Browsing Category

ରାଜ୍ୟ

କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ତରଫରୁ ସ୍ୱର୍ଗତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଚେକ ପ୍ରଦାନ

ଫୁଲବାଣୀ,୨୦/୧୧: କରୋନାରେ ମୃତ୍ୟୁ ବରଣ କରିଥିବା କନ୍ଧମାଳ ଜିଲ୍ଲାର ପ୍ରମେୟ ପ୍ରତିନିଧି ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ଆଜି ଜିଲ୍ଲାପାଳ ଡ଼ି .ବୃନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସାମ୍ବାଦିକ
Read More...

ଖରିଫ ଧାନ ସଂଗ୍ରହ ପରିଚାଳନା ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍

ବୌଦ୍ଧ,୨୦/୧୧ - ଜିଲ୍ଲାରେ ଆସନ୍ତା ନଭେମ୍ବର 25 ତାରିଖରୁ ଜିଲ୍ଲାର କିଛି ମଣ୍ଡି ରେ ଆରମ୍ଭ ହେବ 2020 -21 ଖରିଫ ଧାନ ସଂଗ୍ରହ l ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି l ଧାନ ସଂଗ୍ରହ ସମୟରେ ବିଭିନ୍ନ ମଣ୍ଡିରେ ହେଉଥିବା ସମସ୍ୟା ଓ ତାର ନିରାକରଣ ପାଇଁ
Read More...

କନ୍ଧମାଳ ଜିଲ୍ଲାରେ ଝାନସୀ ରାଣୀ ଜୟନ୍ତୀ ପାଳିତ

ଫୁଲବାଣୀ,୨୦/୧୧:ଆଜି କନ୍ଧମାଳ ଜିଲ୍ଲା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଝାନସୀ ରାଣୀ ଜୟନ୍ତୀ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କନ୍ଧମାଳ ଜିଲ୍ଲା ପ୍ରଚାରକ ଶ୍ରୀ ଡମ୍ବୁରୁ ଧର ପାତ୍ର ଜିଲ୍ଲା ପ୍ରମୁଖ
Read More...

ନୟାପଲ୍ଲୀରେ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଲେନ୍ ୧୬ରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନ ତରଫରୁ ବୃକ୍ଷରୋପଣ
Read More...

ସମ୍ବଲପୁର ସାଂସଦଙ୍କ ନା ରେ ନକଲି ଫେସବୁକ ଆକାଉଣ୍ଟ !

ସମ୍ବଲପୁର : ସାମାଜିକ ଗଣମାଧ୍ୟମ ଫେସବୁକରେ କିଛି ବ୍ୟକ୍ତିବିଶେଷଙ୍କ ନାରେ ନକଲି ଏକାଉଣ୍ଟ ଖୋଲି ଏହାର ଅସଦ ବ୍ୟବହାର ବର୍ତ୍ତମାନ ଏକ ନିତିଦିନିଆ ଘଟଣା ହୋଇଯାଇଛି । ଏହି କ୍ରମରେ ସମ୍ବଲପୁର ସାଂସଦଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଅସାମାଜିକ ଓ ଅପରାଧିକ କାର୍ଯ୍ୟ କରୁଥୁବା
Read More...

ଆଜିଠାରୁ ପୁଣି ଚଳଚଞ୍ଚଳ ହେଲା ଜିଲ୍ଲା ମୁଖ୍ୟ ହସ୍ପିଟାଲ : ଦୀର୍ଘ ୮ମାସର ପରେ ଅଣକୋଭିଡ ରୋଗୀଙ୍କ ପାଇଁ ସୁବିଧା ହେଲା

ସମ୍ବଲପୁର : ଦୀର୍ଘ ୮ମାସ ପରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅଣକୋଭିଡ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଆଜିଠାରୁ ଖୋଲା ଯାଇଛି । ବର୍ତ୍ତମାନ ସେଠାରେ କେବଳ ବର୍ହି୍‌ରୋଗୀ ଚିକିତ୍ସା ଆରମ୍ଭ କରାଯାଇଛି ଓ ଏଥିପାଇଁ ହସ୍ପିଟାଲ ପରିସର ଚଳଚଞ୍ଚଳ ହୋଇ ଉଠିଛି
Read More...

ପୁଣି ରାଜ୍ୟରେ ୭୫୭ କରୋନା ପଜିଟିଭ ଚିହ୍ନଟ,୧୬ ମୃତ

ଭୁବନେଶ୍ୱର୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୨୫୪୫ରେ ପହଞ୍ଚିଛି । ଏନେଇ
Read More...

ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ

ସୋନପୁର ,୨୦/୧୧- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ସ୍ଥାନୀୟ କୁଷ୍ଠାଶ୍ରମ ପରିସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ
Read More...

ବାମଣ୍ଡା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ,୨୦/୧୧ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଗ୍ରାମର ଜନସାଧାରଣ l ଏ ସମ୍ପର୍କରେ ଅଭିଯୋଗ କରି ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ଦେବଗଡ଼, ନାୟକ ପଡା, କୁଲିମୁଣ୍ଡା
Read More...

ଦାରିଙ୍ଗବାଡ଼ିରେ ନୂତନ ତହସିଲଦାରଙ୍କ ଯୋଗଦାନ

ଦାରିଙ୍ଗବାଡ଼ି,୧୯/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟଳୟରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ପ୍ରଧାନ ଗଞ୍ଜାମ
Read More...