Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ
ଭୁବନେଶ୍ଵର: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ଜନଗଣନା ହେବ। ଏଥିପାଇଁ ଲକ୍ଷାଧିକ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ଏହା!-->…
Read More...
Read More...
ଥରୁଛି ସାରା ଓଡିଶା, କଲବଲ ହେଉଛନ୍ତି ଲୋକେ
ଭୁବନେଶ୍ବର: ଥରୁଛି ସାରା ଓଡିଶା । କଲବଲ ହେଉଛନ୍ତି ଲୋକେ। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। କଟକରେ ବି ଅନୁରୂପ ସ୍ଥିତି। ଏଣେ ରାଇକଳା ଓ କେନ୍ଦୁଝରରେ ୩.୬ ଡିଗ୍ରିକୁ ଖସିଛି!-->…
Read More...
Read More...
ନୀତିନ ଗଡକରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ
ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର!-->…
Read More...
Read More...
ନନ୍ଦନକାନନକୁ ଆସିବେ ନୂଆ ଅତିଥି
ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବଢ଼ିବ। ଧଳା ବାଘୁଣୀ ‘ରୂପା’ ଏବେ ଗର୍ଭବତୀ। ସେ ଚତୁର୍ଥଥର ପାଇଁ ମା’ ହେବାକୁ ଯାଉଛି। ପୁଣି ମା’ ହେବାକୁ ଯାଉଥିବାରୁ ଜନ୍ତୁ କେୟାରଟେକର ‘ରୂପା’ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଫେବୃଆରୀ ୧୫ ତାରିଖ ମଧ୍ୟରେ ରୂପା ମା’ ହେବ!-->…
Read More...
Read More...
ଭିବି ଜି ରାମ ଜି ବିଲ୍ର ଉପକାରିତା ବିଷୟରେ କହିଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ କଲେ ସିଧା ଟାର୍ଗେଟ୍
ଭୁବନେଶ୍ୱର,୬।୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ । ତେବେ ବିଜେପି ପାର୍ଟି ଅଫିସ୍ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି । ନିକଟରେ ଏହି ବିଲ୍ ଆଇନରେ ପରିଣତ ହୋଇଥିବା ବେଳେ ଭିବି ଜି ରାମ ଜି ବିଲ୍ର ଉପକାରିତା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।
!-->!-->!-->…
Read More...
Read More...
୧୦ରୁ ରାଜଧାନୀରେ ଜାତୀୟ ସ୍ତରୀୟ ଶିଶିର ସରସ ମେଳା
ଭୁବନେଶ୍ୱର ୦୬।୦୧ : ଆସନ୍ତା ୧୦ରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬ । ଇଡକୋ ପ୍ରଦର୍ଶନୀ ପଡିଆରେ ହେବ ଆୟୋଜିତ । ଯାହା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ବୁଲିପାରିବେ ରାଜଧାନୀବାସୀ । ମେଳା!-->…
Read More...
Read More...
ଟ୍ରେନରୁ ଖସି ଦାଦନ ଶ୍ରମିକ ମୃତ
ଚିକିଟି: ଚିକିଟି ଉପକଣ୍ଠ ଲିଆଖାଇ ଗ୍ରାମର ଜଣେ ଶ୍ରମିକ ଆନ୍ଧ୍ର ପ୍ରଦେଶର ବିଜୟୱାଡା ନିକଟରେ କୌଣସି କାରଣବଶତଃ ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛି। ମିଳିଥିବା ସୂଚନା ପ୍ରକାରେ କେ. ନୂଆଗାଁ ଥାନା ଅନ୍ତର୍ଗତ କୋଳଥିଆ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୩୧) ଦୀର୍ଘ ୧୦ ବର୍ଷ ହେଲା ସୁଦୂର!-->…
Read More...
Read More...
ରାଜ୍ୟରେ ଜାରି ରହିବ ଶୀତ ଲହରୀ
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆଗାମୀ ଚାରି ଦିନ ମଧ୍ୟରେ ସାରା ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ। ଏହା ସହିତ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଡ଼ଭଙ୍ଗା ଶୀତ ଲାଗି ରହିବ।ମଙ୍ଗଳବାର ଦିନ ପ୍ରବଳ!-->…
Read More...
Read More...
ମୋହନଙ୍କ ଜନ୍ମଦିନରେ ଏମିତି ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା।
!-->!-->!-->…
Read More...
Read More...
ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ, ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର : ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ!-->!-->!-->…
Read More...
Read More...