Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖଡଙ୍ଗ ଲୋକ ମହୋତ୍ସବ କମିଟି ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୧୧/୧ - କଣ୍ଟାମାଳ ବ୍ଲକ ବନ୍ଧଗୋରା ଶିବ ମନ୍ଦିର ନିକଟରେ ଖଡ଼ଙ୍ଗ ଲୋକ ମହୋତ୍ସବ ପ୍ରତିଷ୍ଠା ଦିବସ ଅବସରରେ ମହୋତ୍ସବ କମିଟି ଓ ଓଡିଶା : ମୋ ପରିବାର ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ ମହୀଧର ରଣା, ସମ୍ମାନିତ!-->!-->!-->…
Read More...
Read More...
ପି. ବି. ଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା
ବୌଦ୍ଧ,୧୧/୧- ବୌଦ୍ଧ ଜିଲ୍ଲାରେ ଗରୀବ ଲୋକଙ୍କୁ ମିଳୁଥିବା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆଜି ପ୍ରାଉଟିଷ୍ଟ ବ୍ଲକ୍ ଇଣ୍ଡିଆ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଓ ଗଣ ଧାରଣା ଦିଆଯାଇଥିଲା | ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ!-->…
Read More...
Read More...
ପୁରସ୍କାର ବିଜେତା ମାଗ୍ମା “ଏମ୍-ସ୍କଲାର’ ଷଷ୍ଠ ବର୍ଷରେ ପଦାର୍ପଣ
ମୁମ୍ବାଇ : କୋଲକତା ସ୍ଥିତ ମାଗମା ଫାଉଣ୍ଡେସନ ମାଗ୍ମା "ଏମ୍-ସ୍କଲାର ୨୦୨୦' ନିମନ୍ତେ ନିଜର ମେଧା ତାଲିକା ଘୋଷଣା କରିଛି । ବର୍ଷ ୨୦୧୫ଠାରୁ ମାଗ୍ମା ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ 'ଏମ୍-ସ୍କଲାର' ପ୍ରଦାନ କରିଆସୁଛି । ନୂତନ ମେଧ ସୂଚୀ ଅନୁଯାୟୀ!-->…
Read More...
Read More...
ପଞ୍ଚରା ବ୍ରାମ୍ହଣ ସମାଜ ପକ୍ଷରୁ ଅନନ୍ତମୁଖୀ ଭାଗବତ ପାରାୟଣ
ବୌଦ୍ଧ/ବାଉଁଶୁଣୀ,୧୦/୧ - ବୌଦ୍ଧ ବ୍ଲକ୍ କସୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଙ୍ଘପାଲି ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ପଞ୍ଚରା ବ୍ରାମ୍ହଣ ସମାଜ ପକ୍ଷରୁ ଅନନ୍ତମୁଖୀ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି | ପଞ୍ଚରା ବ୍ରାମ୍ହଣ ସମାଜର ସଭାପତି!-->…
Read More...
Read More...
ପୁରୁଣାକଟକ ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ
ବୌଦ୍ଧ,୧୦/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ୧୯୮୪ ମସିହା ମାଟ୍ରିକ ବ୍ୟାଚର ଛାତ୍ର ମାନଙ୍କ ବନ୍ଧୁ ମିଳନ ଓ ପ୍ରାକ୍ତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି | ପୁରୁଣା କଟକସ୍ଥିତ ମା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପରିସର ରେ!-->!-->!-->…
Read More...
Read More...
ଆମ ପରିବାର ପକ୍ଷରୁ ପରିବେଶ ସଚେତନତା ସଭା
ବୌଦ୍ଧ,୧୦/୧- ପରିବେଶ ସୁରକ୍ଷିତ ହେଲେ ଆମେ ସୁରକ୍ଷିତ ହେବା ଏହି ବାର୍ତ୍ତା ନେଇ' ଆମପରିବାର ' ପକ୍ଷରୁ ଖଟଖଟିଆ ପଂଚାୟତ ର ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ରଂଜୁ ଅମାତଙ୍କ ଆବହକତ୍ୱରେ ଅନୁଷ୍ଠିତ ସଭାରେ ଆମପରିବାର ର ଅଧ୍ୟକ୍ଷ ଲଳିତ ବସ୍ତିଆ!-->…
Read More...
Read More...
ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସମ୍ମେଳନ
ବୌଦ୍ଧ,୧୦/୧- ଅଖିଳ ଭାରତ ଯୁବ ସଂଘ (ଏଆଇଓ୍ବାଏଫ)ର ପ୍ରଥମ ଜିଲ୍ଲାସ୍ତରୀୟ ସାଂଗଠନିକ ସମ୍ମେଳନ ଆଜି ଗିରାସିଙ୍ଗା ଜଗନ୍ନାଥ ବନପ୍ରକଳ୍ପ ଠାରେ ସୁଧାଂଶୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଈଛି । ଏଥିରେ ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି,ସମ୍ପାଦକ ଅବକାଶ ସାହୁ ପ୍ରମୁଖ!-->…
Read More...
Read More...
ମା ମହାଲକ୍ଷ୍ମୀ ନାରାୟଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୌଦ୍ଧ,୧୦/୧ - କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଂଚାୟତ ଟାଙ୍ଗିଆପାଲି ଗାଁ ରେ ଦୀର୍ଘ ଏକ ସପ୍ତାହ ବ୍ୟାପି ଚାଲିଥିବା ମା ମହାଲକ୍ଷ୍ମୀ ନାରାୟଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି | ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜ ସେବୀ ତଥା ବିଜେଡି ଜିଲ୍ଲା ଉପ ସଭାପତି!-->…
Read More...
Read More...
ହରିଶଙ୍କର ଠାରେ ଜୟ କିଷାନ ଆନ୍ଦୋଳନ ବଲାଙ୍ଗୀରର ଆହ୍ୱାନ
ଖପ୍ରାଖୋଲ,୧୦/୧- ହରିଶଙ୍କରସ୍ଥିତ ଟି. ଆର. ସି. ବିଲଡିଂ ଠାରେ ଜୟ କିଷାନ ଆନ୍ଦୋଳନର ଆବାହକ ଶ୍ରୀ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୁନି ଚାଷୀ ସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ, କୃଷିକୁ!-->…
Read More...
Read More...
ଓ.ସେ.ପା ସହ ନିର୍ଦ୍ଦେଶକଙ୍କ ବିଦ୍ୟାଳୟ ପରିଦର୍ଶନ
ପାରଳାଖେମୁଣ୍ଡି,୧୦/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗାରାବନ୍ଧସ୍ଥ ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚ଼ ବିଦ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିବାପାଇଁ ଓ.ସେ.ପା ସହ ନିର୍ଦ୍ଦେଶକ ଉଦୟନାଥ ମାଝୀ ଗସ୍ତକରି ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ । ଏହି ସମୟରେ ସେ ଓଡ଼ିଶା ଶିକ୍ଷା ବିଭାଗର କୋଭିଡ-୧୯ ଓ!-->…
Read More...
Read More...