Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ
ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ମନରୁ ନ ଲିଭଣୁ ପୁଣି ଏପରି ଏକ ଅଗ୍ନିକାଣ୍ଡ ଚିନ୍ତା ଜନକ ।
Read More...
Read More...
ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ
ବୌଦ୍ଧ /ଜହ୍ନାପଙ୍କ,୨୩/୫- ବୌଦ୍ଧ ବ୍ଳକ ଜହ୍ନାପଙ୍କଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ରବିବାର ବନ୍ଦ ରହୁଥିବାରୁ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ଚିକିତ୍ସାଳୟକୁ ଆଣିଥିବାବେଳେ ସେଠାରେ ପ୍ରାଣୀ!-->…
Read More...
Read More...
ପଦ୍ମଶ୍ରୀ ଉପାଧି ତାଡିସରୁ ବାବା ଅସୁସ୍ଥ, ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସା ଜାରି
ଫୁଲବାଣୀ,୨୩/୫: କନ୍ଧମାଳ ଜିଲ୍ଲାର ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ହଠାତ ଆଜି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଭର୍ତ୍ତିର୍ି କରାଯାଇଛି । ବୟସାଧିକ କାରଣରୁ ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଡାକ୍ତର କହିଛନ୍ତି । ପ୍ରକାଶ!-->…
Read More...
Read More...
ନାଗିନ ଡ୍ୟାନ୍ସରେ ମସଗୁଲ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା
ସୂଚନା ଅନୁଯାୟୀ ଗତ ୨୧ ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତ୍ରିତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପୁର ଗାଁରେ ନିଜ ଭାଇ ବାହାଘର ରେ ବରଯାତ୍ରୀ ଙ୍କ ସହିତ ନାଗୀନ ଡାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ମହାଶୟା l ନିଜେ ରାସ୍ତାରେ ବିନା ମାସ୍କ ରେ ଯାଉଥିବା ଲୋକଙ୍କ!-->…
Read More...
Read More...
ସୁସ୍ଥ ହେଉଛନ୍ତି ଶ୍ରେୟସ୍ ଆୟର, ଦୌଡୁଥିବାର ଭିଡିଓ ସେୟାର କଲେ
ନୂଆଦିଲ୍ଲୀ : ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ କ୍ରିକେଟ୍ ଦଳର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ କାନ୍ଧରେ ଆଘାତ ଲାଗିଛି । ଏହି କାରଣରୁ, ସେ ଗତ ମାସରେ ଅସ୍ତ୍ରୋପଚାର କରିଥିଲେ ଏବଂ ଏଥିରୁ ଧୀରେ ଧୀରେ ମୁକୁଳୁଛନ୍ତି । ଶନିବାର ଦିନ, ଆୟର!-->…
Read More...
Read More...
ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟସ୍’
ଭୁବନେଶ୍ୱର ୨୩।୦୨: ପାରାଦୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ୍ । ଆଇଏମ୍ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆଇଏମ୍ ଡି ମହାନିର୍ଦ୍ଦେଶକ!-->…
Read More...
Read More...
ଆମ୍ବ ଗଛରୁ ପଡି ଯୁବକ ମୃତ
ବୌଦ୍ଧ,୨୩/୫- ଆଜି ସକାଳେ ଗଛରେ ଚଢି ଆମ୍ବ ତୋଳୁଥିବା ବେଳେ ପୁରୁଣା କଟକ ଥାନା ବୁରୁବୁଡା ଗ୍ରାମର ଜଣେ ଯୁବକ ଅସାବଧାନତା ବଶତଃ ଗଛରୁ ତଳକୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଗ୍ରାମ ପଞ୍ଚାୟତ ବୁରୁବୁଡା ଗ୍ରାମର!-->…
Read More...
Read More...
ଗଜପତିରେ ପୁଣି ୭୭ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୩/୫- ଗଜପତି ଜିଲ୍ଲାରେ ଆଜି ପୁଣି ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୬ ଜଣ, ଗୋଶାଣି ବ୍ଳକରେ ୧୫ ଜଣ,ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୮ଜଣ, ମୋହନା ବ୍ଳକରୁ ୧୭ଜଣ,!-->…
Read More...
Read More...
ଗଜପତିରେ ପୁଣି ୭୭ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୩/୫- ଗଜପତି ଜିଲ୍ଲାରେ ଆଜି ପୁଣି ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୬ ଜଣ, ଗୋଶାଣି ବ୍ଳକରେ ୧୫ ଜଣ,ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୮ଜଣ, ମୋହନା ବ୍ଳକରୁ ୧୭ଜଣ,!-->…
Read More...
Read More...