Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଚଳ ହୋଇ ପଡିଛି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ
ବୌଦ୍ଧ/ଜହ୍ନାପଙ୍କ,୮/୫- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଜନଗହଳି ସ୍ଥାନ ଓ ମୁଖ୍ୟ ଛକ ନିକଟରେ ପଥଚାରୀଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ ଏହି!-->…
Read More...
Read More...
ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ମହାନତା
ଫୁଲବାଣୀ,୮/୫ - କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ତିଳୋତ୍ତମା ମିଶ୍ରଙ୍କ ଘର । ସ୍ଵାମୀ ବିଜାୱାଡ଼ାରେ କାମ କରନ୍ତି ଏହି ମହିଳାଙ୍କ ଦୁଇଟି ପୁଅ ଗୋଟଏ ପୁଅକୁ ୫ବର୍ଷ ଆଉ ଅନ୍ୟ ପୁଅକୁ ୮ମାସ ।୮ମାସର ଛୁଆକୁ ଜ୍ଵର ହେବାରୁ ପ୍ରଥମେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତୁମୁଡିବନ୍ଧକୁ ଚିକିତ୍ସା!-->…
Read More...
Read More...
ଅସହାୟ ବୃଦ୍ଧାଙ୍କ ସହାୟତାର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ
ଆଠମଲ୍ଲିକ : ଦେଶ ତଥା ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରୁଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଗରିବ, ଅସହାୟ, ଦିନ ମଜୁରିଆ ବର୍ଗର ଲୋକମାନେ ବହୁ ଅସୁବିଧାର!-->…
Read More...
Read More...
ଅଁଳାପାଲି ହେଲା କଣ୍ଟେନମେଣ୍ଟ ଜୋନ, ଚାରିକଡରୁ ଘେରାବନ୍ଦୀ
ବୌଦ୍ଧ ,୮/୫- ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମରେ କ୍ରମାଗତ କରୋନା ପଜିଟିଭ ଚିନ୍ହଟ ହେବା ଓ ଗୋଟିଏ ଦିନରେ ସର୍ବାଧିକ 32 ଜଣ ଆକ୍ରାନ୍ତ ଚିନ୍ହଟ ହେବା ପରେ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ଜଣା ପଡିଛି l ଆଜି ଠାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ କଟକଣା ଜାରୀ!-->…
Read More...
Read More...
ଡ୍ରେନ ନାହିଁ, ଗାଆଁ ଦାଣ୍ଡରେ ବହୁଛି ନଳକୂପର ଉଦବୃତ ପାଣି
ବୌଦ୍ଧ,୮/୫- ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ଥିବା ନଳକୂପ ଗୁଡିକର ଉଦବୃତ ପାଣି ଗାଆଁ ଦାଣ୍ଡରେ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି l ନଳକୂପ ଗୁଡିକରେ ସକପିଟ ନଥିବା କାରଣରୁ ଓ ଗାଆଁ ଦାଣ୍ଡରେ ଡ୍ରେନ ନଥିବା ହେତୁ!-->!-->!-->…
Read More...
Read More...
ବୌଦ୍ଧ : ୧୭୮ ସଂକ୍ରମିତ ଚିହ୍ନଟ, ଭେଜିଗୋରାରୁ ସର୍ବାଧିକ ୨୬ ଜଣ
ବୌଦ୍ଧ,୮/୫ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହରଭଙ୍ଗା ବ୍ଲକ୍ ଭେଜିଗୋରାରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ବ୍ଲକ୍ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍ପୁର୍!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ
ବୌଦ୍ଧ,୮/୫ - ଜାତୀୟ ରାଜପଥ ନମ୍ବର୍ 57 ର ମର୍ଯାଦପୁର୍ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଗତକାଲି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଠାରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ଓଡ଼ି 05 ଏ.ସି. 0863!-->!-->!-->…
Read More...
Read More...
ଦୁର୍ଘଟଣାରେ ମେଡିକାଲ ଛାତ୍ର ଆହତ
ଦଶପଲ୍ଲା,୮/୫ - ଗତକାଲି ରାତି ପ୍ରାୟ ୧୧.୪୫.ସମୟରେ କଟକରୁ କିଛି ମେଡିକାଲ ଛାତ୍ରଙ୍କୁ ନେଇ ବଲାଙ୍ଗୀର ଯାଉଥିବା, ରାଜ୍ୟ ପରିବହନ ନିଗମର ଏକ ବସ୍ ବାଣିଗୋଛା ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ, ଏକ ପଣସ ଗଛରେ ମାଡ ହୋଇଯିବା ଫଳରେ , ଦୁଇ ଡ଼୍ରାଇଭରଙ୍କ ସମେତ ୫ ଜଣ ମେଡିକାଲ ଛାତ୍ର!-->!-->!-->…
Read More...
Read More...
ବୌଦ୍ଧରେ ପ୍ରତିଷ୍ଠା ହେବ ମେଡିକାଲ୍ ଅକ୍ସିଜେନ ପ୍ଲାଣ୍ଟ
ବୌଦ୍ଧ ,୭/୫- ବୌଦ୍ଧ ଠାରେ ଏକ ପିଏସଏ ମେଡିକାଲ ଅକ୍ସିଜେନ ପ୍ଳାଂଟ ଭାରତ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣା ପଡିଛି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଜମି ଯୋଗାଣ ସହିତ ଆବଶ୍ୟକ ସହଯୋଗ ପ୍ରଦାନ ନିମନ୍ତେ!-->!-->!-->…
Read More...
Read More...
ଜଳିଗଲା କାର୍
ଦଶପଲ୍ଲା,୭/୫- ଆଜି ଅପରାନ୍ହ ସାଢେ ୩ଟା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଏବଂ ସୁବଳୟା ମଧ୍ୟବର୍ତ୍ତୀ ଶନି ମନ୍ଦିର ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ପୋଡି ଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ କାରଟି ନୟାଗଡ଼ରୁ ବଲାଙ୍ଗୀର ଅଭିମୂଖ ଯାଉଥିବା ବେଳେ!-->!-->!-->…
Read More...
Read More...