Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିମିଳିପଦର ପେକ୍ସରେ ୩୨୦ ଚାଷୀ ବିକିଲେଣି ପ୍ରାୟ ୧୪ ହଜାର କ୍ୱିଣ୍ଟାଲ୍ ଧାନ
ବୌଦ୍ଧ,୨୨/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ସେବା ସମବାୟ ସମିତିର ଶିମିଳିପଦର ଓ ଖଟଖଟିଆ ଠାରେ ହୋଇଥିବା ଦୁଇଟି ଖରିଫ ଧାନକ୍ରୟ କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳାର ସହ ଚାଷୀ ଧାନ ବିକ୍ରୟ କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ଉଭୟ ଧାନକ୍ରୟ!-->…
Read More...
Read More...
ରାଜ୍ୟରେ ପୁଣି ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
ଭୁବନେଶ୍ୱର ୨୨ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
କାର୍ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
ବୌଦ୍ଧ,୨୨/୧୨ - ଗତକାଲି ଘଟିଥିବା ଏକ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରିଙ୍ଗାପଡା ଗ୍ରାମର ନୀଳମଣି ରଣା (୩୬) ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନୀଳମଣି ରଣା କୌଣସି କାମରେ ବିନିକା ଅଞ୍ଚଳକୁ ତାଙ୍କର ବାଇକ ଓଡି ୩୧ ଏଫ ୮୧୪୧ ଯୋଗେ!-->…
Read More...
Read More...
ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସର ଧାରଣା
ବୌଦ୍ଧ,୨୧/୧୨ - ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ସକାଳ ୧୦.୩୦ ଠାରୁ ମଧ୍ୟାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ,!-->…
Read More...
Read More...
ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୭୨ ହଜାର ଗଞ୍ଜେଇଗଛ ନଷ୍ଟ
ବୌଦ୍ଧ,୨୧/୧୨- ବୌଦ୍ଧ ଜିଲ୍ଲାପାଳଙ୍କ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଆଜି ବୌଦ୍ଧବ୍ଲକ ଦପଲା ପଞ୍ଚାୟତର ସିମେଲକଟା ଗ୍ରାମରେ ଚଢଉ କରାଯାଇଥିଲା । ଅବକାରୀ ନୀରିକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଏହି ଗ୍ରାମର!-->…
Read More...
Read More...
ଦୁଲ୍ଦୁଲି ବାଜା ମାଲିକ ସଂଘର ବୈଠକ
ବୌଦ୍ଧ,୨୧/୧୨ - ଆଜି ବୌଦ୍ଧ ଜିଲ୍ଲା ଦୁଲ୍ଦୁଲି ବାଜା ମାଲିକ ସଂଘ ପକ୍ଷରୁ କଣ୍ଟାମାଳ ବ୍ଲକ ମନମୁଣ୍ଡା ଅସୁରଗଡ଼ ନିକଟରେ ନଦୀ କୁଳରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୯ମାସ ହେବ ଦୁଲଦୁଲି ବାଜା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ଫଳରେ ଏହାକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା!-->…
Read More...
Read More...
ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି,୨୧/୧୨- ସଂଯୁକ୍ତ କୃଷକମୋର୍ଚ୍ଚାର ଆହ୍ୱାନକ୍ରମେ ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିିତି ଶାଖା ତରଫରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା!-->…
Read More...
Read More...
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଦିନିକିଆ ପନିପରିବା ଚାଷ ତାଲିମ ଶିବିର
ପାରଳାଖେମୁଣ୍ଡି,୨୧/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଫେରେନ୍ସ ହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ଦିନିଆ ପନିପରିବା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୩ କରୋନା ପଜିଟିଭ ଚିହ୍ନଟ, ସ୍ୱାବ ନମୂନା ସଂଗ୍ରହ ସଂଖ୍ୟା ୫୦ ହଜାର ଟପିଲା
ବୌଦ୍ଧ,୨୧/୧୨ - ଗତ କାଲି ଜିଲ୍ଲାରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୨୭୬୪ ଜଣ କରୋନା!-->…
Read More...
Read More...
ସ୍କୁଲ ଗେଟ ସଂପୂର୍ଣ୍ଣ ହେବ କେବେ ?
ଜହ୍ନାପଙ୍କ,୨୧/୧୨- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ନୋଡାଲ ଉଚ୍ଚ଼ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି!-->…
Read More...
Read More...