Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାସନ କାର୍ଡଥିବା ସତ୍ୱେ ଅସହାୟଙ୍କୁ ୬ମାସ ହେଲା ମିଳୁନି ଚାଉଳ
ଦାରିଙ୍ଗବାଡି,୧୩/୫ : ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା ଅସହାୟ ଲୋକଙ୍କୁ ସହାୟତା କରୁଥୁବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଅନେକ ଗରିବ ଶ୍ରେଣୀର ଲୋକେ ବହୁ ସରକାରୀ ଯୋଜନାରୁ ବାଦ୍ ପଡି ସେଥିରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି । ଖାଦ୍ୟ!-->…
Read More...
Read More...
ଗରିବ ନିଃସହାୟଙ୍କୁ ପୌରପରିଷଦ ପକ୍ଷରୁ ରନ୍ଧାଖାଦ୍ୟ ପୁଡ଼ିଆ ବଣ୍ଟନ
ଗଜପତି,୧୩/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳା ପୌର ପରିଷଦ ପକ୍ଷରୁ ଗରିବ, ନିଃସହାୟ ଓ ବାସହୀନ ଲୋକମାନଙ୍କୁ ପୌରପରିଷଦ ରନ୍ଧାଖାଦ୍ୟ ପୁଡ଼ିଆ ଦିନକୁ ଦୁଇ ଓଳା ଯୋଗାଇ ଦିଆଯାଇଛି । ବର୍ତ୍ତମାନ କରୋନା କଟକଣା ଲକଡାଉନ ଚାଲିଥିବାରୁ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ପୌରପରିଷଦ ଏହିଭଳି!-->…
Read More...
Read More...
କୋଭିଡ଼ ମୁକାବିଲାପାଇଁ ବଲାଙ୍ଗୀର ଜିଲ୍ଲାକୁୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩/୫- କୋଭିଡ଼ ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାକୁ!-->…
Read More...
Read More...
ଲକଡାଉନରେ ମର୍ଣ୍ଣିଂ ୱାକ୍ ଓ ସାଇକେଲିଂ ମନା
ଭୁବନେଶ୍ୱର,୧୩/୫- ଲକଡାଉନ୍ରେ ମର୍ଣ୍ଣିଂ ୱାକ୍ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା । ଲକ୍ ଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାକ୍, ସାଇକେଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ୱାକିଂ, ସାଇକେଲିଂ!-->…
Read More...
Read More...
ବୌଦ୍ଧର ନୂତନ ୧୦ ଗୋଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ
ବୌଦ୍ଧ,୧୩/୫ - ଆଜି ଠାରୁ ଆସନ୍ତା ୨୦ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାର ନୂତନ ୧୦ ଗୋଟି ଅଞ୍ଚଳ କୁ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ହରଭଙ୍ଗା ବ୍ଲକ୍ ହରଭଙ୍ଗା ଗ୍ରାମ ପଞ୍ଚାୟତର ଭେଜିଗୋରା,!-->…
Read More...
Read More...
ପୋଲାମ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ/ଜହ୍ନାପଙ୍କ,୧୩/୫- କ୍ରମାଗତ ଭାବେ ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଲାମ ଗ୍ରାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହି ସଂକ୍ରମଣ ବାହ୍ୟଗ୍ରାମକୁ ଯେପରି ନବ୍ୟାପେ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରପଞ୍ଚ ମିତ୍ରଭାନୁ ପ୍ରଧାନ ୧୮ ତାରିଖ!-->…
Read More...
Read More...
ବଦଳିଲେ ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୩ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଦଳବଦଳ କରିଛନ୍ତି । ଏ େଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡିଛି ଝାରପଡା ଜେଲ ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ବାରିକଙ୍କୁ ବଲାଙ୍ଗିର ବଦଳି କରିଛନ୍ତି । ବଲାଙ୍ଗିର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଉର୍ମିଳା ମିଞ୍ଜଙ୍କୁ ପୁରୀ!-->…
Read More...
Read More...
ଗଜପତିରେ ଆଜି ପୁଣି ୧୦୪ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୩/୫- ଜିଲ୍ଲାରେ ଆଜି ପୁଣି ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୪ ଜଣ, ଗୋଶାଣି ବ୍ଳକରେ ୧୭ଜଣ,କାଶୀ ନଗର ବ୍ଳକରୁ ୧୨ ଜଣ, ମୋହନା ବ୍ଳକରୁ ୮ ଜଣ,ନୂଆଗଡ଼ ବ୍ଳକରୁ ୧୦ ଜଣ,ରାୟଗଡ଼ ବ୍ଳକରୁ!-->…
Read More...
Read More...
ଭାରତ ବାୟୋଟେକକୁ ଡିସିଜିଆଇର ଅନୁମତି, ୫୨୫ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ କରାଯିବ କ୍ଲିନିକାଲ ଟ୍ରାଏଲ ରନ୍
ଭୁବନେଶ୍ୱର,୧୩/୫- ୨ ରୁ ୧୮ ବର୍ଷ ବୟସ ମଧ୍ୟରେ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ଭାରତ ବାୟୋଟେକକୁ ଆଜି ଅନୁମତି ଦେଇଛନ୍ତି । ୫୨୫ ଜଣ ସୁସ୍ଥା ସ୍ୱେଚ୍ଛାସେବୀଙ୍କ ଠାରେ ଏହାର ଟ୍ରାଏଲ ରନ୍ କରାଯିବ । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଏଲ ରନ୍ ପରେ ଏହା ଶିଶୁ ଓ!-->…
Read More...
Read More...
ବିଜୁ ଜନତା ଦଳର ମହାନତା, ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ଦଳର ସଦସ୍ୟ
ବାଲିଗୁଡା, ୧୩/୫: ବିଜୁ ଜନତାଦଳର ମହାନତା । ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର!-->…
Read More...
Read More...