Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତିନି ଠାକୁରଙ୍କ ନୀଳାଦ୍ରି ବିଜେ
ସୁବର୍ଣ୍ଣପୁର : ନବ ଦିନାତ୍ମକ ଯାତ୍ରା ସାରି ମାଉସୀମା ମନ୍ଦିରରୁ ବାହୁଡା଼ ଯାତ୍ରା ଦିନରୁ ବାହାରି ଥିବା ଶ୍ରୀଜିଉଙ୍କ ତିନିରଥ ଆଜି ମଝିପଡାରୁ ରଥ ଖଳାକୁ ପହଞ୍ଚିଛି । ଆଜି ମଝିପଡା ଛକ ରେ ମହାପ୍ରଭୁଙ୍କଠାରେ ଭୋଗ ଲାଗି ହେବା ସହ ଆଳତୀ ନିତି କାନ୍ତି ପରେ ତିନିରଥକୁ ଭକ୍ତ ମାନେ ରଥ ଖଳା ଯାଏ!-->…
Read More...
Read More...
ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ସିଲ୍ କଲା ଜିଲ୍ଲା ପ୍ରଶାସନ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କେନାଲରୋଡ଼ସ୍ଥିତ ଏବି କମ୍ଲେକ୍ସରେ ଚାଲୁଥିବା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ଆଜି ସିଲ୍ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ I ଉପଯୁକ୍ତ ଅଧିକାରୀଙ୍କ ଠାରୁ ବୈଧ ଅନୁମତିପତ୍ର ବା ଲାଇସେନ୍ସ ନ ନେଇ ମନଇଛା ଲାବ୍ରୋଟୋରୀରେ ପରୀକ୍ଷା!-->…
Read More...
Read More...
ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ, ଯୋଗ ଦେଲେ ବିଧାୟକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଦିଗରେ ଗୁରୁବାରଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକ ରେ ବୌଦ୍ଧ ବିଧାୟକ ସରୋଜ କୁମାର l ପ୍ରଧାନ!-->…
Read More...
Read More...
ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫
ବରଗଡ : ବଡ଼ ସହରର କଳାକାର ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି, ହେଲେ ଗ୍ରାମାଞ୍ଚଳର ପ୍ରତିଭା ବଣମଲ୍ଲି ବଣରେ ଫୁଟି ମଉଳି ଯାଉଛି, ସେହି ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବ ରିଲ୍ସ୍ ଏଣ୍ଡ ରିଲ୍ସ ଓ ଷ୍ଟୁଡିଓ ୩୬୫ ବୋଲି ଆଜି ବରଗଡ ହୋଟେଲ ଗଣପତି ଠାରେ ଏକ ସାମ୍ବାଦିକ!-->…
Read More...
Read More...
୩୦୦ କେଜି ଗଞ୍ଜେଇ ଜବତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅବକାରୀ ବିଭାଗକୁ ମିଳିଛି ସଫଳତା । ଗଜପତି ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ରାୟଗଡା ବ୍ଳକର ଜିରାଙ୍ଗ ଓ କଇଁପୁର ମଧ୍ୟରେ ଯାଉଥିବା ଏକ ମେକ୍ସପିକାପ୍ ଗାଡ଼ିକୁ ସନ୍ଦେହ ଜନକ ଯାଞ୍ଚ୍ ସମୟରେ!-->…
Read More...
Read More...
ଅନୁଷ୍ଠିତ ହେଲା ସାହିତ୍ୟ ସୃଜନୀ ତାଲିମ ଶିବିର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ନୋଡାଲ ହାଇସ୍କୁଲ ଧର୍ମଶାଳାଠାରେ ତ୍ରିଦିବସିୟ ସାହିତ୍ୟ ସୃଜନୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ତାଲିମ ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମେହେର ଯୋଗଦେଇ କାର୍ଯ୍ୟକ୍ରମ ର ସାଫଲ୍ୟ!-->…
Read More...
Read More...
ଆସନ୍ତାକାଲି ପଞ୍ଚାୟତ ସମିତି ଷଷ୍ଠ ସାଧାରଣ ପରିଷଦ ବୈଠକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ଆସନ୍ତାକାଲି ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି l ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ୯ନଂ ଜୋନ ଜିଲ୍ଲା ପରିଷଦ, ୭ ଓ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ବ୍ଲକ ସ୍ତରୀୟ ସମସ୍ତ!-->…
Read More...
Read More...
ପୁରୁଣାକଟକ ଠାରେ ସୁନାବେଶ ହେଲେ ତିନି ଠାକୁର
ହରଭଙ୍ଗା : ଆଜି ଜଗନ୍ନାଥ ଧାମ ରେ ମହାପ୍ରଭୁ ବଡ଼ ଠାକୁର ରଥାରୁଢ଼ ହୋଇ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବ୍ଲକ ର ସର୍ବ ପ୍ରଥମ ସୁନାବେଶ ତିନି ଠାକୁର ହୋଇଥିବା ଦେଖିବାକୁ ମିଳିଛି l ଆଜି ମହା ଆଡମ୍ବର ପୂର୍ଣ୍ଣ ଭାବେ ଜଗନ୍ନାଥ!-->…
Read More...
Read More...
ଗୁଣି ଗାରେଡ଼ି ଉପରେ ଭରସା ମିଳୁନି ଚିକିତ୍ସା
ଦଶପଲ୍ଲା, : - ବର୍ଷାଋତୁ ଆସିଲେ ବଢ଼ୁଛି ବିଶାକ୍ତ ଜନ୍ତୁଙ୍କ ଭୟ। ରାସ୍ତାଘାଟ, ବାଡ଼ିମାଳ ଓ ବଣଜଙ୍ଗଲ ଆଦି ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଥାଏ। ଏଥିସହିତ ବିଭିନ୍ନ ବିଶାକ୍ତ ଜନ୍ତୁ ତଥା ସାପ ଓ ବିଛାଙ୍କ ଅଧିକ ଚଳପ୍ରଚଳ ରହିଥାଏ। ଯାହାକି ସେମାନେ ଆଘାତପ୍ରାପ୍ତ ହେବାପରେ ମନୁଷ୍ୟଙ୍କୁ!-->…
Read More...
Read More...
ନିଜ ଖର୍ଚ୍ଚରେ ପୋଲ ନିର୍ମାଣ କଲେ ଗ୍ରାମବାସୀ
ଫୁଲବାଣୀ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଟଙ୍କା ସବୁର ସତରେ ବିନିଯୋଗ ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲୁଛି। କିଛି ଗ୍ରାମାଞ୍ଚଳରେ ବସବାସ କରୁଥିବା!-->…
Read More...
Read More...