Browsing Category

ରାଜ୍ୟ

ବୌଦ୍ଧ : ଆଜି ଜିଲ୍ଲାରେ ବାହାରିଲେ ୩୪୭ କରୋନା ପଜିଟିଭ

ବୌଦ୍ଧ,୨୩/୫ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୩୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ହୀରାଞ୍ଚଳର ପ୍ରଭାବ, ମରାମତି ହେଲା ଅଚଳ ନଳକୂପ

ବୌଦ୍ଧ,୨୨/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମର ଦଳିତପଡାରେ ଥିବା ଏକମାତ୍ର ନଳକୂପ ପ୍ରାୟ ଦୁଇ ମାସ ହେଲା ଅଚଳ ହୋଇ ପଡିଥିବା ଯୋଗୁଁ ପଡାବାସୀ ପାଣି ପାଇଁ ହନ୍ତସନ୍ତ ହେଉଥିଲେ । ଏ ସମ୍ପର୍କରେ ଏକ ଖବର ହୀରାଞ୍ଚଳ ଲାଇଭ ଓ ଦୈନିକ
Read More...

ବୌଦ୍ଧ : କରୋନାରେ ଆକ୍ରାନ୍ତ ଶିକ୍ଷକଙ୍କ ପରଲୋକ

ବୌଦ୍ଧ,୨୨/୫ - ଆଜି କରୋନାରେ ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୌଦ୍ଧବ୍ଲକ୍‌ ମନୁପାଲି ଗ୍ରାମ ପଞ୍ଚାୟତ କନାପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମଞ୍ଜନ କୁମାର ମହାକୁଡଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୁନ୍ଦୁଲିଆ
Read More...

ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୨୨/୫ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ
Read More...

୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମିଳିଲା ଏଫଆଇଏଚ ପ୍ରେସିଡେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୨/୫ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି. କେ ପାଣ୍ଡିଆନ ହକି ଇଣ୍ଡିଆର ମର୍ଯ୍ୟାଦା ଜନକ ପୁରସ୍କାର ଏଫ ଆଇ ଏଚ ପ୍ରେସିଡେଣ୍ଟ ଆୱାର୍ଡ ଆଜି ପାଇଛନ୍ତି । ଏ ନେଇ ହକି ଇଣ୍ଡିଆ ଟ୍ୱିଟ କରି ସୂଚନା ଦେଇଛି ।
Read More...

ସମ୍ଭାବ୍ୟ ସାମୁଦ୍ରିକ ଝଡ଼ବାତ୍ୟା ୟଶର ମୁକାବିଲା ନିମନ୍ତେ ସମୀକ୍ଷା ବୈଠକ

ଗଜପତି,୨୨/୫- ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବା ସମ୍ଭାବ୍ୟ ଝଡ଼ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ କୋଭିଡ-୧୯ ଟେଷ୍ଟ ରିପୋର୍ଟ ସୁବିଧାର ଶୁଭାରମ୍ଭ : ଏଣିକି ମୋବାଇଲ ରୁ ମିଳିବ କୋଭିଡ…

ଭୁବନେଶ୍ୱର,୨୨/୫- ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍‌ ଲୋକାର୍ପିତ କରିଛନ୍ତି । କୋଭିଡ-୧୯ ପରୀକ୍ଷା ଯଥା ଆରଟିପିସିଆର କିମ୍ବା ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି
Read More...