Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି କୃଷକ ମୋର୍ଚ୍ଚା ସଂଯୋଜକଙ୍କ ମଣ୍ଡି ପରିଦର୍ଶନ
ବୌଦ୍ଧ,୧୩/୧- ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ମନରଞ୍ଜନ ଦାଶ ଗତକାଲି ଅପରାହ୍ନରେ ବୁଟୁପାଲି ଠାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡି ପରିଦର୍ଶନରେ ଯାଇ ଚାଷୀ ଓ ପେକ୍ସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଚାଷୀମାନେ ଅଭିଯୋଗ କରିଥିଲେ ଯେ ଯେଉଁ!-->…
Read More...
Read More...
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବୌଦ୍ଧଗସ୍ତ
ବୌଦ୍ଧ,୧୩/୧- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗତକାଲି ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଖରିଫ ଧାନ ସଂଗ୍ରହ ବ୍ୟବସ୍ଥା ଜିଲ୍ଲାରେ ସନ୍ତୋଷଜନକ ଥିବା ଶ୍ରୀ ଦାସ ବର୍ମା କହିଥିଲେ । ବୌଦ୍ଧ ଜିଲ୍ଲାରେ ୪୨ ଗୋଟି ପେକ୍ସ ଜରିଆରେ ଖରିଫ ଧାନ!-->…
Read More...
Read More...
ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ
ବୌଦ୍ଧ,୧୨/୧ - ଗତ ୭ ତାରିଖ ଦିନ ଖୁଣ୍ଟବନ୍ଧ - ଚଣ୍ଡିଗଡ ରାସ୍ତାରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବକଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଚଣ୍ଡିଗଡ ଗ୍ରାମର ସମରାଜ୍ ଧଳ!-->!-->!-->…
Read More...
Read More...
ପୋଲିସ୍ର ଲାଠିଚାର୍ଜକୁ ନେଇ ଗାଁରେ ଉତ୍ତେଜନା,୫୯ନଂ ଜାତୀୟ ରାଜପଥ ଅବରୋଧ
ବାଲିଗୁଡ଼ା,୧୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ର ଲାଠିଚାର୍ଜକୁ ନେଇ ଦଣ୍ଡପଦର ଗାଁରେ ଉତ୍ତେଜନା । ସୂଚନା ପ୍ରକାରେ ଗତକାଲି ରାତିରେ କୌଣସି କାରଣରୁ ଦଣ୍ଡପଦର ଗାଁରେ ଅଚାନକ ଚଢ଼ାଉ କରି ପୋଲିସ୍ ଲାଠିଚାର୍ଜ କରି ଗାଁ ଲୋକଙ୍କୁ ଲହୁଲହାଣ କରିଥିବା ଅଭିଯୋଗ ହୋଇଛି । ନାବାଳକ ସମେତ!-->…
Read More...
Read More...
ଚାକିରି ହରାଇବେ ଓ.ଟି.ଇ.ଟି. ଜାଲ୍ ପ୍ରମାଣପତ୍ର କରିଥିବା ଶିକ୍ଷକ : ଗଣଶିକ୍ଷା ମନ୍ତ୍ରୀ
ବୌଦ୍ଧ,୧୨/୧ - ରେଗୁଲାର୍ ହେବା ପାଇଁ ବୌଦ୍ଧ ଜିଲ୍ଲାରେ ଜାଲ୍ ଓ.ଟି.ଇ.ଟି. ପାସ୍ ପ୍ରମାଣପତ୍ର ଦେଇଥିବା ୪୯ ଜଣ ଗଣଶିକ୍ଷକ ବହିଷ୍କୃତ ହେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରୁ ବଲାଙ୍ଗୀର ଗସ୍ତରେ ଯାଉଥିବା ମନ୍ତ୍ରୀ!-->…
Read More...
Read More...
ଧାନ ବୋଝେଇ ମିନି ଟ୍ରକ ଓଲଟିଲା, ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ,୧୨/୧- ଆଜି ସକାଳ ଘ. 9. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ଆଡେଣିଗଡ ନିକଟରେ ଏକ ଧାନ ବୋଝେଇ ମିନି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମିନି ଟ୍ରକ ଓଡ଼ି 02 ବି.ଏନ. 0259 ବଡମ୍ବାରୁ ଧାନ ବୋଝେଇ କରି ପୁରୁଣାକଟକର ଏକ ଧାନ ମିଲକୁ!-->…
Read More...
Read More...
ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର
ବୌଦ୍ଧ,୧୧/୧- ଆଜି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ସାହୁପଡା ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସୋନପୁର ପଟରୁ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ସାହୁପଡା!-->!-->!-->…
Read More...
Read More...
ବିପର୍ଯ୍ୟସ୍ତ ପରିମଳ ଘେରରେ କଣ୍ଟାବାଞ୍ଜି ସହର
କଣ୍ଟାବାଞ୍ଜି,୧୧/୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ପରିମଳ ବିପର୍ଯ୍ୟସ୍ତ ହୋଇପଡିଛି । ସହରର ମୁଖ୍ୟ ରାସ୍ତା, ଛକ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ସମ୍ମୁଖରେ କୁଢକୁଢ ଆବର୍ଜନା ପଡିଥିବା ଦେଖିବାକୁ ମିଳିଛି । ନିର୍ବାଚନମଣ୍ଡଳୀର ମୁଖ୍ୟ କେନ୍ଦ୍ର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ!-->…
Read More...
Read More...
ଟିଟଲାଗଡ ପୌର ପରିଷଦ ତରଫରୁ ବଡାଖାନା କାର୍ଯ୍ୟକ୍ରମ
ଟିଟଲାଗଡ,୧୧/୧: ବଲାଙ୍ଗୀର ଜିଲ୍ଲା ଟିଟଲାଗଡର ମଥନପଲା ଡ୍ୟାମରେ ଟିଟଲାଗଡ ପୌରପରିଷଦ ତରଫରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁବିକାଶ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ!-->…
Read More...
Read More...
ରାସ୍ତାରେ ଜଳିଗଲା ଯାତ୍ରୀବାହୀ ଘରୋଇ ବସ୍, ଅଳ୍ପକେ ବର୍ତ୍ତିଲେ ପାଖାପାଖି ୩୦ଜଣ ଯାତ୍ରୀ
ବାଲିଗୁଡ଼ା,୧୧/୧: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ହୁତୁହୁତୁ ହୋଇ ଜଳିଗଲା ରୁଦ୍ରକାଳୀ ନାମକ ଯାତ୍ରୀବାହୀ ଘରୋଇ ବସ୍ । ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ପାଖାପାଖି ୩୦ ଯାତ୍ରୀ । ବସ୍ ଟି ଆଜି ସକାଳୁ କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁରରୁ ଭଞ୍ଜନଗର!-->…
Read More...
Read More...