Browsing Category

ରାଜ୍ୟ

ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ
Read More...

ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାୟନ ଅଧିବେଶନ

ହରଭଙ୍ଗା୨୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୁରଲୀଧର ରଣାଙ୍କ ଆବାହକତ୍ୱରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ସହକାରୀଯନ୍ତ୍ରୀ ଅର୍ଜୁନ ଗଡନାୟକ,
Read More...

ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଫୁଲବାଣୀ ,୨୮/୫- କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିସହିତ ଦିବଙ୍ଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସହରର
Read More...

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଗଜପତି,୨୮/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଆଜି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜିକା ଶ୍ରୀମତୀ
Read More...

ଗୁଢିଆଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ ଜହ୍ନାପଙ୍କ,୨୮/୫;ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ଗୁରୁବାର ମେଡ଼ିକାଲ ଟିମ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି।ତେବେ ଏଥିରେ ସଂଖ୍ୟାଧିକ କରୋନା ପଜିଟିଭ ବାହାରିଥିବା ଜଣାପଡିଛି।ଏହା ଅଧିକ କିପରି ସଂକ୍ରମଣ ନହେବ
Read More...

ବୌଦ୍ଧ: ନୂତନ ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୨୮/୫ - ନୂତନ ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଭାବରେ ଆଦିପତି କହଁର ଆଜି ଯୋଗଦାନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ସେ ରାୟଗଡ଼ା ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ | ସେହିପରି ଉକ୍ତ ପଦବୀରେ କାର୍ଯ୍ୟ କରୁଥିବା ଭୋଳାନାଥ ନାଏକଙ୍କ କଳାହାଣ୍ଡି
Read More...

ଓଡିଶା ପାଇଁ ୫ଶହ କୋଟି ଟଙ୍କାର ବାତ୍ୟା ସହାୟତା ଦେଲା କେନ୍ଦ୍ର

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ୟସ କ୍ଷୟକ୍ଷତି ଅନୁଧ୍ୟାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ପାଇଁ ୫ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ପାଇଁ ମଧ୍ୟ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା
Read More...

ବିଭିନ୍ନ ଚାଷୀ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି

ସମ୍ବଲପୁର : ଅଦିନିଆ ବର୍ଷା ଓ ବାତ୍ୟା ୟାସ ଯୋଗୁଁ ଜିଲ୍ଲା ର ଚାଷିକୂଳ ଅନେକ ସମସ୍ୟା ର ସମ୍ମୁଖୀନ ହେଇଛନ୍ତି । ଆଗରୁ ବି ଚାଷୀ ପଞ୍ଜିକରଣ, ଟୋକନ ପ୍ରଦାନର ଅବ୍ୟବସ୍ଥା କୁ ନେଇ ସମସ୍ୟା ଘେରରେ ରହିଥିବା ଚାଷୀକୂଳ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ପରେ ଚିନ୍ତିତ, ମର୍ମାହତ ।ଏଭଳି ଅନେକ
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ସହ ଜଣେ ଗିରଫ

ବାଲିଗୁଡ଼ା: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମଣଣଖୋଲ ଅଞ୍ଚଳରେ ଚଢ଼ାଉ । ଖମଣଣଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ
Read More...