Browsing Category

ରାଜ୍ୟ

ସେବା ଫାଉଣ୍ଡେସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ନାଉଗାଁ,୨୪/୫- ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ଆଜକୁ ୨୧ ଦିନ ହେବ ପ୍ରତ୍ୟେକଦିନ ଅସହାୟ, ନିରାଶ୍ରୟା, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଦ୍ୱିପ୍ରହର ରନ୍ଧା ଖାଦ୍ୟ ଘରେ ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି । କରୋନା
Read More...

ବାତ୍ୟାର ରୂପ ନେଲା ‘ୟସ୍‌’, ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ୟସ୍‌’ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା । ଏବେ ଏହା ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ଆସନ୍ତା ୨୬
Read More...

କରୋନା ପରୀକ୍ଷା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ଆଜି ପଜିଟିଭ ତ କାଲି ନେଗେଟିଭ !

ବୌଦ୍ଧ - କରୋନାକୁ ନେଇ ଅନେକ ଆଲୋଚନା ହେଉଛି | ତା ସମ୍ପର୍କରେ ବିଭିନ୍ନ ଦିନ ବିଭିନ୍ନ ତଥ୍ୟ ଓ ତାର ସ୍ବରୂପ ଆସୁଥିବା ବେଳେ ଚିକିତ୍ସା ଶାସ୍ତ୍ରୀ ମାନେ ମଧ୍ୟ ତାକୁ ସମ୍ପୁର୍ଣ୍ଣ ଭେଦ କରିପାରି ନାହାନ୍ତି l ଏଭଳି ପରିସ୍ଥିତିରେ କରୋନାର ଗୋଟିଏ ନୁଆଁ ସ୍ବରୂପ ଦେଖିବାକୁ ମିଳିଛି ବୌଦ୍ଧ
Read More...

କରୋନା କଟକଣାକୁ ଫୁ , ୭ ଜଣ ଜୁଆଡି ଗିରଫ

ଦଶପଲ୍ଲା,୨୪/୫- ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିଲେ । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ
Read More...

ସମ୍ଭାବ୍ୟ ବାତ୍ୟା ‘ୟାସ’ କୁ ନେଇ ପିସିସି ସଭାପତିଙ୍କ ଟାକ୍ସଫୋର୍ସ କମିଟି ଗଠନ

ଭୁବନେଶ୍ୱର,୨୩/୫- ସମ୍ଭାବ୍ୟ ବାତ୍ୟା ‘ୟାସ’ ପରିପ୍ରେକ୍ଷୀରେ ୧୦ ଗୋଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ପିସିସି କାର୍ଯ୍ୟକାରୀ
Read More...