Browsing Category

ରାଜ୍ୟ

ଜିଲ୍ଲା କଂଗ୍ରେସ ପକ୍ଷରୁ କୋଭିଡ଼ ଟିକାକରଣ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ କୋଭିଡ଼ ଟିକାକରଣ ନୀତି ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ଅସୁବିଧା ସବୁକୁ ଦର୍ଶାଯାଇଛି । କୋଭିଡ଼ ମହାମାରୀରୁ ଲୋକଙ୍କୁ ବଞ୍ଚାଇ ବାକୁହେଲେ ସମସ୍ତଙ୍କୁ ଟିକାକରଣ ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଯେଉଁଭଳି ଭାବରେ
Read More...

ସାଂସଦ ସପ୍ତଗିରିଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧନା

ଭୁବନେଶ୍ୱର,୪/୬ - ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଏଆଇସିସିର ସଂପାଦକ ଭାବେ ନିଯୁକ୍ତି ଦେବା ସହିତ ଛତିଶଗଡ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିବାରୁ ଆଜି କଂଗ୍ରେସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକାରୀ
Read More...

ଯୁକ୍ତ ୨ ପରୀକ୍ଷା ହେଲା ବାତିଲ

ଭୁୁବନେଶ୍ୱର,୪/୬,– ମହାମାରୀ କରୋନାର ଭୟାବହତା କାରଣରୁ ପରୀକ୍ଷା ବ୍ୟବସ୍ଥିତ ଉପାୟରେ କରିବା ସମ୍ଭବ ନହେବାରୁ ରାଜ୍ୟ ସରକାର ଆଜି ଯୁକ୍ତ ୨ ବାର୍ଷିକ ପରୀକ୍ଷା ବାତିଲ କରିବାପାଇଁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବା ସହିତ ଉପଯୁକ୍ତ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ
Read More...

+୨ ପରୀକ୍ଷା ବାତିଲ, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଆଜି ରାଜ୍ୟ ସରକାର ମଧ୍ୟ +୨ ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପରୀକ୍ଷାଠାରୁ ଛାତ୍ରଛାତ୍ରୀ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
Read More...

ସ୍ୱେଚ୍ଛାସେବୀ ଦାହକଲେ ମୃତକଙ୍କ ମରଶରୀର

ବୌଦ୍ଧ,୪/୬ - ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମର ପଞ୍ଚାନନ ଭଞ୍ଜ (୬୫ ବର୍ଷ )ଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିଲା । ତାଙ୍କର ପରିବାର କହିଲେ ତାଙ୍କର ପତ୍ନୀ ଓ ଦୁଇ ଝିଅ । ତେଣୁ ତାଙ୍କର ଶବ ସତ୍କାର କରିବାପାଇଁ ସରପଞ୍ଚ ନଳିନୀ ପଲିଆ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି
Read More...

ଖୁବଶୀଘ୍ର ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ଟିକାକରଣ ନେଇ ଆଜି ବିଏମସି ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ ବୋଲି କୁହାଯାଇଛି । ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକମାନଙ୍କୁ ଟିକାକରଣ କରାଯିବ । ଖୁବ ଶୀଘ୍ର ଟିକାକରଣ
Read More...

ବାଉଁଶୁଣୀ ଗଡଭିତର ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଘୋଷଣା

ବୌଦ୍ଧ/ବାଉଁଶୁଣୀ,୪/୬- ବୌଦ୍ଧବ୍ଳକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଗଡଭିତର ଗ୍ରାମରେ ଆଜି ୨୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବାଉଁଶୁଣୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନ ଗଡଭିତର ଗ୍ରାମକୁ ଆଜି ସକାଳ ୬ ଘଣ୍ଟାରୁ ୧୦ ତାରିଖ
Read More...

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ କଂସେଣ୍ଟ୍ରାଟର ପ୍ରଦାନ

ବଲାଙ୍ଗୀର,୪/୬- ବଲାଙ୍ଗୀର ଠାରେ ପ୍ରଥମ ଅକ୍ସିଜେନ ବେଙ୍କ ଆରମ୍ଭ କରି ହୋମ୍‌ଆଇସୋଲେସନରେ ଥିବା ବଲାଙ୍ଗୀର ଜିଲ୍ଲାର ଗାଁ ଓ ସହରକୁ ଯୋଗାଇ ଆସୁଥିବା ରାଜ୍ୟର ଅନ୍ୟତମ ଅଗ୍ରଣୀ ସଂଗଠନ ବିଙ୍ଗ୍‌ ହ୍ୟୁମାନ ମାଧ୍ୟମରେ ଟାଟା ଗ୍ରୁପ ଅଫ କଂପେନିସ ତରଫରୁ ପ୍ରଥମ ପର୍ଯ୍ୟାୟ ରେ ୭ ଟି ଅକ୍ସିଜେନ
Read More...