Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ଆଜି ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ, କଣ୍ଟାମାଳ ବ୍ଲକରୁ ସର୍ବାଧିକ ୧୯
ବୌଦ୍ଧ,୨୧/୬- ଆଜି ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି ବୌଦ୍ଧ ବ୍ଲକରୁ ୬ ଜଣ, ହରଭଙ୍ଗା ବ୍ଲକରୁ ୧୧ଜଣ , କଣ୍ଟାମାଳରୁ ୧୯, ବୌଦ୍ଧ!-->…
Read More...
Read More...
କରୋନା କାଳରେ କଳାକାରମାନଙ୍କ ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା ଚକ୍ର
ସୁବର୍ଣ୍ଣପୁର: ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶର ସମସ୍ତ କଳାକାର ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ରୋଜଗାର ହରାଇ କିଏ ରାସ୍ତା କଡ଼ରେ ଉଠାଦୋକାନ କରିଛନ୍ତି କିଏ ପୁଣି ପେଟର ଜ୍ୱାଳା ସହିନପାରି ଦାଦନ ଯିବାକୁ ପଛାଇନାହାନ୍ତି । ଘୋର ଆର୍ଥିକ ଦୁଃସ୍ଥିତିରେ ଅଥୟ ହୋଇ ସେମାନଙ୍କ!-->…
Read More...
Read More...
କରୋନା ସଂକଟ ବେଳେ ଯୋଗ ସାଜିଛି ଆଶାର କିରଣ : ପିଏମ
ନୂଆଦିଲ୍ଲୀ : ଆଜି ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଥିଲେ ।ସେ କହିଛନ୍ତି ଯେ ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ଲଢୁଛନ୍ତି, ଯୋଗ ଏକ ଆଶାର କିରଣ ହୋଇ ରହିଛି । ଦୁଇ ବର୍ଷ!-->…
Read More...
Read More...
ଯୋଗ @ ବୁଦ୍ଧମ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବୌଦ୍ଧ : ବୌଦ୍ଧ ଠାରେ ଯୋଗ @ ବୁଦ୍ଧମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ବିକାଶ ମାହାର, ରାୟ ସ୍ୱସ୍ତିକ କୁମାର୍ ଦେଓ ଓ ଚନ୍ଦ୍ର ଶେଖର ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । କୋଭିଡ୍ ଗାଇଡ୍ ଲାଇନର ଆଧାରରେ!-->…
Read More...
Read More...
ପୁଣି ୪୩ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୩୦୩୧ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ଆଜି ମହାପ୍ରଭୁଙ୍କ ବିବାହ ମହୋତ୍ସବ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ ବିଧି । ଏହି ଅବସରରେ!-->…
Read More...
Read More...