Browsing Category

ରାଜ୍ୟ

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଜପତି,୭/୬- ଗଜପତି ଜିଲ୍ଲା ବିଜେପି କୃଷକମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଅଦିନିଆ ବର୍ଷା ଯୋଗୁଁ
Read More...

ରାୟଗଡାରେ ୧୮ରୁ ୪୪ବର୍ଷୀୟଙ୍କ ଟିକାକରଣ ଆରମ୍ଭ

ରାୟଗଡା,୭/୬- ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଳା ସଦର ମହକୁମାର ୧୦ଟି ସ୍ଥାନରେ ଟିକାକରଣ କେନ୍ଦ୍ରସ୍ଥଳର ବ୍ୟବସ୍ଥା କରାଯାଇଥିଲା । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସହରର ରିଙ୍ଗରୋଡ୍‌ ସ୍ଥିତ
Read More...

ପ୍ରଧାନମନ୍ତ୍ରୀଙ୍କ ଆଜିର ନିଷ୍ପତ୍ତି ଦେଶବାସୀଙ୍କୁ କରିଛି ଆଶ୍ୱସ୍ତ

ଭୂବନେଶ୍ୱର, ୦୭/୦୬ : ସଂକଟ ସମୟ ଦେଇ ଗତି କରୁଥିବା ଦେଶବାସୀଙ୍କୁ ବହୁ ଆଶ୍ୱସ୍ତି ପ୍ରଦାନ କରିଛି ପ୍ରଧାନମନ୍ତ୍ରୀଙ୍କ ଆଜିର ନିଷ୍ପତି ବୋଲି କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Read More...

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଡାକ୍ତରଖାନାରେ ଫଳ ବଣ୍ଟନ

ପାଟଣାଗଡ,୭/୬- ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା , ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ତିଆରି ତାଙ୍କୁ ଭତ୍ତା ଯୋଜନା
Read More...

ବିଭିନ୍ନ ସମସ୍ୟାକୁ ନେଇ ବିଡିଓଙ୍କ ଉଦ୍ଦେଶ୍ୟରେ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ,୭/୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡା ବ୍ଲକ ଧୁମାଭଟା ଗାଁ ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଯଥା ସୋଲାର ପଏଣ୍ଟ, କୂଅ ଅଚଳ, ବିଭିନ୍ନ ନଳକୂପ ଅଚଳ ଥିଲେ ସୁଦ୍ଧା ମରାମତି କରାଯାଉନି, ରଣା ପଡ଼ାରେ ଡ୍ରେନ ନଥିବାରୁ ସବୁ ମଇଳା ପାଣି ଗାଁ ମଝି ରାସ୍ତାରେ ଜମା ହେଉଛି
Read More...

ଗଜପତି ଜିଲ୍ଲାରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆରମ୍ଭ

ଗଜପତି ,୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକା କରଣ ଆରମ୍ଭହୋଇଛି । ଏହି ଟୀକା କରଣ ଆଜି ଠାରୁ ୯ ତାରିଖପର୍ଯ୍ୟନ୍ତ ଅନୁଷ୍ଠିତହେବ । ସହରର ୮ ଟି ସ୍ଥାନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ସହରାଞ୍ଚଳ
Read More...

କଣ୍ଟାମାଳ – ତରଭା ରାସ୍ତାରେ ବାଇକ ଦୁର୍ଘଟଣା, ଜଣେ ଗୁରୁତର

ବୌଦ୍ଧ,୭/୬ - ନିର୍ମାଣାଧିନ କଣ୍ଟାମାଳ - ତରଭା ତେଲନଦୀ ପୋଲ ରାସ୍ତାର ଟିକ୍ରାପଡା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ଘଣ୍ଟା ସମୟରେ କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ ଛପାପାଲି
Read More...

ଜୁହାର ଫାଉଣ୍ଡେସନ ମୁମ୍ବାଇର ସହଭାଗିତାରେ ନିଶୁଳ୍କ ଅକ୍ସିଜେନ ବ୍ୟାଙ୍କ ଲୋକାର୍ପିତ, ଲୋକାର୍ପଣ କଲେ ମନ୍ତ୍ରୀ…

ଟିଟିଲାଗଡ,୭/୬଼ - ଟିଟିଲାଗଡ଼ ମାଟିର ସନ୍ତାନ ଜିତେନ୍ଦ୍ର ମିଶ୍ର ଜୁହାର ଫାଉଣ୍ଡେସନ ମୁମ୍ବାଇର ସହଭାଗିତାରେ ପ୍ରୋଜେକ୍ଟ ସୌଦାମିନୀ ଅନ୍ତର୍ଗତ ୧୦ ଟି ଅକ୍ସିଜେନ ସିଲିଣ୍ଡର ଲୋକାର୍ପଣ ଅବସରରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ
Read More...

ବିଦ୍ୟୁତ ଆଘାତରେ ଦନ୍ତା ମୃତ

ବ୍ରହ୍ମପୁର:ସଙ୍କଟରେ ଏବେ ଗଜରାଜ । କିଛି ନା କିଛି କାରଣରୁ ଏବେ ଦିନକୁ ଦିନ ହାତୀମାନଙ୍କର ମୃତୁ୍ୟ ହେଉଛି । କେତେବେଳେ ଟ୍ରେନ ଧକ୍କାରେ ତ କେତେବେଳେ ବିଦୁ୍ୟତ ଆଘାତରେ ମୃତୁ୍ୟ ହେଉଛି । ଏହାରି ଭିତରେ ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡା ବିଟ ଢଉପଲ୍ଲୀ କାଜୁ
Read More...

ବେଆଇନ ଗୋହତ୍ୟା ବିରୋଧ ସ୍ୱର ଉଠିଲା

ସମ୍ବଲପୁର : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ "ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ଗିରୀଶ ପଟେଲ, ଉପଦେଷ୍ଟା ସତ୍ୟ ନାରାୟଣ ପଣ୍ଡା, ପ୍ରଦୀପ ବହିଦାର, ବିଧାୟକ ନାଉରି ନାୟକ, ଦାମୋଦର କର, ରାମ ଚନ୍ଦ୍ର ମେହେର, ଫଣି ମିଶ୍ର,
Read More...