Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ ୨୩ଟିକିଆ ହାତୀପଲ
ହରଭଙ୍ଗା,୨/୬:- ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ସୁନା ଖଣିଆରେ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ବନ୍ୟ ପ୍ରାଣୀ ବିଭାଗ ଦ୍ୱାରା ସଚେତନ କରାଯାଉଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଉକ୍ତ ରେଞ୍ଜରେ ହାତୀ ଗଣନା କାର୍ଯ୍ୟ!-->…
Read More...
Read More...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶେଷକୃତ୍ୟ ସମ୍ପନ୍ନ,ଗଭୀର ଶୋକପ୍ରକାଶ କଲେ ଜିଲ୍ଲାପାଳ
କେନ୍ଦୁଝର,୨/୬:- କେନ୍ଦୁଝରର ଗର୍ବ ଓ ଗୌରବ ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କ ବିୟୋଗ ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ବର୍ଷ ଧରି କଣ୍ଢେଇ ନୃତ୍ୟ ପରିବେଷଣ କରି ସ୍ୱର୍ଗତ କୁଅଁର ଏହି ଲୁପ୍ତପ୍ରାୟ ଲୋକକଳାର ବ୍ୟାପକ ପ୍ରଚାର ପ୍ରସାର କରି ଲୋକଙ୍କ ପାଖରେ!-->…
Read More...
Read More...
ବ୍ୟବସାୟୀ ସୁନୀଲ ସାହୁ ଘର ଡକାୟତି କେଶରେ ୧୩ ଜଣ ଗିରଫ
ନବରଙ୍ଗପୁର,୨/୬:- ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ଗ୍ରାମରେ ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଗତ ମେ ୧୪ ତାରିଖ ରାତିରେ ଡକାୟତି ହୋଇଯାଇଥିବାବେଳେ ନବରଙ୍ଗପୁର ପୋଲିସ ୧୨ ଜଣ ଡ଼କାୟତ ଓ ଚୋରି ସୁନା ଅଳଙ୍କାର କିଣିଥିବା ସୁନାରୀଙ୍କୁ ଗିରଫ କରିଛି । ଏନେଇ ଏସପି ରୋହିତ ବର୍ମା ଏକ ପ୍ରେସ!-->…
Read More...
Read More...
ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଆରମ୍ଭ
ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତା ରବିବାର ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ ।ବୈଶାଖ ଶୁକ୍ଳ ତୃତୀୟା ବା!-->…
Read More...
Read More...
ଖେଳୁଥିବା ବେଳେ ପିଠିରେ ପଶିଗଲା ଲୁହ ଛଡ଼
ବରଗଡ : ଖେଳୁଥିବା ସମୟରେ ୯ ବର୍ଷର ଶିଶୁ ଦେହରେ ପଶିଲା ଲୁହା ଛଡ଼ । ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ଟୁକୁର୍ଲ୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଏବଂ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଆଇସିୟୁର ବ୍ୟବସ୍ଥା!-->…
Read More...
Read More...
କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଠୁମାଡି ପ୍ରଣାମ କଲେ ଜଣେ ସାଧାରଣ ମହିଳାଙ୍କୁ
କେନ୍ଦ୍ରାପଡ଼ା,୩୦/୫:- କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେନ୍ଦ୍ରାପଡ଼ା ବାରୋ ସିଦ୍ଧମଠ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଅପରାହ୍ନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ନିଜ!-->…
Read More...
Read More...
ଯାଜପୁର ବାସୀଙ୍କପାଇଁ ଡ଼ଃ ରବିନାରାୟଣ ବେହେରାଙ୍କର ନିବେଦନ ବାର୍ତ୍ତା
ଯାଜପୁର ; ଯାଜପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡ଼ଃ ରବି ନାରାୟଣ ବେହେରା ତାଙ୍କର ଭୋଟଦାତା ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ବାର୍ତ୍ତା ଜାରି କରିଛନ୍ତି I ସେ କହିଛନ୍ତି ଯେ, “ଯାଜପୁରର ମୋର ପ୍ରିୟ ପରିବାରଜନଙ୍କୁ ସାଦର ନମସ୍କାର!-->…
Read More...
Read More...
ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ; ବାଣ ବିସ୍ଫୋରଣ ଘଟି ୩ ମୃତ, ୩୦ ଆହତ
ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଛି ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫!-->…
Read More...
Read More...
ରୀତିନୀତି ଅନୁଯାଇ ଗ୍ରାମ ଇଷ୍ଟଦେବୀଙ୍କ ପୂଜା ପାଳିତ
ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ଆଡେଣିଗଡ଼ ଠାରେ ମହାସମାରୋହରେ ଗ୍ରାମର ଇଷ୍ଟ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ପୂଜାର ପ୍ରଥମ ଦିନ ବାର, ଦିତ୍ୱୀୟ ଦିନ ପୂଜା, ତୃତୀୟ ଦିନ ତୁର୍କୀପେନୁ ନାମରେ ନାମିତ । ବର୍ଷକୁ ଥରେ ଜ୍ୟୋଷ୍ଠ ମାସ ଶୁକ୍ଳ!-->…
Read More...
Read More...
ହରଭଙ୍ଗା ବ୍ଲକରେ କାଳ ବୈଶାଖୀ ପ୍ରଭାବ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉ କି ହରଭଙ୍ଗା ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଏହି କାଳବୈଶାଖୀର ତାଣ୍ଡବ!-->…
Read More...
Read More...