Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ଆଜି ୧୨୮ ସଂକ୍ରମିତ ଚିହ୍ନଟ, ବାଉଁଶୁଣୀରୁ ସର୍ବାଧିକ ୨୫
ବୌଦ୍ଧ,୪/୬ - ଆଜି ପୁଣି ବୌଦ୍ଧଜିଲ୍ଲାରୁ ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିିଆର୍ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ଅଁଳାପାଲି!-->…
Read More...
Read More...
ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ୩ ମୃତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନିୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।ସୂଚନାନୁଯାୟୀ, ତିରିଙ୍ଗ ଥାନା ଡାଳିମା ଛକରେ ଏକ ଟ୍ରକ୍ ଧକ୍କା ଦେବା ପଳରେ ୩ଜଣ ବ୍ୟକ୍ତି ପ୍ରାଣ!-->…
Read More...
Read More...
ଗୁଞ୍ଜ ଓ ୱାଡ଼ ପକ୍ଷରୁ କରୋନା କିଟ୍ ବଣ୍ଟନ
ବାଲିଗୁଡ଼ା,୪/୬- ସାରା ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବାବେଳେ ଜୀବନକୁ ବାଜି ଲଗାଇ ଘରୁ ବାହାରକୁ ଆସି ଖବର ସଂଗ୍ରହ କରୁଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ୩୦ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୁଞ୍ଜ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁରେଶ କୁମାର ଓ ୱାଡ଼ ସ୍ୱେଚ୍ଛାସେବୀ!-->…
Read More...
Read More...
ରାଜ୍ୟରେ ପୁଣି ୩୯ଜଣଙ୍କ ମୁଣ୍ଡ ନେଲା କରୋନା, ୭୭୨୯ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ସେବା ଭାରତୀ ଓ ର।ଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ନିଃଶୁଳ୍କ ଅମ୍ଳଜାନ୍ ସିଲିଣ୍ଡର୍ ଓ ଆୟର୍ବେଦିକ ଔଷଧ ଆୟୁଷ 64ର…
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରାଜଶ୍ରୀ ମଣ୍ଡପ ଠାରେ ନିଃଶୁଳ୍କ ଔଷଧ ଆୟୁଷ 64 ଓ ଅମ୍ଳଜାନ ସେବା ର ଲୋକାର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କୋଭିଡ଼ ରୋଗୀଙ୍କୁ ନିଃଶୁଳ୍କ ରେ ଏହି ସେବାକୁ ଆଗାମୀ ଦିନରେ!-->…
Read More...
Read More...
ବଜ୍ରପାତରେ ନାବାଳକ ମୃତ
ଫୁଲବାଣୀ,୦୩/୦୬- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରlଖୋଲ ପଞ୍ଚାୟତ ଅଞ୍ଚଳରେ କାଳ ବୈଶାଖୀର ପବନ ଘଡଘଡି ସହ ବର୍ଷାର ତାଣ୍ଡବଲୀଳା ରଚିଥିଲା।ଏହି ସମୟରେ ଘର ବାହାରେ କୁବୁସାହିର ଦୁଇ ନାବାଳକଙ୍କୁ ବିଜୁଳି ମାରିବା ଦ୍ଵାରା ଜଣେ ନାବାଳକ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ!-->…
Read More...
Read More...
ବଜ୍ରପାତରେ ନାବାଳକ ମୃତ
ଫୁଲବାଣୀ ,୦୩/୦୬- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରlଖୋଲ ପଞ୍ଚାୟତ ଅଞ୍ଚଳରେ କାଳ ବୈଶାଖୀର ପବନ ଘଡଘଡି ସହ ବର୍ଷାର ତାଣ୍ଡବଲୀଳା ରଚିଥିଲା।ଏହି ସମୟରେ ଘର ବାହାରେ କୁବୁସାହିର ଦୁଇ ନାବାଳକଙ୍କୁ ବିଜୁଳି ମାରିବା ଦ୍ଵାରା ଜଣେ ନାବାଳକ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ!-->…
Read More...
Read More...