Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ବୌଦ୍ଧ ଜିଲ୍ଲାରୁ ୨୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୧/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୨ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪୦ରେ ପହଞ୍ଚିଛି ।!-->…
Read More...
Read More...
ଜେ.ସି.ବି. ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ବୌଦ୍ଧ,୨୧/୪ - ବୌଦ୍ଧଥାନା ବାମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିମୁଣ୍ଡା ଗ୍ରାମରେ ଗତକାଲି ଏକ ଦୁଃଖଦ ଘଟଣା ଘଟିଯାଇଥିବା ଜଣାପଡିଛି । ବୁଟୁପାଲି - ବଘିଆପଡା ରାସ୍ତା କାମ କରୁଥିବା ଏ. ଆର. ଏସ. ଏସ. ଠିକା ସଂସ୍ଥାର ଡ୍ରାଇଭରଙ୍କ ବେପରୁଆ ଜେ.ସି.ବି ଚାଳନା ଯୋଗୁଁ ଗ୍ରାମର ଜଣେ ଯୁବକଙ୍କ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ବୌଦ୍ଧ/ବାଉଁଶୁଣୀ,୨୧/୪ - ଗତକାଲି ରାତି ପ୍ରାୟ ୧୧ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ଗଜରାଜପୁର୍ ଗ୍ରାମ ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମଟାଙ୍ଗୀ!-->!-->!-->…
Read More...
Read More...
ରକ୍ଷଣାବେକ୍ଷଣ ଅଭାବରୁ ଡାହାଣକୁ ଟଳିବାରେ ଲାଗିଲାଣି ମନ୍ଦିର
ବୌଦ୍ଧ /ବାଉଁଶୁଣୀ - ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ ଥିବା ପ୍ରାୟ ୮୦୦ ବର୍ଷର ଶ୍ରୀ ଶ୍ରୀ ଭୁବନେଶ୍ୱର ମହାଦେବଙ୍କ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଡାହାଣକୁ ଢଳିବାରେ ଲାଗିଲାଣି । ଆବଶ୍ୟକ ରକ୍ଷଣାବେକ୍ଷଣ କରାନଗଲେ ଆଉ କିଛିବର୍ଷ ପରେ ମହାନଦୀରେ ଲୀନ ହୋଇଯିବାର ସମ୍ଭାବନା ରହିଛି । ଦ୍ୱାଦଶ!-->…
Read More...
Read More...
ଫୋଲୋଅପ୍ ନାହିଁ, ଫେଲ୍ ମାରୁଛି ବାଲ୍ୟ ବିବାହ ନିଷେଧ ଆଇନ୍ !
ବୌଦ୍ଧ,୨୦/୪ - ବୌଦ୍ଧଜିଲ୍ଲାରେ ନାବାଳିକା ବିବାହ ଆଇନ୍ ଫେଲ୍ ମାରୁଛି ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଫୋଲୋଅପ୍ ହେଉନଥିବା କାରଣରୁ । ଚଳିତ ବିବାହ ଋତୁରେ ଶିଶୁ ସୁରକ୍ଷା ୟୁନିଟ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରୀଙ୍କ ଦ୍ୱାରା କେତେକ ନାବାଳିକା ବିବାହକୁ!-->…
Read More...
Read More...
କରୋନା କଟକଣା କୁ ଫୁ,ବସୁଛି ସାପ୍ତାହିକ ହାଟ
ବୌଦ୍ଧ/ଜହ୍ନ ।ପଙ୍କ,୨୦/୪: ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲାପାଇଁ କଡା ପଦକ୍ଷେପ ନେଇଛନ୍ତି । ରାତି କର୍ଫ୍ୟୁ ସହିତ, ବିବାହ, ମୃତାହ କାର୍ଯ୍ୟପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଏବଂ ସାପ୍ତାହିକ ବଜାର, ଦୋକାନ!-->…
Read More...
Read More...
ଗଞ୍ଜେଇ ସହ ଦୁଇ ବାଇକ ଛାଡି ଚାଲାଣକାରୀ ଫେରାର
ବୌଦ୍ଧ,୨୦/୪ - ଗତକାଲି ମନମୁଣ୍ଡା ଥାନା ଶଗଡା ଗ୍ରାମ୍ ପଂଚାୟତ ଶିଗାଡି - ମେନକା ସାହି ରାସ୍ତା ନିକଟରେ ପୋଲିସକୁ ଦେଖି ଦୁଇଟି ବାଇକ ସହ ୫୦ କିଲୋଗ୍ରାମ ଗଞ୍ଜେଇ ଛାଡି ଚାଲାଣକାରୀ ଫେରାର ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ସବ୍ ଇନ୍ସପେକ୍ଟର ମମତା!-->…
Read More...
Read More...
ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା, ୪ ଆହତ
ବୌଦ୍ଧ,୨୦/୪ - ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଦିଗସିରା ନିକଟରେ ଗତକାଲି ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ହେବାରୁ ଡ୍ରାଇଭର ସମେତ ୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ସାଂପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା!-->…
Read More...
Read More...
ନାଇଟ୍ କର୍ଫ୍ୟୁ ଚାଲିଥିବା ବେଳେ ଗଞ୍ଜେଇ ଚୋରାଚାଲାଣ ମହଙ୍ଗା ପଡିଲା, ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଦୁଇ ଦାମିଗାଡ଼ି…
ବାଲିଗୁଡ଼ା,୨୦/୪: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ନାଇଟ୍ କର୍ଫ୍ୟୁ ବେଳେ ଦାମୀ ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ ମହଙ୍ଗା ପଡ଼ିଲା । ପୋଟ୍ରୋଲିଂ ବେଳେ ମାଦିନାଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ୍ । ଗୋଟିଏ ଇନୋଭା କାର୍ ଓ ଗୋଟିଏ ବୋଲେରସହ ଦୁଇଜଣ ମାଫିଆଙ୍କୁ ଗିରଫକରି!-->…
Read More...
Read More...
ଫ୍ରେଞ୍ଚ ଓପନ ଖେଳିବେ ରୋଜର ଫେଡରର
ପ୍ୟାରିସ : ଚଳିତ ବର୍ଷ ହେବାକୁ ଥିବା ଫ୍ରେଞ୍ଚ ଓପନରେ ରୋଜର ଫେଡରରର ଖେଳିବେ ବୋଲି ଜଣାପଡିଛି । ସେ ଏ ସଂପର୍କରେ ରବିବାର ଦିନ ସ୍ପଷ୍ଟ କରିଛନ୍ତି । ୩୯ ବର୍ଷିୟ ଏହି ଟେନିସ ତାରକା ଟ୍ୱିଟରରେ ଲେଖିଛନ୍ତି ହାଏ ! ସମସ୍ତଙ୍କୁ ଅଭିନନ୍ଦନ । ଆପଣମାନଙ୍କୁ ଜଣାଇ ଦେଉଛି ଯେ, ମୁଁ ଜିନେୱା ଓ!-->…
Read More...
Read More...