଣ, ହରଭଙ୍ଗା ବ୍ଲକରୁ ୧୦ ଜଣ,!-->…
Read More...
Read More...