Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍କୁଲ ଜମି ଉଚ୍ଛେଦ ପାଇଁ ଆକ୍ସନମୁଡରେ ତହସିଲଦାର ୭ ଦିନ ଭିତରେ ଜବରଦଖଲ ଖାଲି କରିବାକୁ ନିର୍ଦ୍ଦେଶ
ଦାରିଙ୍ଗବାଡି,୧୫/୧୨: ସ୍କୁଲ ଜମି ଓ ରାଜସ୍ୱ ବିଭାଗ ଜମି ଜବରଦଖଲ ଉଚ୍ଛେଦ କରିବାପାଇଁ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡି ସ୍ଥିତ ସ୍କୁଲ ଜମିରେ ପହଞ୍ଚି ରାସ୍ତା କଡରେ ଥିବା ସ୍କୁଲ ଜମି ଓ ରାଜସ୍ୱ ଜମିରେ ଜବରଦଖଲ କରିଥିବା ଦୋକାନୀବାଲାଙ୍କୁ ଦୋକାନ ନିଜେନିଜେ ଉଚ୍ଛେଦ!-->…
Read More...
Read More...
ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ ପରଲୋକ
ବୌଦ୍ଧ,୧୫/୧୨- ବୌଦ୍ଧ ସହର ସହିଦ ଛକ ନିବାସୀ ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ 62 ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି | ତାଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ହୋଇ ଉଠୁ ଥିଲେ ନିର୍ଜୀବ ଚିତ୍ର ମାନେ l ସେ ଥିଲେ ଜାଦୁଗର ଶିଳ୍ପୀ l ପୁର୍ବରୁ ବୌଦ୍ଧ ଟାଉନ୍ ହଲ୍ କାନ୍ଥରେ ଟଙ୍ଗା!-->!-->!-->…
Read More...
Read More...
ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଉଦ୍ଘାଟିତ
ବୌଦ୍ଧ: ଗଡଜାତ ସାଂସ୍କୃତିକ ପରିଷଦ ବୀରନରସିଂହପୁର ଆନୁକୂଲ୍ୟରେ ସ୍ଥାନୀୟ ନର୍ସିରୀଠାରେ ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ବିରାମଚନ୍ଦ୍ରପୁର ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିଠାରୁ ଏକ ମଶାଲ ଶୋଭାଯାତ୍ରା ପରିଷଦର ଅଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର ଓ ଜୟ ପ୍ରକାଶ ମିଶ୍ରଙ୍କ!-->…
Read More...
Read More...
ମୃତ ବାଛୁରୀକୁ ପ୍ରସବ କରାଇ ଗାଈକୁ ବଞ୍ଚାଇଲେ ସ୍ୱେଚ୍ଛାସେବୀ
ବୌଦ୍ଧ,୧୫/୧୨ – ବୌଦ୍ଧ ସହର ବୁଟୁପାଲି ଠାରେ ଗୋଟିଏ ବୁଲା ଗାଈ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱେଚ୍ଛାସେବୀମାନେ ତାର ପ୍ରାଣ ରକ୍ଷା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ବୁଲା ଗାଈ ପ୍ରସବ ବେଳେ ବାଛୁରୀ ଓଲଟା ରହିଯିବାରୁ ପ୍ରସବ କରିନପାରି!-->…
Read More...
Read More...
ବୌଦ୍ଧ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶେଖ ସଲିମଙ୍କ ପରଲୋକ
ବୌଦ୍ଧ,୧୫/୧୨ - ବୌଦ୍ଧ ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଶେଖ ସଲିମଙ୍କ ଗତ ରାତି ପ୍ରାୟ ୧ ଘଣ୍ଟା ସମୟରେ ବୌଦ୍ଧ ମେଡିକାଲ ଛକ ନିକଟରେ ଥିବା ତାଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନହେଲା!-->…
Read More...
Read More...
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ ୩୦୦ ପଜିଟିଭ ଚିହ୍ନଟ, ୪ ମୃତ
ଭୁବନେଶ୍ୱର ୧୫ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ଟ୍ରକ ପଛରେ ଧକ୍କା ଦେଇ ବାଇକ ଆରୋହୀ ମୃତ
ବୌଦ୍ଧ/ବାଉଁଶୁଣୀ,୧୫/୧୨ - ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣୀ ଛକ ନିକଟରେ ଥିବା ଡିମିରିପାଲି ସ୍କୁଲ ସମ୍ମୁଖରେ ରାସ୍ତା କଡରେ ରଖା ଯାଇଥିବା ଗୋଟିଏ ଟ୍ରକ ପଛରେ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ!-->…
Read More...
Read More...
କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଷୀ ସଂଗଠନର ବିକ୍ଷୋଭ
ବଲାଙ୍ଗୀର,୧୪/୧୨- କୃଷି ଆଇନ୍ ୨୦୨୦ ପ୍ରତ୍ୟାହାର ପାଇଁ ଚାଲିଥିବା ଆନ୍ଦୋଳନ ସମର୍ଥନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ସତ୍ୟନାରାୟଣ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ,!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୃଷକଙ୍କ ଧାରଣା
ବୌଦ୍ଧ,୧୪/୧୨ - କେନ୍ଦ୍ରସରକାରଙ୍କ କୃଷକ ବିରୋଧି ତିନିଗୋଟି ବିଲ୍କୁ ପ୍ରତ୍ୟାହାର ଦାବିରେ ସାରା ଭାରତରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଂଗଠନ, ବୌଦ୍ଧ ତରଫରୁ ଧାରଣା ଦିଆଯାଇଥିଲା । ଉକ୍ତ ସର୍ବ ଭାରତୀୟ କୃଷକ!-->…
Read More...
Read More...
ବୌଦ୍ଧ ବିଜେପି ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ବୌଦ୍ଧ,୧୪/୧୨- ଗତକାଲିଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ବିଜେପି ନଗର ମଣ୍ଡଳର ୨ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୨ ଦିନିଆ ତାଲିମ ଶିବିର ଉଦଯାପନୀ ଦିବସରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ!-->…
Read More...
Read More...