Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ୱାରା କିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ
ଗଜପତି,୧୯/୬- ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଆଜି ବିଜେପି କାର୍ଯ୍ୟାଳୟ ପରିସରରେ କିନ୍ନର ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ବର୍ତ୍ତମାନ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନରମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ।!-->…
Read More...
Read More...
ଅସହାୟଙ୍କୁ ଶୁଖିଲା ଖାଦ୍ୟ ଓ ଲୁଗା ବଣ୍ଟନ କଲେ ବିଧାୟକ
ଦାରିଙ୍ଗବାଡ଼ି,୧୯/୬:ମହାମାରୀ କରୋନା କଟକଣା ତଥା ଲକଡାଉନ ସଟଡାଉନ ଯୋଗୁ ଲୋକେ କାମଧନ୍ଦାକୁ ଯାଇ ନପାରି ଭୋକ ଉପାସରେ ଘରେ ପଡି ରହିବାକୁ ବାଧ୍ୟ ହୋଇଛନ୍ତି l ଏହିଭଳି ଦୁଃଖଦ ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ l ଶନିବାର!-->…
Read More...
Read More...
ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ
ବୌଦ୍ଧ,୧୯/୬:- ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ ମନୋରଞ୍ଜନ ଆଣିଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗ୍ରାମର!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ସଂକ୍ରମିତଙ୍କ ସଂଖ୍ୟା ୩୧, ସଂଖ୍ୟାହେଲା ୧୧୮୫୧
ବୌଦ୍ଧ,୧୯/୬- ବୌଦ୍ଧଜିଲ୍ଲାରେ ସଂକ୍ରମଣ କିଛିଦିନ ହେଲା କମିବାରେ ଲାଗିଛି । ଆଜି ଜିଲ୍ଲାରେ ୩୧ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ବୌଦ୍ଧଜିଲ୍ଲାରେ ପଜିଟିଭ ସଂଖ୍ୟା ୧୧୮୫୧ରେ ପହଞ୍ଚିଛି । ଆଜିସୁଦ୍ଧା ଜିଲ୍ଲାରେ ୧୧୧୦୨ ଜଣ ସୁସ୍ଥ!-->…
Read More...
Read More...
କଟକ: ଜାଇକାର ଅଧପନ୍ତରିଆ କାର୍ଯ୍ୟ ପାଇଁ ଲୋକେ ହନ୍ତସନ୍ତ
କଟକ,୧୯/୬- ଜାଇକା ଏକ ମାସରୁ ଉର୍ଦ୍ଧ ହେବ କଟକ ନୂଆବଜାର ଛକରୁ ମହାନଦୀ ବିହାର ଆଡକୁ ଯିବା ରାସ୍ତାରେ ଏକ ବିରାଟକାୟ ଗାତ ଖୋଳି ପକେଇ ଦେଇଥିବା ଜଣାପଡିଛ । କାମ କରିବାର ନାଁ ଗନ୍ଧ ଧରୁନି । ସ୍ଥାନୀୟ ବାସିନ୍ଦ।। ଅଭିଯୋଗ କଲେ ମଧ୍ୟ ଜାଇକା କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ!-->…
Read More...
Read More...
ରିଙ୍ଗରୋଡ ନାଳ ସଫେଇ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ଦାବି
ସମ୍ବଲପୁର,୧୯/୬- ସମ୍ବଲପୁରକୁ ସରସ ସୁନ୍ଦର କରିବା ସହିତ ବନ୍ୟା ଦାଉରୁ ସୁରକ୍ଷିତ କରି ରଖିବା ପାଇଁଁ ମହାନଦୀର ବାମତଟକୁ ସଂଲଗ୍ନ ସୁଦୀର୍ଘ ରିଙ୍ଗରୋଡ ନିର୍ମାଣ କରାଗଲା । ଏହା ଅନେକ ପରେ ରିଙ୍ଗରୋଡର ଅପର ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ପକ୍କା ନାଳ ନିର୍ମାଣ ସମ୍ପନ୍ନ ହୋଇଥିଲା । କିନ୍ତୁ!-->…
Read More...
Read More...
ବୌଦ୍ଧଜିଲ୍ଲା ବୈଜ୍ଞାନିକ ଡା.କରୁଣାକର ନନ୍ଦ : ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ସଂସ୍ଥାର ନିର୍ଦ୍ଦେଶକ ନିଯୁକ୍ତ
ବୌଦ୍ଧ,୧୯/୬ - ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଟଖଟିଆ ଗ୍ରାମର ବୈଜ୍ଞାନିକ ଡା. କରୁଣାକର ନନ୍ଦ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ (ପଦାର୍ଥ ବିଜ୍ଞାନ ଅନୁଷ୍ଠାନ)ର ନୂତନ ଡ଼ାଇରେକ୍ଟର (ନିର୍ଦ୍ଦେଶକ) ଭାବେ ଗୁରୁବାର ନିଯୁକ୍ତ ହୋଇଛନ୍ତି । ଏଥି ପୂର୍ବରୁ ସେ ୨୦୦୫!-->…
Read More...
Read More...
ଶଗଡାରୁ ଫୁଲବାଣୀକୁ ହେବ ରାସ୍ତା, ଫୁଲବାଣୀ ବିଧାୟକ କଲେ କ୍ଷେତ୍ର ପରିଦର୍ଶନ
ବୌଦ୍ଧ,୧୯/୬ - ବୌଦ୍ଧଜିଲ୍ଲାର ଉପାନ୍ତ ଅଞ୍ଚଳ ଜଙ୍ଗଲ ପାହାଡ଼ ଘେରା ତଥା ୪୨ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଏକ ପ୍ରମୁଖ ସ୍ଥାନ । ଉକ୍ତ ଅଞ୍ଚଳର ଏହା ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏଠାରେ ରାଜୁଡା ଅମଳରୁ ଫାଣ୍ଡି ରହିଥିବାବେଳେ ମହାବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ବାଘ ବ୍ୟାରେଜ!-->…
Read More...
Read More...