Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏ.ଟି.ଏମ୍ରୁ ବାହାରୁଛି ଚିରା ନୋଟ, ଗ୍ରାହକ ହନ୍ତସନ୍ତ
ବୌଦ୍ଧ,୧୫/୫ - ବୌଦ୍ଧବ୍ଲକ୍ ବଘିଆପଡା ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏ.ଟି.ଏମ.ରୁ ଚିରା ଫଟା ଓ କଟି ଯାଇଥିବା ୫୦୦ ଟଙ୍କିଆ ନୋଟ ଗୁଡିକ ବାହାରୁଥିବା ଅଭିଯୋଗ ହୋଇଛି । ଉକ୍ତ ନୋଟ୍ ଗୁଡିକ କେହି ନେବାକୁ ଅମଙ୍ଗ ହେଉଥିବା ବେଳେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବଘିଆପଡା ଠାରେ!-->…
Read More...
Read More...
ବାଲି ବୋଝେଇ ଟ୍ରକ ଧକ୍କାରେ ଘର କାନ୍ଥ ଭାଙ୍ଗିଲା, ଟ୍ରକ ଅଟକ
ବୌଦ୍ଧ,୧୪/୫ - ଆଜି ସନ୍ଧ୍ୟା ସମୟରେ ପୁରୁଣା କଟକ ମାଧ୍ୟମିକ ବିଦ୍ୟାଳୟ ନିକଟ ବୁଲାଣିରେ ଗୋଟିଏ ଘରକୁ ଏକ ବାଲି ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘର କାନ୍ଥ ଭାଙ୍ଗି ଯାଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ଘ 7. 30 ମିନିଟ ସମୟରେ ଧଲପୁର୍ ମହାନଦୀ!-->!-->!-->…
Read More...
Read More...
ପିଏମ କିଷାନରେ ଭୂମିହୀନ ଗରିବଙ୍କୁ ଅନ୍ତର୍ଭୁକ୍ତ କରୁ କେନ୍ଦ୍ର
ଭୁବନେଶ୍ୱର,୧୪/୫ : ପିଏମ ବନାମ କାଳିଆ ୟାକୁ ନେଇ ଆଜି ପୁଣି ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସବୁ ଚାଷୀଙ୍କୁ ପିଏମ କିଷାନର ଲାଭ ଦେଉ ବୋଲି କହିଥିବା ବେଳେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ କରି ଧର୍ମେନ୍ଦ୍ରଙ୍କୁ!-->…
Read More...
Read More...
ଚଳିତ ବର୍ଷ ଫିକା ପଡିଲା ଇଦ ପର୍ବ: ଫୁଲବାଣୀର ଜାମା ମସଜିଦ ଶୁନଶାନ
ଫୁଲବାଣୀ,୧୪/୫- ମୁସଲମାନ ଭାଇମାନଙ୍କ ଆଜି ପବିତ୍ର ଇଦ ପର୍ବ ଯାହାକି ସମଗ୍ର ଦେଶରେ ବଡ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଚଳିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଜନିଜ ଘରେ ରହି ଇଦ ପର୍ବ ପାଳନ କରାଯାଇଛି । ଏନେଇ ବିଜେଡ଼ି ରାଜ୍ୟ ସଂଖ୍ୟା ଲଘୁ ସେଲ ପକ୍ଷରୁ ରାଜ୍ୟସଭା ସାଂସଦ ମୁନ୍ନା!-->…
Read More...
Read More...
କରୋନାରେ ପ୍ରାଣ ହରାଇଲେ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ
ବୌଦ୍ଧ,୧୪/୫ - ବୌଦ୍ଧ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପୁଣ୍ୟଶ୍ଳୋକ ପଟ୍ଟନାୟକ (୫୭) ଆଜି କରୋନାରେ ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଠାରେ ଏକ ଘରୋଇ!-->…
Read More...
Read More...
ଚାଇଲଡ଼ ଲାଇନର ସହଯୋଗରେ ବାଲ୍ୟ ବିବାହରେ ରୋକ୍ ଲାଗିଲା
ଗଜପତି,୧୪/୫- ଗଜପତି ଜିଲ୍ଲାର ଗୋଶାଣି ବ୍ଳକ ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ଆଜି ହେବାକୁ ଯାଉ ଥିବା ଏକ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ୧୦୯୮ ଜରିଆରେ କୋଲାବ ଚାଇଲଡ଼ ଲାଇନର କେନ୍ଦ୍ର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ଉକ୍ତ ବିବାହକୁ ସ୍ଥଗିତ କରିବା ନିମନ୍ତେ ପଦକ୍ଷେପ ନେଇ!-->…
Read More...
Read More...
ସପ୍ତାହେ ପରେ ପୁଣି ବନ୍ଦ ହେଲା କ୍ଷୀର, ଚିନ୍ତାରେ ଗୋପାଳକ
ବୌଦ୍ଧ/ଜହ୍ନାପଙ୍କ,୧୪/୫- ଦୁଇ ଦିନ ବନ୍ଦ, ସପ୍ତାହେ ଚାଲିଲା, ପୁଣି ବନ୍ଦ । ଏ ହେଉଛି ଜହ୍ନାପଙ୍କସ୍ଥିତ ଚାରିଶମ୍ଭୁ ଦୁଗ୍ଧ ଉତ୍ପାଦକ ସମିତିର ଅବସ୍ଥା । ସମିତିରେ ଅଞ୍ଚଳର ୨୦ ଟି ଗାଁର ଦୁଗ୍ଧ ଚାଷୀ ଦୀର୍ଘ ୫ ବର୍ଷ ହେଲା ସମିତିକୁ କ୍ଷୀର ଦେଇଆସୁଥିଲେ । ଏଠାରୁ ମନମୁଣ୍ଡା ଓମ୍ଫେଡ଼ କ୍ଷୀର!-->…
Read More...
Read More...
ଲକ୍ ଡାଉନରେ ଖୋଲିଥିଲା ଲୁଗା ଦୋକାନ, ତହସିଲଦାରଙ୍କ ଚଢ଼ାଉ ସିଲ୍ କରିବାକୁ ଚେତାବନୀ
ଦାରିଙ୍ଗବାଡ଼ି,୧୪/୫: ରାଜ୍ୟରେ ଜାରିରହିଛି ୧୪ଦିନିଆ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ନିୟମ ଆସନ୍ତାକାଲି ଠାରୁ ସପ୍ତାହନ୍ତ ସଟଡାଉନ ଲାଗୁ ହେବ । ଯାହାଫଳରେ ଆଜି ସକାଳୁ ଦାରିଙ୍ଗବାଡ଼ି ସମେତ ସିମନବାଡ଼ି ସହିତ ଅଞ୍ଚଳର ବିଭିନ୍ନ ବଜାରରେ ଗହଳି ଦେଖିବାକୁ ମିଳିଥିବା ବେଳେ ଲୋକେ କୋଭିଡ ନିୟମକୁ!-->…
Read More...
Read More...
ଗଜପତିରେ ପୁଣି ୧୧୫ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୫୧ ଜଣ, ଗୋଶାଣି ବ୍ଳକରେ ୮ ଜଣ, ଗୁମ୍ମା ବ୍ଳକରୁ ୫ ଜଣ, କାଶୀ ନଗର ବ୍ଳକରୁ ୧୧ ଜଣ, ମୋହନା ବ୍ଳକରୁ ୨୬ ଜଣ,!-->…
Read More...
Read More...