Browsing Category

ରାଜ୍ୟ

ସାମ୍ବାଦିକ କେ. କୃଷ୍ଣ ପ୍ରସାଦ ରାଓଙ୍କ ପରଲୋକରେ ଶୋକସଭା

ଗଜପତି,୮/୬- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ଗତ ଜୁନ ୫ ତାରିଖରେ ପରଲୋକ ହୋଇଯାଇଥିଲା । ଗତ ମେ ୧୮ ତାରିଖରୁ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ
Read More...

ବୌଦ୍ଧଜିଲ୍ଲା ରେଡକ୍ରସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୮/୬: ବୌଦ୍ଧଜିଲ୍ଲା ରେଡକ୍ରସର ମୁଖ୍ୟ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ରେଡକ୍ରସ ସଭ୍ୟ ତଥା ସମାଜସେବୀ ସତ୍ୟ ନାୟକ, ଆଦିତ୍ୟ ମେହେର, ସୁଶୀଳ ବାରିକ ପ୍ରମୁଖ ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମପଞ୍ଚାୟତର ତଳଗାଁ, ଦଳବାସାହି, ଗୁଣ୍ଡିରି ସାହିର କୋଭିଡ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ,
Read More...

ମୁଖ୍ୟମନ୍ତ୍ରୀ କଲେ କୋଭିଡ ସମୀକ୍ଷା, ଟିକା ଦାନ ୩ଲକ୍ଷ

ଭୁବନେଶ୍ୱର,୮/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ
Read More...

ଚଟୁଅନକା ପଂଚାୟତରେ କରୋନା ସଚେତନତା

କଣ୍ଟାବାଞ୍ଜି,୮/୬- ଦେଶବ୍ୟାପି ମହାମାରୀର ଦ୍ୱିତୀୟ ଲହରର ପ୍ରକୋପରୁ ରକ୍ଷା ଓ ଭବିଷ୍ୟତ ପାଇଁ ସଜାଗ ରହିବା ପାଇଁ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ, ପ୍ରକୃତିବନ୍ଧୁ ତଥା
Read More...

କରୋନା ସଚେତନତା ବାର୍ତ୍ତାବାହକ ଗାଡ଼ି ଓ ପୋଷ୍ଟର କ୍ୟାଂପେନର ଶୁଭାରମ୍ଭ

ବାଲିଗୁଡ଼ା,୮/୬: ଆଜି ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ୱାରା କରୋନା ସଚେତନତା ବାର୍ତ୍ତାବାହକ ଗାଡ଼ି ଓ ପୋଷ୍ଟର କ୍ୟାଂପେନର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ସି. ଡି.ପି.ଓ ଅନିତା
Read More...

କରୋନା ସଚେତନତା ବାର୍ତ୍ତାବାହକ ଗାଡି ଓ ପୋଷ୍ଟର କ୍ୟାଂପେନର ଶୁଭାରମ୍ଭ

ବାଲିଗୁଡ଼ା,୮/୬: ଆଜି ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ସି. ଡି.ପି.ଓ., ଅନିତା
Read More...

ସହାରଞ୍ଚଳ ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

ଭୁବନେଶ୍ୱର : ମହାମାରୀ କରୋନା ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର ଅତ୍ୟନ୍ତ ଭୟଙ୍କର ହୋଇଛି । ଏହି ସମୟରୁ ରାଜ୍ୟର ପାଖାପାଖି ୮୮ହଜାର ଉଠା ଦୋକାନୀ(ରାସ୍ତାରେ ଠେଲାଗାଡି ଲଗାଉଥିବା) ସେମାନଙ୍କର ଜୀବିକା ଗତ ଦେଢବର୍ଷ ଧରି ହରାଇଛନ୍ତି । ସେମାନଙ୍କ ଜୀବନ ଉପରେ ଲକଡାଉନ ଓ ସଟଡାଉନର ପ୍ରଭାବ
Read More...

ଗଜପତିରେ ପୁଣି ୪୪ ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୮ଜଣ, ଗୋଶାଣି ବ୍ଳକରେ ୮ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୦ଜଣ, ମୋହନା ବ୍ଳକରୁ ୪ ଜଣ,
Read More...

କରୋନା କଟକଣାର ଧଜ୍ଜିଆ ଉଡାଇଲେ : ଏକାଠି ପୋଖରୀରୁ ମାଛ ଧରିଲେ ଶହଶହ ଲୋକ

ବୌଦ୍ଧ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ତଥା ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି । ସଂକ୍ରମଣକୁ ଏଡାଇବା ପାଇଁ କୋଭିଡ ନିୟମ ତଥା କଟକଣା ଲାଗୁ କରାଯାଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଏହାର ଖୋଲା ଉଲ୍ଲଂଘନ ହେଉଛି । ଏପରିକି କେତେକ ସ୍ଥାନରେ
Read More...