Browsing Category

ରାଜ୍ୟ

ନଳକୂପ ଅଚଳ, ପାଣି ପାଇଁ ହାହାକାର

ବୌଦ୍ଧ,୧୫/୫ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ଅମାତସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଥିବା ଅଭିଯୋଗ ହେଉଛି । ଫଳରେ ଗୋଟାଏ ମାତ୍ର ନଳକୂପରେ ନିର୍ଭର ପଡାବାସୀ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
Read More...

ବିଭିନ୍ନ କଣ୍ଟେନମେଣ୍ଟ ଅଂଚଳକୁ ପରିଦର୍ଶନ କଲେ ଉପ ଜିଲ୍ଲାପାଳ

ବୌଦ୍ଧ/ହରଭଙ୍ଗା,୧୫/୫- ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବାବେଳେ, ବ୍ଲକର କେତେକ ଗ୍ରାମକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏପଟେ ଗ୍ରାମାଞ୍ଚଳରେ ଲୋକମାନେ ସରକାରଙ୍କ କୋଭିଡ୍‌୧୯ର ନିୟମକୁ ଜାଣିଶୁଣି ଉଲ୍ଲଙ୍ଘନ
Read More...

ପାଟଣାଗଡ଼ ଏବଂ ବେଲପଡା ଡାକ୍ତରଖାନାରେ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟଣାଗଡ,୧୫/୫- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଓ ବେଲପଡା ଅଞ୍ଚଳରେ କୋରେନା ମହାମାରୀକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି
Read More...

ଟିକାବାଲି ଏ-ଏମ-ସି-ଏସ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ,୧୫/୫- କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଧର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ
Read More...

ଚିନ୍ତା ବଢ଼ାଉଛି ପ୍ରବାସୀ ଫେରନ୍ତା, ଅନ୍ୟ ରାଜ୍ୟ ବସ୍‌ ଦେଖି ଲୋକେ ଆତଙ୍କିତ

ବୌଦ୍ଧ/ଜହ୍ନାପଙ୍କ,୧୫/୫- ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରତି ରାଜ୍ୟସୀମା ସିଲ୍‌ କରିବାପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେପରି ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ନଫେରନ୍ତି ସେଥିପାଇଁ
Read More...

ଭାରତୀୟ କିଷାନ ସଙ୍ଘ ବୌଦ୍ଧଶାଖା ତରଫରୁ ଅକ୍ଷିମୁଠି ଅନୁକୁଳ

ବୌଦ୍ଧ,୧୫/୫- ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆଜି ଭାରତୀୟ କିଷାନ ସଙ୍ଘ ତରଫରୁ ବୌଦ୍ଧବ୍ଲକ କମିରା ଗ୍ରାମରେ ମୁଠି ଅନୁକୂଳ ପର୍ବ ପାଳିତ ହୋଇଯାଇଛି । କୋରନା କଟକଣାକୁ ମାନି ସୀମିତ ଚାଷୀଙ୍କୁ ନେଇ ବିଧି ମୁତାବକ ନିରାଡମ୍ବର ଭାବେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ
Read More...

ପୋଲିସ୍‌ କବଜାରେ ଲୁଟେରା ଗ୍ୟାଙ୍ଗ: ୯ଜଣ ଲୁଟେରା ଗିରଫ, ଜଣେ ଫେରାର

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୧୫/୫: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ୩ ଦିନ ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍‌ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍‌ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍‌ । ଗତ ୧୦ ତାରିଖ
Read More...

ଖମାରିପଡା ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

ବୌଦ୍ଧ/ ବାଉଁଶୁଣୀ,୧୫/୫- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଞ୍ଚାୟତ ଖମାରିପଡା ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ ୫୨ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖି ଆଗରେ ରଖି ବାଉଁଶୁଣୀ ଦମକଳ ବାହିନୀ ତରଫରୁ ଆଜି ଗ୍ରାମକୁ
Read More...

ସେବାକାର୍ଯ୍ୟ କରି ଜନ୍ମଦିନ ପାଳିଛନ୍ତି ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ର ଶ୍ରୀୟାଂଶ

ବୌଦ୍ଧ,୧୫/୫ - ପ୍ରଣାମ ନୃତ୍ୟାନୁଷ୍ଠାନର ଛାତ୍ର ଶ୍ରୀୟାଂଶ କୁମାରଙ୍କ ଶୁଭ ଜନ୍ମ ଦିନ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ଗତକାଲି ପ୍ରଣାମ ପରିବାରର ସଦସ୍ୟ ମାନଙ୍କ ସହ ଶ୍ରୀୟାଂଶ କୁମାରଙ୍କ ପିତା ଅଜିତ ପଟ୍ଟନାୟକ, ମାତା ବିନ୍ଦିଆ ପଟ୍ଟନାୟକ ଜେଜେବାପା ଦୁର୍ଜୟ ପଟ୍ଟନାୟକ, ବନ୍ଧାପଥର
Read More...

ବୌଦ୍ଧ: ଜିଲ୍ଲାରୁ ୨୪୬ ପଜିଟିଭ ଚିହ୍ନଟ, ଗ୍ରାମାଞ୍ଚଳ ସଂକ୍ରମିତ ବଢାଇଲେ ଚିନ୍ତା

ବୌଦ୍ଧ,୧୫/୫ - ଆଜି ବୌଦ୍ଧଜିଲ୍ଲାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍‌ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୪୬ କରୋନା ପଜିଟିଭ
Read More...