Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇଙ୍କ ପରଲୋକ
ପାଟଣାଗଡ,୧୮/୪:ବଲାଙ୍ଗୀରର ବିଭିନ୍ନ ସାମୁହିକ ସମସ୍ୟା ଜନସାଧାରଣ ଦାବି ଶ୍ରମିକର ହକ୍ ଆଦିବାସୀ ମାନଙ୍କର ଅଧିକାର ପାଇଁ ସବୁବେଳେ ସଂଗ୍ରାମ କରୁଥିବା କ୍ରାନ୍ତିକାରୀ ବ୍ରଜ କିଶୋର ସିଂ ଭୋଇ ୭୨ଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ଶ୍ବାସ ଜନିତ ସମସ୍ୟା ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ!-->!-->!-->…
Read More...
Read More...
ଆଞ୍ଚଳିକ ସେବା ସଂସଦ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
ଆଠମଲ୍ଲିକ : ଦିନକୁ ଦିନ ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଏମିତି ପରିସ୍ଥିତିରେ କରୋନାକୁ ବ୍ରେକ୍ ଦେବାକୁ ହେଲେ ସଚେତନତା ଜରୁରୀ । କରୋନାର ମୂଳ ଔଷଧ ହେଲା ଟିକା ଓ ସଚତେନତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ସମସ୍ତ ବ୍ୟକ୍ତି ମାସ୍କ ପରିଧାନ ଉପରେ!-->…
Read More...
Read More...
ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
ପାଟଣାଗଡ,୧୮/୪: ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ଆଜି ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ଦୁଇ ବର୍ଷ ହେବ ଯକୃତ ରୋଗରେ ପୀଡିତ ଥିଲେ । ପ୍ରାୟ ସମୟରେ ତାଙ୍କର ଡାଏଲିସିସ କରାଯାଇଥାଏ । ଗତ ରାତିରେ ସେ ଅଧିକ ଅସୁସ୍ଥ ହେବାରୁ!-->…
Read More...
Read More...
ଠିକାସଂସ୍ଥାର ପ୍ରତିଶୃତି ପାଣିରେ ଗାର ଆରମ୍ଭ ହେଲାନି ରାସ୍ତା କାମ,ପୁଣି ଠିକା ସଂସ୍ଥାର ଗାଡ଼ି ଅଟକ
ଦାରିଙ୍ଗବାଡି,୧୮/୪: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକାସଂସ୍ଥା ଅସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନକାମ ସମ୍ପୂର୍ଣ୍ଣ ନକରିବାରୁ ଠିକାସଂସ୍ଥାର ଗାଡ଼ିକୁ ପୁଣିଥରେ ଅଟକ ରଖିଲେ ସିମନବାଡି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସଂପୃକ୍ତ ଠିକାସଂସ୍ଥାର ପ୍ରତିଶୃତି କେବଳ ପାଣିର ଗାର ଭଳି!-->…
Read More...
Read More...
ରାଜ୍ୟରେ ସ୍ଥିତି ଅଣାୟତ, ଦିନକରେ ୩୬୬୪ ପଜିଟିଭ ଚିହ୍ନଟ, ୨ ମୃତ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ବାଲିଗୁଡ଼ାରେ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା
ବାଲିଗୁଡ଼ା,୧୮/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ପାତ୍ର ସାହି ଓ ଟ୍ରେଜେରୀ କଲୋନୀରୁ ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଏଥିସହିତ ସହରରେ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ସହ ଅମାନିଆଙ୍କ ନିକଟରୁ!-->…
Read More...
Read More...
ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ଦାରିଙ୍ଗବାଡ଼ି୧୮/୪: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଡବେରୀ ବୁଲାଣିରେ ଆଜି ସକାଳ ସାଢେ୭ଟା ସମୟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ!-->…
Read More...
Read More...
ବୌଦ୍ଧ: ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା୨୮୭୪
ବୌଦ୍ଧ,୧୮/୪ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୬ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୪ ରେ ପହଞ୍ଚିଛି ।!-->…
Read More...
Read More...
ବେଦାନ୍ତ ସ୍ଥାୟୀ ଜୀବିକା ନିର୍ବାହ ପାଇଁ ପାରଂପାରିକ ‘ଢୋକ୍ରା’ କଳାକୃତିକୁ ପୁର୍ନଜୀବିତ କରୁଛି
ଭୁବନେଶ୍ୱର : ଭାରତର ଅଗ୍ରଣୀ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ପାରଂପାରିକ ଢୋକ୍ରା, ମୁରାଲ ଓ ଆଦିବାସୀ ଚିତ୍ରକଳାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ୧୫ ଏପ୍ରିଲ ୨୦୨୧ ବିଶ୍ୱ ସ୍ôାସ୍ଥ୍ୟ ଦିବସ ଅବସରରେ ଓଡ଼ିଶାର ଲାଞ୍ଜିଗଡ଼ରେ!-->…
Read More...
Read More...
ଉତ୍କଳ-ଇ କୋଇଲା ବ୍ଲକ୍ ପାଇଁ ନାଲକୋ ପାଇଲା ଖଣି ଲିଜ୍
ଭୁବନେଶ୍ୱର,16.04.2021 : ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଖଣି ଲିଜ୍ ମଞ୍ଜୁର କରିଛନ୍ତି । ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ଦ୍ୱାରା ଏପ୍ରିଲ 12 ତାରିଖରେ ଏକ!-->…
Read More...
Read More...