Browsing Category

ରାଜ୍ୟ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୬୧୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫
Read More...

ବାଲିଚାଲାଣ ବେଳେ ୩ ଟ୍ରାକ୍ଟର ଅଟକ, ଜୋରିମାନା ଆଦାୟ

ବୌଦ୍ଧ,୪/୧୧ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡା ରାଜସ୍ୱ ସର୍କଲ ଅନ୍ତର୍ଗତ କୁଲୁତାଜୋର୍‌ ଗ୍ରାମ ପଞ୍ଚାୟତ ଫାସେଡ୍‌ ତେଲ ନଦୀ ଘାଟରୁ ବାଲି ଚାଲାଣ କରୁଥିବା ବେଳେ ୩ ଗୋଟି ଟ୍ରାକ୍ଟରକୁ ଅଟକ ରଖି ସେମାନଙ୍କ ଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।
Read More...

ପୋଲ ବାଡାକୁ ଧକ୍କା ଦେଲା ଟ୍ରକ, 4 ଘଣ୍ଟା ରାସ୍ତା ଜାମ୍

ବୌଦ୍ଧ/ବାଉଁଶୁଣି,୪/୧୧ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି ନିକଟ ବାଘନଦୀ ପୋଲ ଉପରେ ପୋଲ ବାଡାକୁ ଧକ୍କା ଦେଇ ଗୋଟିଏ ଟ୍ରକ୍ ଅଟକି ରହିବା ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା l ମିଳିଥିବା ସୂଚନା ଅନୁଯାୟୀ ବରଗଡରୁ କଟକ ଅଭିମୁଖେ
Read More...

ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟବସାୟୀଙ୍କ ସମ୍ମାନାର୍ଥେ ବଜାର ବନ୍ଦ

ବୌଦ୍ଧ,୩/୧୧ - ଗତ ମାସରେ ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ (ରାଜା) ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆଜି ବୌଦ୍ଧ ସହର ଲକ୍ଷ୍ମୀ ବଜାର ବ୍ୟବସାୟୀ ମାନେ 24 ଘଣ୍ଟା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି l ଆଜି ସନ୍ଧ୍ୟାରେ
Read More...

ମଧ୍ୟମ ନିର୍ବାଚନମଣ୍ଡଳୀରେ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର :ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳର ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ୱାର୍ଡ ନମ୍ୱର୍ ୩୬ ଵିଧାୟକ କଲୋନୀ ବସ୍ତିରେ ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ
Read More...

ବୌଦ୍ଧ : ସମସ୍ତ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୩/୧୧ : ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ମାର୍ଚ୍ଚ 16 ତାରିଖ ଠାରୁ ବନ୍ଦ ରହିଥିବାରୁ ସେବାୟତ ମାନେ ଘୋର ଆର୍ଥିକ ସଂକଟରେ ଥିବା ହେତୁ ଶୀଘ୍ର ମଠ ମନ୍ଦିର ଜିଲ୍ଲାରେ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି | ଆଜି ବୌଦ୍ଧ ଜିଲ୍ଲା ମଠ ମନ୍ଦିର ସୁରକ୍ଷା ସମିତି
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତାଙ୍କ ମହାନତା

ସୋନପୁର,୩/୧୧ : ଯାହାର କେହି ନାହିଁ ଭଗବାନ ହିଁ ସାହା ବୋଲି ଯେଉଁ ଉକ୍ତିଟି ରହିଆସିଛି ତାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦନ କରିପାରିଛନ୍ତି ସୋନପୁର ସହରର ଅଗ୍ରଣୀ ସଙ୍ଗଠନ ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନର କର୍ମକର୍ତ୍ତା ସମୁହ । ଘଟଣାରୁ ପ୍ରକାଶ ଯେ ସୋନପୁର ବ୍ଲକର ଖଲିଆପାଲି ଗ୍ରାମ
Read More...

କରୋନା ସଂକ୍ରମଣ ନିୟନ୍ତ୍ରିତ ଯୋଗୁଁ ଲୋକେ ଆଶ୍ୱସ୍ତ

ସମ୍ବଲପୁର :ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେଲା, ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଓ ଏହା ସହିତ ସୁସ୍ଥତାହାର ବଢି ୯୪.୭ ପ୍ରତିଶତ ଯାଏଁ ପହଞ୍ଚି ଯାଇଛି । ଆଜିକୁ ୧୬ ଦିନ ହେଲା ସମଗ୍ର ଜିଲ୍ଲାରେ ଦୈନିକ ସଂକ୍ରମଣ ୫୦ ତଳକୁ ରହି ଆସୁଛି, ଯଦିଓ ଏହା ପୂର୍ବରୁ ପ୍ରାୟ
Read More...

ପୁଣି ରାଜ୍ୟରେ ୧୨୦୧ କରୋନା ପଜିଟିଭ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ
Read More...

ବୌଦ୍ଧ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୬୦୦ ଟପିଲା

ବୌଦ୍ଧ,୩/୧୧ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୬୦୦ ଟପିଲା । ଆଜି ସୁଦ୍ଧା ଜିଲ୍ଲାରେ ୨୬୦୫ ଜଣ କରୋନା ପଜିଟିଭ ଚିହ୍ନଟ
Read More...