Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଇଁଚକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡ଼ା ଗ୍ରାମ ସ୍ଥିତ ପଇଁଚକୁଳ +୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ କାର୍ୟ୍ୟକ୍ରମର ଶୁଭାରମ୍ଭରେ ପ୍ରଥମେ କଲେଜ କର୍ତ୍ତୃପକ୍ଷ, ଅତିଥିବୃନ୍ଦ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନତାଙ୍କ!-->…
Read More...
Read More...
ପିକଅପ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅର୍ନ୍ତଗତ ମେଟାକାନୀ ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପିକଅପ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଗୁରୁତର ହୋଇଥିବା ଜଣାପଡିଛି। ଆଜି ୩ଟା ୩୦ମି ସମୟରେ ମେଟାକାନୀ ଠାରେ ଏକ ଚା ଦୋକାନରେ କିଛି ଲୋକ ଚା ପିଉଥିଲେ। ସେହି!-->…
Read More...
Read More...
ବିଧାନସଭାରେ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
ଭୁବନେଶ୍ବର : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ!-->…
Read More...
Read More...
କ୍ରିଷ୍ଣା ଧାମ୍ ଆପାର୍ଟମେଣ୍ଟରେ ଭିଜିଲାନ୍ସ ରେଡ୍
ପୁରୀ : ପୁରୀ ଭିଆଇପି ରୋଡରେ ଥିବା କ୍ରିଷ୍ଣା ଧାମ୍ ଆପାର୍ଟମେଣ୍ଟରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ରେଡ୍ କରାଯାଇଛି । ବଲାଙ୍ଗୀର ଲୋୟର ସୁକତେଲ ପ୍ରୋଜେକ୍ଟର ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ସୁନୀଲ ରାଉତଙ୍କ ଫ୍ଲାଟରେ ଏହି ରେଡ୍!-->…
Read More...
Read More...
ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢାଉ,୪୨ ହଜାର ଜୋରିମାନା ଆଦାୟ
ପୁରୀ : ପରିବହନ କମିସନର ଅମିତାଭ ଠାକୁର ,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାରରେ ଭଡ଼ା!-->…
Read More...
Read More...
୩ଟି ସ୍ଥାନରେ ଏକକାଳୀନ GST ଚଢ଼ାଉ
ବରଗଡ଼ : ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ GST ଚଢ଼ାଉ I ଗୁରୁବାର ଅପରାହ୍ନ ୪ଘଣ୍ଟା ସମୟରେ ବରଗଡ଼ ସହରର ଥାନା ଛକରେ ଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋର ଓ ରେଲୱେ ଷ୍ଟେସନ ସ୍ଥିତ ଗୋଦାମ ଓ ଘରରେ ଏକ କାଳୀନ GST ବିଭାଗର ଚଢ଼ାଉ ଚାଲିଛି I GST ଫାଙ୍କୁ ଥିବା ଅଭିଯୋଗରେ ଏକ କାଳୀନ ୩ଟି ସ୍ଥାନରେ!-->…
Read More...
Read More...
୨୧ ଖଣ୍ଡ ଶାଳଚୌକାଠ ସହିତ ଗାଡ଼ି ଜବତ
ହରଭଙ୍ଗା : ବୌଦ୍ଧ ବନାଞ୍ଚଳରୁ ଦୈନଦିନ ବହୁ ମୂଲ୍ୟବାନ କାଠ, ପଟା ଆଦି ଚୋରା ଚାଲାଣ ଚାଲୁ ରହୁଥିବା ବେଳେ ୨୧ ଖଣ୍ଡ ଶାଳ ଚୌକାଠ ସହିତ ଏକ ଗାଡ଼ିକୁ ଜବତ କରିଛି ବନବିଭାଗ। ସୂଚନା ମତେ ଗତକାଲି ରାତି ପ୍ରାୟ ୮ଟା ସମୟରେ ମାଧପୁର ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବିଭାଗ ତରଫରୁ ରାତ୍ରି!-->…
Read More...
Read More...
ଭୁବନେଶ୍ୱର କଲ୍ୟାଣି ସେବା ଟ୍ରଷ୍ଟ ତରଫରୁ ହରେକୃଷ୍ଣଙ୍କୁ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା : ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରି ନିରନ୍ତର ସମାଜ ସେବା କରି ଆସୁଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "କଲ୍ୟାଣୀ ସେବା ଟ୍ରଷ୍ଟ"ର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇ!-->…
Read More...
Read More...
ବନ୍ଦ ଘରୁ ବାପା -ଝିଅଙ୍କ ମୃତ ଦେହ ଉଦ୍ଧାର
ନୟାଗଡ : ଦେବୋତ୍ତର କଲୋନୀ ୪ ନମ୍ବର ଗଳିର ଏକ ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖଟ ଉପରୁ ୫ବର୍ଷୀୟ ଝିଅ ଓ ବାପାଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ପୋଲିସ। ସୂଚନାନୁଯାୟୀ, ମୃତ ପୁଲକ ବିଶ୍ୱାଳଙ୍କ ପ୍ରଥମ ସ୍ତ୍ରୀଙ୍କ ବର୍ଷ ତଳେ ମୃତ୍ୟୁ ଘଟିବା ପରେ ଆଉଥରେ ଗତ ୩ ମାସ ତଳେ!-->…
Read More...
Read More...
ଧାରଣାରେ ଅଧ୍ୟାପକ, ଅଧ୍ୟାପିକା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଦେଖା ଦେଇଛି କର୍ମଚାରୀ ବିବାଦ l ପିଅନ ପାଇଁ ଆନ୍ଦୋଳନରେ ବସିଲେ ଅଧ୍ୟାପକ ଅଧ୍ୟାପିକା l ଫଳରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏଭଳି କର୍ମଚାରୀ ବିବାଦ ଘଟଣା ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି l ଆଜି!-->…
Read More...
Read More...