Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୁବ ସାମ୍ବାଦିକ ପ୍ରକାଶ ମହାରଣାଙ୍କ ବିୟୋଗରେ ଶୋକସଭା
କଣ୍ଟାବାଞ୍ଜି,୭/୧- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅଞ୍ଚଳର କର୍ତ୍ତବ୍ୟନିଷ୍ଠ ଜଣେ ଯୁବ ସାମ୍ୱାଦିକ ପ୍ରକାଶ ମହାରଣା (୪୫) ଙ୍କ ପରଲୋକ ଘଟିଛି । ତାଙ୍କରି ବିୟୋଗରେ ସଂଘ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସମସ୍ତ ସଦସ୍ୟଙ୍କ!-->…
Read More...
Read More...
ହରଭଙ୍ଗା : କୁମାରୀ ବାଙ୍କଦେବୀଙ୍କ ଯାତ୍ରା, ପରମ୍ପରାର ଅନ୍ୟନାମ
ହରଭଙ୍ଗା, ୦୭/୦୧ (ହୀ.ପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁମାରୀ ଗ୍ରାମରେ ପୂଜା ପାଉଥିବା ମା\' ବାଙ୍କ ଦେବୀଙ୍କର ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ଅଞ୍ଚଳର ହଜାର ହଜାର ଭକ୍ତ ଆସି ମା'ଙ୍କର ଆଶୀର୍ବାଦ!-->…
Read More...
Read More...
ଯୁବ ମୋର୍ଚ୍ଚା ତରଫରୁ ଏସ.ପି. ଅଫିସ୍ ଆଗରେ ବିକ୍ଷୋଭ
ବୌଦ୍ଧ.୬/୧ - ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବିକ୍ଷୋଭ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଗତ ୨ତାରିଖରେ ବିଜେପି ନେତା ତଥା!-->…
Read More...
Read More...
ବୌଦ୍ଧ ଏନଏସି ତରଫରୁ ପରିମଳ ସମ୍ୱନ୍ଧୀୟ ତାଲିମ୍ ଓ ବଡାଖାନା କାର୍ଯ୍ୟକ୍ରମ
ବୌଦ୍ଧ,୬/୧- ଆଜି ସ୍ଥାନୀୟ ଟାଉନହଲଠାରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପରିମଳ ସମ୍ବନ୍ଧୀୟ ତାଲିମ୍ ଓ ବଡାଖାନା କାର୍ଯ୍ୟକ୍ରମ ଏନଏସି ତରଫରୁ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ନିର୍ବାହୀ ଅଧିକାରୀ, କନିଷ୍ଠଯନ୍ତ୍ରୀ, ସାନିଟେସନ ଏକ୍ସପୋର୍ଟ , ସାନିଟେସନ ଇନ୍ ଚାର୍ଜ,!-->…
Read More...
Read More...
କଂଗ୍ରେସକୁ ସୁଦୃଢ କରିବା ପାଇଁ ମନୋଜ ସାହୁଙ୍କ ଆହ୍ୱାନ
ପାରଳାଖେମୁଣ୍ଡି,୬/୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ମନୋଜ ସାହୁ ବୈଠକରେ କଂଗ୍ରେସକୁ ସୁଦୃଢ କରିବା ଓ ତାଙ୍କ ପିତା ସ୍ୱର୍ଗତଃ ପୂର୍ବତନ ବିଧାୟକ ତ୍ରିନାଥ!-->…
Read More...
Read More...
ବୌଦ୍ଧ : ଜିଲ୍ଲାରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଲେ ଜିଲ୍ଲାପାଳ
ବୌଦ୍ଧ,୬/୧ - 2020 ମସିହା ମାର୍ଚ୍ଚ 16 ତାରିଖରୁ ଜିଲ୍ଲାର ବନ୍ଦ ଥିବା ମନ୍ଦିର, ମସଜିଦ ଓ ଗିର୍ଜା ଗୁଡିକ ଖୋଲିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନୁମତି ଦେଇଛନ୍ତି l କୋଭିଡ୍ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲିବା ସହ ଏକକାଳୀନ 50 ଜଣରୁ ଅଧିକ ଲୋକଙ୍କ ସମାଗମ ଯେମିତି!-->!-->!-->…
Read More...
Read More...
ବହିରା ବନ୍ୟା ଆଶ୍ରୟ ସ୍ଥଳୀର ସୁପରିଚାଳନା ନେେଇ ବୈଠକ
ବୌଦ୍ଧ/ ବାଉଁଶୁଣୀ,୬/୧-ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ବନ୍ୟା ଆଶ୍ରୟସ୍ଥଳି ଠାରେ ଏହି ଆଶ୍ରୟସ୍ଥଳି ର ସୁପରିଚାଳନା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରୟସ୍ଥଳୀ ଭିତରେ ବ୍ଲକ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ଦାସ ଙ୍କ ଅଧ୍ୟତାରେ ଏକ ବୈଠକ!-->!-->!-->…
Read More...
Read More...
ଅଗସ୍ତି ମହାକୁଡ ହତ୍ୟା ଘଟଣାର ଖୁଲାସା କଲେ ଏସ୍ପି ମହିଳାଙ୍କ ସମେତ ୩ ଗିରଫ
ବୌଦ୍ଧ,୬/୧ – ବୌଦ୍ଧ ସହର ରାଜନପାଲି ଅଗସ୍ତି ମହାକୁଡ ହତ୍ୟା ଘଟଣାର ରହସ୍ୟ ଆଜି ବୌଦ୍ଧ ପୋଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ. ପି ଭି. ରଘୁନାଥ ରାଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ!-->…
Read More...
Read More...
କୁମ୍ଭୀର ବଂଶବୃଦ୍ଧି ଉଦ୍ୟମ: ସାତକୋଶିଆ ଗଣ୍ଡରେ ଛଡାଗଲା ୬ ଘଡିଆଳ କୁମ୍ଭୀର
ହରଭଙ୍ଗା : ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ ବଂଶବୃଦ୍ଧି ଯୋଜନାକୁ ପୁଣି ଜୋରଦାର କରିଛି ବନ ବିଭାଗ । ଘଡିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି କରିବା ପାଇଁ ରାଜ୍ୟ ବନ୍ୟ ବିଭାଗ ପକ୍ଷରୁ ଆଜି ନନ୍ଦନକାନ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିବା ୬ଟି ଘଡିଆଳ କୁମ୍ଭୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର!-->…
Read More...
Read More...
୪୫ ଜଣ ଗଣ ଶିକ୍ଷକ ରେଗୁଲାର୍ ହେଲେ
ବୌଦ୍ଧ, ୬/୧- ବୌଦ୍ଧ ଶିକ୍ଷା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସେପ୍ଟେମ୍ବର ୨୦୧୧ ମସିହାରୁ ଗଣ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରେଗୁଲାର୍ ହେବାର ସମସ୍ତ ପ୍ରକ୍ରିୟା ସରିଛି । ସେମାନଙ୍କ ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ ଓ ଓ.ଟି.ଇ.ଟି. ପ୍ରମାଣପତ୍ର ଯାଞ୍ଚ ପରେ!-->…
Read More...
Read More...