Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଫେଇ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ନନ୍ଦପଡା ଶୀତଳଷଷ୍ଠୀ କମିଟି ପକ୍ଷରୁ ବିରୋଧ ପ୍ରଦର୍ଶନ
ସମ୍ବଲପୁର : ଶୀତଳଷଷ୍ଠୀ ଆସି ପହଞ୍ଚି ଥିବା ସତ୍ତ୍ବେ ନଗରନିଗମ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇନାହିଁ।ସ୍ଥାନୀୟ ନନ୍ଦପଡା ଶୀତଳଷଷ୍ଠୀ ଆୟୋଜନ ସମିତି ନଗର ନିଗମ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
Read More...
Read More...
ମହିପୁରରେ ରକ୍ତଦାନ ଶିବିର, ୭୦ ୟୁନିଟ୍ ରକ୍ତ ସଂଗ୍ରହ
ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।!-->…
Read More...
Read More...
ବେଆଇନ ଗୋ ଚାଲାଣ, ଗାଡି ଜବତ୍
ଦଶପଲ୍ଲା : ଆଜି ଦିବା ୯ ଘଟିକା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଜବତ୍ କରିଛି ଦଶପଲ୍ଲା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ବୌଦ୍ଧ ଅଂଚଳରୁ ୮ ଟି ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଓଡି ୦୫ ଏୱାଇ ୨୩୪୧ ନମ୍ବର ବିଶିଷ୍ଟ!-->…
Read More...
Read More...
ପୋଖରୀରେ ବୁଡ଼ି ୨ ଭଉଣୀ ମୃତ
ବାସୁଦେବପୁର: ପାଣିରେ ବୁଡ଼ି ୨ ଜଣ ନାବାଳିକାଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାଯାଇଛି । ନାୟକାଣିଡିହି ଥାନା ବ୍ରଜାନନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଉଭୟ ନାବାଳିକା ପୋଖରୀରେ ଗାଧୋଉଥିଲେ । ଏହି ସମୟରେ ଉଭୟଙ୍କ ଗୋଡ଼!-->…
Read More...
Read More...
ସୁବଳୟା ଗାଁ ହେଲା କଣ୍ଟେନ୍ମେଣ୍ଟ ଜୋନ୍
ଦଶପଲ୍ଲା,୯/୬: ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣର ଅନ୍ତହୋଇ ଆସୁଥିବା ବେଳେ ଗତକାଲି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ । ଦଶପଲ୍ଲା ବ୍ଲକ୍ ଖମାରସାହି ଗ୍ରାମପଂଚାୟତ ଅନ୍ତର୍ଗତ ସୁବଳୟା ଗ୍ରାମକୁ ,ଗତକାଲି ଅପରାହ୍ନ ୪ଟାରୁ!-->…
Read More...
Read More...
ସାବିତ୍ରୀ ଅମାବାସ୍ୟାକୁ ନେଇ ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ଦୋକାନ…
ବାଲିଗୁଡ଼ା,୯/୬: ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍ଡାଉନ୍ ସଟ୍ ଡାଉନ୍ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି!-->…
Read More...
Read More...
ରେଡଜୋନ ମୁକ୍ତହେଲା ସମ୍ବଲପୁର
ସମ୍ବଲପୁର, ୯/୬- ଦୀର୍ଘ ଦିନ ପର୍ଯ୍ୟନ୍ତ କୋଭିଡ ଲାଲ ବଳୟ ଭିତରେ ରହିବା ପରେ ଗତକାଲି ସମ୍ବଲପୁର ଜିଲ୍ଲାକୂ ସେଥିରୁ ମୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୯୭ ଜଣ କରୋନା!-->…
Read More...
Read More...
ବଜ୍ରପାତ ନେଲା ଚାଷୀଙ୍କ ଜୀବନ
ବାଙ୍କୀ : ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ବାଙ୍କୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତତ ମିହିର ରାଉତ । ତାଙ୍କ ବୟସ ୪୫ ବର୍ଷ ।
ସୂଚନାଯୋଗ୍ୟ ଯେ, ମିହିର ରାଉତ ବିଲକୁ ଧାନ ବୁଣିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି!-->!-->!-->…
Read More...
Read More...
ସିଗାଡି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୯/୬ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଗାଡି ଗ୍ରାମରେ ଆଜି କରୋନାର ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଅଙ୍ଗନବାଡି ଓ ଆଶା କର୍ମୀ । ଘର ଘର ବୁଲି ହାତରେ ମାଇକ ଧରି କରୋନା ସମୟରେ କେଉଁ ସତର୍କତା ଅବଲମ୍ବନ କରିବା କଥା ଲୋକଙ୍କୁ ବୁଝାଇ ସଚେତନ!-->…
Read More...
Read More...