Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ କେବେ ?
ପାରଳାଖେମୁଣ୍ଡି,୨୦/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗତ କିଛିଦିନ ତଳେ ଫାୟାରଷ୍ଟେସନ ଛକଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା ଯାହାଫଳରେ ସହର ସରସ ସୁନ୍ଦର ଦେଖାଯିବାର ଉଙ୍କି ମାରିଥିଲା । ବର୍ତ୍ତମାନ ସ୍ଥିତିରେ ଉଚ୍ଛେଦ ପରେ ପୂର୍ତ୍ତବିଭାଗ!-->…
Read More...
Read More...
ବାଉଁଶୁଣୀ: ରାସ୍ତା ଉପରେ ଜମି ରହୁଛି ଆବର୍ଜନା ପାଣି
ବୌଦ୍ଧ/ବାଉଁଶୁଣୀ,୨୦/୧- ବୌଦ୍ଧବ୍ଲକ୍ ବାଉଁଶୁଣୀ ଛକ ବଜାର ଅଂଚଳରେ ରାସ୍ତା ଉପରେ ଆବର୍ଜନା ପାଣି ଜମି ରହୁଥିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ନମ୍ବର ୫୭ର ପାର୍ଶ୍ୱରେ ଥିବା ବାଉଁଶୁଣୀ ବଜାରରେ ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ!-->…
Read More...
Read More...
ଅଚିହ୍ନା ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲେ ହରଭଙ୍ଗା ବିଡିଓ
ବୌଦ୍ଧ,୧୯/୧ - ଜଣେ ଅପରିଚିତ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରା l ପଇସା ଅଭାବରୁ ଡାକ୍ତରୀ ଚିକିତ୍ସା ପାଇଁ ଜୁନାଗଡ଼ରୁ ଘରୋଇ ରଘୁନାଥ ବସ ରେ କଟକ ବଡ ମେଡିକାଲ କୁ ଯାଉଥିବା!-->…
Read More...
Read More...
୩ ବର୍ଷର ଶିଶୁ ଉପରେ ମାଡିଗଲା ସିମେଣ୍ଟ ବୋଝଇ ଟ୍ରକ: ଶିଶୁ ଗୁରୁତର, କ୍ଷତିପୂରଣ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ…
ଖପ୍ରାଖୋଲ,୧୯/୧- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଛକ ନିକଟରେ ଆଜି ସନ୍ଧ୍ୟା ୭ଟାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସିମେଣ୍ଟ ବୋଝେଇ ଟ୍ରକ ନଂ ସିଜି୦୪ଏମଡି୯୭୦୦ ପଦ୍ମପୁରରୁ ପାଟଣାଗଡ ଅଭିମୁଖେ ଯାଉଥିବା ବେଳେ ଜୁରିଆ ଗାଁର ଜଗ ମେହେରଙ୍କ ତିନି ବର୍ଷିଆ!-->…
Read More...
Read More...
ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ
ବୌଦ୍ଧ,୧୯/୧ - ଆଜି ମଣ୍ଡିରେ ବେଆଇନ୍ ଧାନ କାରବାର ଉପରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରିଥିଲା । ଏ କ୍ରମରେ ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ବୌଦ୍ଧ ବ୍ଲକ୍ ବହିରା ସେବା ସମବାୟ ସମିତିର ଧାନ ମଣ୍ଡିରେ!-->…
Read More...
Read More...
ମଣ୍ଡିରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଚଢାଉ, 96 ବସ୍ତା ଧାନ ଜବତ୍
ବୌଦ୍ଧ,୧୯/୧ - ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ଉପ ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠିତ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି ଧାନ ଜବତ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍କ୍ଵାଡର ସଦସ୍ୟ ମାନେ ଗୋଟିଏ ଗାଡ଼ିରେ ଖୁଣ୍ଟବନ୍ଧ ଛକ ନିକଟରେ ରାସ୍ତା!-->…
Read More...
Read More...
ଚଚରାଭଟା ଜଳମହାଦେବ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ
ଖପ୍ରାଖୋଲ,୧୯/୧- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଚରାଭଟା ସ୍ଥିତ ଜଳମହାଦେବ ମନ୍ଦିର ପୀଠ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମ ଶଶୀଭୁଷଣ ପୂଝାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜଳମହାଦେବ ମନ୍ଦିର ପୀଠରେ ଥିବା ଝରଣା ଓ ମନ୍ଦିର ଚତୁଃପାଶ୍ୱର୍ରେ ଘାସ ,ଗୁଲ୍ମ ସହ!-->…
Read More...
Read More...
ବିଜେପି କୃଷକ ମୋର୍ଚ୍ଚା ବୌଦ୍ଧର ବଘିଆପଡା ମଣ୍ଡି ଘେରାଓ
ବୌଦ୍ଧ,୧୯/୧- ବୌଦ୍ଧର ବଘିଆପଡା ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣିବାରେ ଚରମ ଅବ୍ୟବସ୍ଥା ହୋଇଛି । ମଣ୍ଡିରେ ଓ ରାଜରାସ୍ତାରେ ହଜାରହଜାର ଧାନବସ୍ତା ଆଜକୁ ୧୫ଦିନ ହେଲା ପଡିରହିଛି । ମିଲର ଧାନ ଉଠାଇବାକୁ ପ୍ରାୟ ଆସୁନାହିଁ । ଶୀତ କାକରରେ ଚାଷୀ ଖୋଲାଆକାଶ ତଳେ ପଡିରହିଛି । ଏଫଏକ୍ୟୁ ଧାନକୁ!-->…
Read More...
Read More...
ବିଧାୟକ ମହାଲିଙ୍ଗ ବୁଲିଲେ ମଣ୍ଡି
ବଲାଙ୍ଗୀର,୧୯/୧- ଆଜି ମାନ୍ୟବର ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ଯୋଗୀସର୍ଡା, ବୁର୍ଡା, ଲୋଇସିଂହା ଓ କୁଶଙ୍ଗ ମଣ୍ଡିକୁ ଗସ୍ତକରି ଚାଷୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହିତ ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ!-->…
Read More...
Read More...
ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର!-->!-->!-->…
Read More...
Read More...