Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମଜଦୁର ସଂଘର ସହ-ସଂପାଦକଙ୍କ ଟିଟିଲାଗଡ ଷ୍ଟେସନ ପରିଦର୍ଶନ
ଟିଟିଲାଗଡ,୨୪/୧୨– ଇଷ୍ଟକୋଷ୍ଟ ରେଲୱେ ମଜଦୁର ସଂଘର ସହ-ସଂପାଦକ ତଥା ମଣ୍ଡଳସ୍ତରୀୟ ସଂଯୋଜକ ଶ୍ରୀ ଏସ.କେ ପାଣିଗ୍ରାହୀ ଆଜି ଟିଟିଲାଗଡ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ଏହି ସମୟରେ ଟିଟିଲାଗଡ ଓ କେସିଙ୍ଗା ରେଲୱେ ଷ୍ଟେସନର ସ୍ୱୀକୃତିପ୍ରାପ୍ତ ମାଲବାହକ ଶ୍ରମିକମାନେ ତାଙ୍କୁ ବିଭିନ୍ନ ସମସ୍ୟା!-->…
Read More...
Read More...
ଅବକାରୀ ବିଭାଗ ପକ୍ଷରୁ ୨୧ ଏକର ଜମିରୁ ୬୩ହଜାର ଗଞ୍ଜେଇ ଗଛ ନଷ୍ଟ
ବୌଦ୍ଧ,୨୪/୧୨ – ବୌଦ୍ଧଜିଲ୍ଲାରେ ଗଞ୍ଜେଇ ଚଢଉ ଅଭିଯାନ ଜାରିରହିଥିବାବେଳେ ଆଜି ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ!-->…
Read More...
Read More...
କୋଭିଡ ଯୋଦ୍ଧାଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କାର ଚେକ ପ୍ରଦାନ
ଫୁଲବାଣୀ,୨୪/୧୨: କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କରୋନାରେ ମୃତ୍ୟୁ ବରଣ କରିଥିବା କୋଭିଡ଼ଯୋଦ୍ଧା ଶ୍ରୀଧର ସ୍ୱାଇଁ ଙ୍କ ବିଧବାପତ୍ନୀ ଶ୍ରୀମତି ଗାଏତ୍ରୀ ନାଏକଙ୍କୁ ସିଏମଆରଏଫରୁ ୫୦ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି।। କୋଭିଡ ଯୋଦ୍ଧା!-->…
Read More...
Read More...
ହରଭଙ୍ଗା ବ୍ଲକରେ ମା’ ଲକ୍ଷ୍ମୀ ପୂଜା ଅନୁଷ୍ଠିତ
ହରଭଙ୍ଗା: କରୋନା ପାଇଁ ଚଳିତ ବର୍ଷ ପାର୍ବଣ ଫିକା ପଡିଯାଇଥିବା ବେଳେ ଆଜି ହରଭଙ୍ଗା ବ୍ଲକର ବୁକେଶିଙ୍ଗା, ସୁରୁଣ୍ଡି, ତିଲେଶ୍ୱର, କଣ୍ଠିସର ଆଦି ଅଞ୍ଚଳରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ମାର୍ଗଶୀର ମାସର ଗୁରୁବାର ଦିନ ସୁଦଶାବ୍ରତ ମା'ଲକ୍ଷ୍ମୀ ମାଣବସା ପୂଜା ଅନୁଷ୍ଠିତ!-->…
Read More...
Read More...
ଅଭିଯୋଗର ଠିକ୍ 4 ବର୍ଷ ପରେ ତଦନ୍ତ ହେଲା ଆରମ୍ଭ
ବୌଦ୍ଧ,୨୪/୧୨ - ବୌଦ୍ଧ ଜିଲ୍ଲା ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍କାଳିନ ଡାକ୍ତର ଅନ୍ତର୍ଯାମୀ ବେହେରାଙ୍କ ତ୍ରୁଟିପୁର୍ଣ୍ଣ ଚିକିତ୍ସା ଯୋଗୁଁ ରୋଗୀ ମାନଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ 2016 ମସିହାରେ ଚର୍ଚ୍ଚାର ବିଷୟ ହୋଇଥିଲା | ମୃତ୍ୟୁବରଣ କରିଥିବା ରୋଗୀଙ୍କ ପରିବାର ପକ୍ଷରୁ ଡାକ୍ତର!-->…
Read More...
Read More...
ବଘାଡକୁ ହରାଇ ବରପଦର କ୍ରିକେଟ୍ ଟିମ ଚାମ୍ପିଆନ
ବୌଦ୍ଧ,୨୪/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ପଇରବନ୍ଧ ଠାରେ ଚାଲିଥିବା ୩ ଫର୍ମାଟ ବିଶିଷ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବଘାଡ ଟିମ୍କୁ ହରାଇ ବରପଦର କ୍ରିକେଟ୍ ଟିମ ଚାମ୍ପିଆନ ଟ୍ରଫି ହାସଲ କରିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ!-->…
Read More...
Read More...
ରାଜନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ
ବୌଦ୍ଧ,୨୪/୧୨ – ବୌଦ୍ଧ ସହର ୧୧ ନମ୍ବର ୱାର୍ଡ ରାଜନପାଲି ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ!-->…
Read More...
Read More...
ଜବତ୍ ଟ୍ରକ ରାସ୍ତା ଉପରେ ଥିବାରୁ ଯାତାୟାତରେ ସମସ୍ୟା ଅଭିଯୋଗ
ବୌଦ୍ଧ/ବାଉଁଶୁଣୀ,୨୪/୧୨ - ଗତବର୍ଷ ଅପ୍ରେଲମାସର ପ୍ରଥମ ସପ୍ତାହରେ ଚୋରା କୋଇଲା ଚାଲାଣରେ ସଂପୃକ୍ତ ଦୁଇଟି ଟ୍ରକକୁ ବାଉଁଶୁଣୀ ପୋଲିସ୍ ଜବତ୍ କରି ଥାନା ସମ୍ମୁଖରେ ଆଣି ରଖିଥିଲା । ଇତି ମଧ୍ୟରେ ପ୍ରାୟ ୯ ମାସ ହେଲା ଟ୍ରକ ସେମିତି ରହିଥିବାରୁ ଲୋକେ ଯାତାୟାତରେ ନାହିଁନଥିବା ଅସୁବିଧାର!-->…
Read More...
Read More...
ଇଓଙ୍କ ଘରେ ଭିଜିଲାନ୍ସ ଚଢଉ
ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଚେରୁପାଲି ପଞ୍ଚୟାତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ସ୍ଥିତ ବାସଭବନରେ ଭିଜିନାଲନ୍ସ ଚଢାଉ । ଆୟବର୍ହିଭୁତ ସମ୍ପିତି ଠୁଳ ଅଭିଯୋଗରେ ଏକ କାଳିନ ତାଙ୍କ ଚେରୁପାଲି ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସୋନପୁର!-->…
Read More...
Read More...
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୨୬୩ ପଜିଟିଭ,୪ ମୃତ
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...