Browsing Category

ରାଜ୍ୟ

ପୂର୍ବତନ ସରପଞ୍ଚ ସୁଦର୍ଶନ ଜେନାଙ୍କ ପରଲୋକ

ଜହ୍ନାପଙ୍କ,୪/୬- ବୌଦ୍ଧବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ଜହ୍ନାପଙ୍କ ବାସିନ୍ଦା ସୁଦର୍ଶନ ଜେନାଙ୍କ ୯୦ ବର୍ଷ ବୟସରେ ନିଜ ବାସଭବନରେ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳେ ତାଙ୍କର ବଡ ପୁଅ ଶ୍ୱେତ
Read More...

କୋଭିଡ ଟିକାକରଣରେ ସୁଧାର ଆଣିବାକୁ କଂଗ୍ରେସର ଦାବିପତ୍ର ପ୍ରଦାନ

ବୌଦ୍ଧ,୪/୬- ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଜରିଆରେ ପ୍ରଦାନ କରାଯାଇଛି । ଦେଶରେ ଚାଲୁଥିବା କରୋନା ଟିକାକରଣ ପଦ୍ଧତି ରେ ତୁରନ୍ତ ପରିବର୍ତ୍ତନ କରାଯିବା ସହ ଦୈନିକ ଦେଶର ଏକ କୋଟି
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୪/୬- ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଆଜି କଣ୍ଟାମାଳ ବ୍ଲକ ବିଳାସପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେପି ଯୁବମୋର୍ତ୍ତ ରାଜ୍ୟ ସଂପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ କରୋନା ସଚେତନତା ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ଏଥିସହିତ କରୋନାକୁ
Read More...

ବାଇକ ଦୁର୍ଘଟଣାରେ ୩ ଆହତ

ଦଶପଲ୍ଲା,୪/୬- ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୋରଡ଼ା ଗ୍ରାମପଞ୍ଚାୟତ ନିକଟସ୍ଥ ମହିତମା ଛକରେ ଦୁର୍ଘଟଣାରେ ସୁନ୍ଦୁରୁକୁମ୍ପା ଗ୍ରାମର ୩ ଜଣ ଯୁବକ ଅତ୍ୟଧିକ ମଦ୍ୟପାନ କରି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ । ସେମାନେ ହେଲେ ତ୍ରିଲୋଚନ ପ୍ରଧାନ, ଆର୍ତତ୍ରାଣ ପ୍ରଧାନ, ଶାନ୍ତନୁ ମାଲିକ ।
Read More...

ଗଜପତିରେ ପୁଣି ୬୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୪/୬- ଜିଲ୍ଲାରୁ ଆଜି ପୁଣି ୬୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୨ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୬ ଜଣ, ମୋହନା ବ୍ଳକରୁ ୧୮ ଜଣ, ଆରଉଦୟଗିରି
Read More...

ଗଜପତିଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଗଜପତି,୪/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମଙ୍ଗଙ୍କ ନେତୃତ୍ୱରେ ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । କୋଭିଡ ଟୀକା
Read More...

ଛେଳିକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଆହତ

ଫୁଲବାଣୀ,୪/୬- ବ୍ରହ୍ମପୁରରୁ ଫୁଲବାଣୀ ଆସୁଥିବା ଫ୍ରିଡ଼ମ ତେଲ ଗାଡି ଭାରସାମ୍ୟ ହରାଇ ଓଲଟିଯାଇଛି । ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ଅଡ଼ାବାଡ଼ି ଗ୍ରାମର ମୁଖ୍ୟରାସ୍ତାରେ ବ୍ରହ୍ମପୁରରୁ ଫୁଲବାଣୀ ଆସୁଥିବା ସମୟରେ ଫ୍ରିଡ଼ମ ତେଲ ଗାଡି ଆଗକୁ ହଠାତ ଏକ
Read More...

ମେଡ଼ିକାଲ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର

ଫୁଲବାଣୀ,୪/୬- ଆଜି ଫୁଲବାଣୀ ମୁଖ୍ୟ ଡାକ୍ତରଖାନାର ଆର ଟି ପି ସି ଆର ଗାଡି ଭାରସାମ୍ୟ ହରାଇ ଓଲଟି ଯିବା ଫଳରେ ଡ୍ରlଇଭର ରାଜ କିଶୋର ବେହେରା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖଜୁରୀପଡା ଥାନା ଅନ୍ତର୍ଗତ ସମରଡେଗା ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ
Read More...