Browsing Category

ରାଜ୍ୟ

ବି.ସି.ସି.ବି. ର ନୂତନ ସମ୍ପାଦକଙ୍କୁ ସ୍ବାଗତ ଓ ପୁରୁଣାଙ୍କୁ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ,୨୫/୧ - ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ସମ୍ପାଦକ ଭାବେ ଆଜି ମନମୋହନ ବେହେରା ଦାୟିତ୍ବ ଗ୍ରହଣ କରିଛନ୍ତି | ଆଜି ସକାଳେ ବ୍ୟାଙ୍କର ପ୍ରଶାସକ ତଥା ଜିଲ୍ଲାପାଳଙ୍କ ନିକଟରେ ଜଏନିଂ ରିପୋର୍ଟ ଦାଖଲ୍ କରିଥିଲେ | ବିଦାୟୀ ସମ୍ପାଦକ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଠାରୁ ଶ୍ରୀ
Read More...

ପାଟଣାଗଡରେ ଜାତୀୟ ମତଦାନ ଦିବସ ପାଳିତ

ପାଟଣାଗଡ,୨୫/୧: ପାଟଣାଗଡ ରେ ୧୧ତମ ମତଦାତା ଦିବସ ପାଳିତ ହୋଇଯାଇଛି ।ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କ ଅଧ୍ୟକ୍ଷତା ରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।ଏହି ମତଦାନ ଦିବସ ଅବସରରେ ଶ୍ରେଷ୍ଠ ବୁଥ୍, ଲେବଳ୍ ଅଫିସର୍ ଏବଂ ସୁପର ଭାଇଜର ମାନଙ୍କୁ
Read More...

ଫେବ୍ରୁଆରୀରେ ଚାଷୀ ମଣ୍ଡିରେ ଧାନ ବିକି ପାରିବେ ତ !

ବୌଦ୍ଧ,୨୫/୧ - ବୌଦ୍ଧ ଜିଲ୍ଲାରେ ଚଳିତ ଖରିଫ 2020 -21 ରେ ଟୋକନ ପାଇଥିବା ଚାଷୀ ମାନେ ତାଙ୍କର ଧାନ ମଣ୍ଡିରେ ସର୍ବନିମ୍ନ ସହାୟକ ଦରରେ ବିକି ପାରିବା ନେଇ ସନ୍ଦେହ ଦେଖା ଦେଇଛି l ପ୍ରଥମ ପର୍ଯ୍ୟାୟରେ ଆସିଥିବା 10 ଲକ୍ଷ କ୍ବିଣ୍ଟାଲ୍ ଧାନ ଜାନୁଆରୀ ତୃତୀୟ ସପ୍ତାହ ମଧ୍ୟରେ 42 ଗୋଟି ପେକ୍ସ
Read More...

ଜିଲ୍ଲାସ୍ତରୀୟ 11 ତମ ଜାତୀୟ ଭୋଟର ଦିବସ ପାଳିତ

ବୌଦ୍ଧ,୨୫/୧- ଆଜି ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ 11 ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି | ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ | ସମ୍ମାନୀତ
Read More...

ବାଲି ଚାଲାଣବେଳେ ୨ ଟ୍ରାକ୍ଟର ଜବତ, ଜୋରିମାନା ଆଦାୟ

ବୌଦ୍ଧ/ବାଉଁଶୁଣୀ,୨୫/୧- ବୌଦ୍ଧ ବ୍ଲକ ବାଉଁଶୁଣୀ ରାଜସ୍ବ ସର୍କଲ ଅନ୍ତର୍ଗତ ବାଉଁଶୁଣୀ ମହାନଦୀ ଘାଟରୁ ଓ ଡମ୍ବରଗାଡ ଘାଟରୁ ପ୍ରତେକ ଦିନ ଶହ ଶହ ଟ୍ରିପ ବାଲି ଟ୍ରାକ୍ଟର ସାହାଯ୍ୟରେ ଚୋରା ଚାଲାଣ ହୋଉଛି ।ଏହା ଖବର ପାଇ ଆଜି ୨ ଗୋଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରି ୨୦ ହଜାର ଟଙ୍କା
Read More...

ରାସ୍ତା କଡରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ମହିଳା ଉଦ୍ଧାର

ବୌଦ୍ଧ,୨୪/୧ - ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ମହିଳା କଲେଜ ନିକଟରେ ରାସ୍ତା କଡରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଜଣେ ମହିଳାଙ୍କୁ ସ୍ୱେଚ୍ଛାସେବୀମାନେ ଉଦ୍ଧାରକରି ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ କନ୍ୟା କିରଣ ଦିବସ ପାଳିତ

ବୌଦ୍ଧ,୨୪/୧- ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ କନ୍ୟା କିରଣ ଦିବସ କିଟ ଓ କିସ୍‌ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛିା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ବର୍ତ୍ତମାନର କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଜାନୁଆରୀ ୨୪ ତାରିଖକୁ କନ୍ୟା କିରଣ ଦିବସ
Read More...

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ପାରଳାଖେମୁଣ୍ଡି,୨୪/୧- ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଖୀ ୱାନ ଷ୍ଟପକେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି ।
Read More...

ଜନ ଅଧିକାର ସୁରକ୍ଷା ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୪/୧ - ଜନ ଅଧିକାର ସୁରକ୍ଷା ମଞ୍ଚ, ବୌଦ୍ଧର ସାଧାରଣ ବୈଠକ ଆଜି ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି | ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠରେ ଉପଦେଷ୍ଟା ବରିଷ୍ଠ ଓକିଲ ଶ୍ରୀନିବାସ ସାହୁ,
Read More...

ମୋବାଇଲ ଚୋରୀ ଘଟଣା :୩ ଅଭିଯୁକ୍ତ ଗିରଫ

ବୌଦ୍ଧ/ବାଉଁଶୁଣୀ,୨୪/୧-ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଗୁନ୍ଦୁଳିଆ ରୋଡ୍ ରେ ଥିବା ବର୍ଷା ନାମକ ଏକ ମୋବାଇଲ ଦୋକାନ ରୁ ଗତ ୫ ତାରିଖ ରାତିରେ ଦୋକାନ ରୁ ଚୋରି ହୋଇଥିବା ଖବର ପାଇ ଦୋକାନ ମାଲିକ (ବିଶିକେଶନ ପ୍ରଧାନ) ୬ ତାରିଖ ଦିନ ବାଉଁଶୁଣୀ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୋକାନ ର
Read More...