Browsing Category

ରାଜ୍ୟ

ଶୁଣନ୍ତୁ ସିମିଳିପଦର ପେକ୍ସ କର୍ମଚାରୀଙ୍କ ଚରମ ଅବହେଳାର ଅଡିଓ, ଚାଷୀ ହତାଶ

ବୌଦ୍ଧ,୧୯/୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ସେବାସମବାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଚାଷୀଙ୍କ ପଡିଆ ଜମିକୁ ଶାରଦ-୧,ଶାରଦ-୨ ଦେଖାଇ ବେପାରୀ ମାନଙ୍କ ସହ ଅସାଧୁ ମେଣ୍ଟ କରି ଲାଭ ଉଠାଉଥିବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଏଭଳିସ୍ଥଳେ ଏଠାରେ ପ୍ରକୃତ ଚାଷୀ ଧାନ
Read More...

ଆଉ ୪୨ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୩୪୨୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

କରୋନା ସହ ଲଢି ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

କଟକ: ଶେଷରେ କରୋନା ସହ ଲଢି ଲଢି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ସେ ଥିଲେ ଏକାଧାରରେ ପୋଲିସ ବିଭାଗର ଅତିରିକ୍ତ ଡିଜି, ବିଶିଷ୍ଟ ସାହିତ୍ୟିକ । ଡକ୍ଟର ପାଣିଗ୍ରାହୀଙ୍କର ଶୁକ୍ରବାର ରାତିରେ କୋଲକାତାର ମେଡିକା ହସ୍ପିଟାଲରେ
Read More...

ପିଏମଏୱାଇ ଆବାସ ଯୋଜନାରେ ରାୟଗଡକୁ ୧୫ହଜାର ଘର ମଂଜୁରୀ କରାଯାଉ : ଭାଜପା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା

ରାୟଗଡ/୧୮/୬/୨୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାୟଗଡ ଜିଲ୍ଳାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ସହ ବିଭିନ୍ନ ଦାବି ନେଇ ରାୟଗଡ ନିର୍ବାଚନୀ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର
Read More...

ପୁଣି ରାୟଗଡ ସହରରେ ଚୋରି , ପୋଲିସକୁ ଚ୍ୟାଲେଂଜ କରୁଛି ଚୋର ଗ୍ୟାଙ୍ଗ୍‌

ରାୟଗଡ/୧୮/୬/୨୧: ରାୟଗଡରେ ମାତିଛନ୍ତି ଚୋର । ମାତ୍ର ଚାରି ଦିନ ବ୍ୟବଧାନରେ ପୁଣି ରାୟଗଡ ସହରରେ ଚୋରି ଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ଚ୍ୟାଲେଂଜ କରି ତାଲା ପଡିଥିବା ଘରକୁ ଟାର୍ଗେଟ କରି ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଗତକାଲି ମଧ୍ୟ ବିଳମ୍ବିତ ରାତ୍ରରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ

ଭୁବନେଶ୍ୱର,୧୮/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (ଏଲଏମଓ) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର (ପିଏସଏ ପ୍ଲାଣ୍ଟ) ଭିତ୍ତିପସ୍ତର
Read More...

ମାଷ୍ଟର କ୍ୟାଂଟିନ ଛକରୁ ଘୋଡା ଉଠାଇବା ନିଷ୍ପତିରୁ ସରକାର ଶୀଘ୍ର ଓହରି ଯାଆନ୍ତୁ: କଂଗ୍ରେସ

ଭୁବନେଶ୍ୱର,୧୮/୬- ଭୁବନେଶ୍ୱର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ନବୀନ ବାବୁଙ୍କ ସରକାର ଯେତେ ବ୍ୟାକୁଳତା ଦେଖାଉଛନ୍ତି ପ୍ରକୃତରେ ସହରକୁ ସ୍ମାର୍ଟ ସିଟି ନା ସ୍ମାସ ସିଟି କରାଯାଉଛି । ଏ ସହରକୁ ସର୍ବସୁନ୍ଦର କରିବା ଆଳରେ ଏ ସହରର ଐତିହ୍ୟ ଏ ରାଜ୍ୟର ପରମ୍ପରା, କଳା ସଂସ୍କୁତିକୁ
Read More...

ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର

ଭୁବନେଶ୍ୱର,୧୮/ ୦୬ - ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋରନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର
Read More...