Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପରିବହନ ମନ୍ତ୍ରୀଙ୍କ ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ବସଷ୍ଟାଣ୍ଡ
ବୀରମହାରାଜପୁର,୨୦/୬ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସଦରମହକୁମା ଠାରେ ଥିବା ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହୋଇ ଅବହେଳିତ ଅବସ୍ଥାରେ ପଡିରହିଛି । ୨୦୦୩-୦୪ ରାଜ୍ୟସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ୨୦ ଲକ୍ଷ ଓ ଡି ଆର ଡିଏ ବିଭାଗରୁ ୨ ଲକ୍ଷ ମୋଟ ୨୨ ଲକ୍ଷ!-->…
Read More...
Read More...
ବୌଦ୍ଧ: ପୁଣି ୫ମିନିଟ୍ରେ ସରିଗଲା ୧୮ଶହ ସ୍ଲଟ ବୁକିଙ୍ଗ, ପହଞ୍ଚିଲାଣି ଆହୁରି ଟିକା, ବ୍ଲକସ୍ତରରେ ହେବ ଟିକାକରଣ
ବୌଦ୍ଧ,୨୦/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତାକାଲି ହେବ । ଆଜି (ରବିବାର) ଦିନ ୧ଘଣ୍ଟା ସମୟରେ ସ୍ଲଟ ଖୋଲାଯିବାପରେ ୫ମିନିଟରେ ମଧ୍ୟରେ ୨୧, ୨୨ ଓ ୨୩ ତାରିଖ ପାଇଁ ଧାର୍ଯ୍ୟ ପ୍ରତ୍ୟେକ ଦିନର ୬୦୦ ଲେଖାଏଁ ଟିକା ବୁକିଙ୍ଗ ଶେଷ!-->…
Read More...
Read More...
ସେଲଫି ଜୋନ ଉଦଘାଟନ କଲେ ନରସିଂହ
ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ ରାସ୍ତାରେ ଭୀମ ଭୋଇ ମେଡିକାଲ କଲେଜ ଆଗରେ ସେଲଫି ଜୋନ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ଆୟୋଜିତ ନିରାଡମ୍ବର ଉଦଘାଟନ ଉତ୍ସବରେ ମୁନସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଓ ଅନ୍ୟମାନେ ଉପସ୍ଥିତ!-->…
Read More...
Read More...
ଏହି ସେବାୟତମାନେ କେବଳ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ, ଆଜିଠୁ ଟେଷ୍ଟ୍ ଡ୍ରାଇଭ
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ନୀତି ଅନୁଷ୍ଠିତ ହେବ । ଏହା ପୂର୍ବରୁ ସ୍ନାନଯାତ୍ରା ସହିତ ସଂପୃକ୍ତ ହେବାକୁ ଥିବା ସେବାୟତଙ୍କ ପାଇଁ ଆଜି ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗ ଦର୍ଶିକା ଅନୁଯାୟୀ ଅଂଶଗ୍ରହଣ କରୁଥିବା ସେବାୟତ ୨ଟି ଡୋଜ୍ ନେବା!-->…
Read More...
Read More...
ଗଜପତିରେ ପୁଣି ୨୯ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୦/୬- ଜିଲ୍ଲାରେ ଆଜି ପୁଣି ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୩, ଗୋଶାଣି ବ୍ଳକରୁ ୭ ଜଣ, କାଶୀ ନଗର ବ୍ଳକରୁ ୭ ଜଣ, ମୋହନା ବ୍ଳକରୁ ୩ଜଣ, ଆର ଉଦୟଗିରି ବ୍ଳକରୁ ୫ ଜଣ, ରାୟଗଡ଼ା ବ୍ଳକରୁ ୪!-->…
Read More...
Read More...
ଘରେ ଘରେ ରାସନ ସାମଗ୍ରୀ ପହଞ୍ଚାଇଲେ ସରପଞ୍ଚ
ଚଣ୍ଡିଖୋଲ : କରୋନା ମହାମାରୀରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ୬ ମାସ ଓ ରାଜ୍ୟ ସରକାର ୨ ମାସ ମାଗଣା ରାସନ ସାମଗ୍ରୀ ଯୋଗାଇବା ପାଇଁ ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ସୋଲର ଗ୍ରାମ ପଞ୍ଚାୟତର ଯୁବ!-->…
Read More...
Read More...
ଗ୍ରାମବାସୀଙ୍କ ଦ୍ୱାରା ୧୮ଫୁଟର ଅଜଗର ଉଦ୍ଧାର
ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଞ୍ଚାୟତ ପୁବୁଲି ଗାଁ ପାଖ ଜଙ୍ଗଲରେ ଛେଳି ଖାଉଥିବା ଅବସ୍ଥାରେ ଏକ ଅଜଗର ସାପକୁ ଗ୍ରାମର କିଛି ଯୁବକ ଉଦ୍ଧାର କରି ବୈରୀ ଡାଳିଯୋଡା ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ଅଜଗରକୁ ବନବିଭାଗର କର୍ମଚାରୀମାନେ ଜଙ୍ଗଲରେ ଛାଡି ଦେଇଥିବା ସୂଚନା!-->…
Read More...
Read More...
ବର୍ଷାପରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢି ୬୦୨ ଫୁଟ ଟପିଲା
ସମ୍ବଲପୁର, ୨୦/୬- ଏବର୍ଷ ମନସୁନର ଆଗମନ ପରେ ହୀରାକୁଦ ବନ୍ଧ ଜଳଭଣ୍ଡାରରେ ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି । ହୀରାକୁଦ ବନ୍ଧ କଣ୍ଟ୍ରୋଲ ରୁମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହି ଜଳଭଣ୍ଡାରର ଜଳସ୍ତର ୬୦୨.୩୭ ଫୁଟ ରେକର୍ଡ କରାଯାଇଛି, ଯଦିଓ ଏହାର!-->…
Read More...
Read More...
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ‘ଆଶୀର୍ବାଦ’
ଭୁବନେଶ୍ୱର : ଗତ ଅପ୍ରେଲ ପହିଲା 2020 ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା। ଆଶୀର୍ବାଦ ଘୋଷଣା କରିଛନ୍ତି ।
ଏହି ଯୋଜନା ପାଇଁ!-->!-->!-->…
Read More...
Read More...
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା
ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବେ ହତ୍ୟା!-->…
Read More...
Read More...