Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରାକ୍ତନ ବିଇଓ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୨୯/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବିଇଓ ସନାତନ ଗାଆଣଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ସରସରା, ତାଳବାହାଲ, ରାଧାନଗର, ବୀରନରସିଂହପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ!-->…
Read More...
Read More...
ବିପଦପୂର୍ଣ୍ଣ ଡ୍ରେନ, ଏନ.ଏଚ. ବିଭାଗର ଦୃଷ୍ଟି ପଡୁ !
ବୌଦ୍ଧ,୨୯/୧୦ - ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ରାଜନ୍ପାଲି ଛକ ଦେଇ ଜାମୁଛକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଚାଲିଛି । ରାସ୍ତା ପାର୍ଶ୍ୱରେ ନିର୍ମାଣ ହୋଇଥିବା ଡ୍ରେନ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । କୋଉଠି ଡ୍ରେନ ଉପରେ ପ୍ଲେଟ୍ ପଡିଛି ତ କୋଉଠି!-->…
Read More...
Read More...
ସମସ୍ୟା ସମାଧାନ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
ସମ୍ବଲପୁର,ମହାନଗର ନିଗମରେ କାର୍ଯ୍ଯରତ ସଫେଇ କର୍ମୀଙ୍କ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଦିଗରେ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ରହିଛି । ଏଣୁ ସେମାନେ ତାଙ୍କର ସମସ୍ୟା ଗୁଡିକର ସମାଧାନ ଦାବି ରେ ଆନ୍ଦୋଳନ କରିଥିଲେ । ସମ୍ବଲପୁର ମହା ନଗର ନିଗମ ସଫେଇ କର୍ମଚାରୀ ୟୁନିୟନ୍!-->…
Read More...
Read More...
ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଯଥେଷ୍ଟ ଉନ୍ନତି: ଆଜି ନୂଆ ୨୨ଜଣ କରୋନା ପଜିଟିଭ ଚିହ୍ନଟ
ସମ୍ବଲପୁର,ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି ଯଥେଷ୍ଟ ଉନ୍ନତି ଦେଖାଯାଉଛି । ସମଗ୍ର ଜିଲ୍ଲା ରେ କିଛି କିଛି ସ୍ଥାନ ରେ କେଭେ କେମିତି ଗୋଟିଏ ଦୁଇଟି ନୂଆ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ସୁସ୍ଥତାହାର ଯଥେଷ୍ଟ ବଢି ଆଜି ପ୍ରାୟ ୯୫ପ୍ରତିଶତ ହୋଇଛି । ବାକି ରହିଥିବା ୫ ପ୍ରତିଶତ ମଧ୍ୟରୁ!-->…
Read More...
Read More...
ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜନ୍ମଦିନରେ ବିଜେଡି କର୍ମୀଙ୍କ ରକ୍ତଦାନ
ସମ୍ବଲପୁର,ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଲର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ଦଳୀୟକର୍ମୀ ଓ କର୍ମକର୍ତ୍ତାଗଣ ଦୀପ ପ୍ରଜ୍ବଳନ, ରକ୍ତଦାନ, ଫଳ ବଣ୍ଟନ କରି ପାଳନ କରିଛନ୍ତି | ଏହି ଅବସରରେ ସ୍ଥାନୀୟ ଶାନ୍ତିନଗର ସ୍ଥିତ ବିଜୁ ଜନତା ଦଲ!-->…
Read More...
Read More...
ବୌଦ୍ଧ : ଆଜି ନୂତନ 19 କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୯/୧୦- ଆଜି ନୂତନ ଭାବରେ ବୌଦ୍ଧ ଜିଲ୍ଲାରେ ପୁଣି 19 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍ କଣ୍ଟୁଆଣୀ ଗ୍ରାମରୁ 1 ଜଣ, ଟୁଟୁସିଙ୍ଗା ଗ୍ରାମରୁ 1 ଜଣ,!-->…
Read More...
Read More...
ରାଜ୍ୟରେ ପୁଣି ୧୬୧୭ କରୋନା ପଜିଟିଭ ଚିହ୍ନଟ, ୧୩ ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୦୯୯ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ଜିଲ୍ଲାସ୍ତରୀୟ କାଳୀପୂଜା ସମନ୍ୱୟ କମିଟି ବୈଠକ : କୋଭିଡ଼ ଆଇନ ଭଙ୍ଗ କଲେ ୧ ଲକ୍ଷ ଜୋରିମାନା ଓ ମାମଲା ରୁଜୁ
ଭଦ୍ରକ : ଭଦ୍ରକରେ ଲକ୍ଷ୍ମୀପୂଜା ଓ ବହୁ ପ୍ରସିଦ୍ଧ କାଳୀପୂଜା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ!-->…
Read More...
Read More...
ପୋଲ ତଳକୁ ଖସିଲା ବାଇକ, ଆରୋହୀ ମୃତ
ବୌଦ୍ଧ,୨୯/୧୦ - ମନମୁଣ୍ଡା - ଶଗଡା ରାସ୍ତାର ଗୁଡଭେଲିପଦର୍ ଓ ବିଲାସପୁର ମଧ୍ୟରେ ଥିବା ମେହେରୁଣୀ ପୋଲ ପୁଣି ଆଉ ଜଣେ ବାଇକ ଆରୋହୀଙ୍କ ଜୀବନ ନେଇଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଜଣେ ବାଇକ ଆରୋହୀ ବାଇକ ସହ ପୋଲ ତଳକୁ ଖସି ମ୍ରୁତ୍ୟୁ ବରଣ କରିଥିବା ଆଜି ସକାଳେ ସ୍ଥାନୀୟ!-->…
Read More...
Read More...
ଦୁଇ ଦିନରେ ଦୁଇଟି ହୋଟେଲରେ ଚଢ଼ାଉ ନଗଦ ଏକ ଲକ୍ଷ ୭୫ହଜାର ୩୫୦ଟଙ୍କା ଜବତ ୧୩ଜଣ ଜୁଆଡ଼ି ଗିରଫ
ବାଲିଗୁଡ଼ା: ପାର୍ବଣ ଋତୁରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି । ଏହାକୁ ନେଇ ଜୁଆ ଆଡ୍ଡାରେ ଚଢ଼ାଉ ଜାରିରଖିଛି ଜି.ଉଦୟଗିରି ପୋଲିସ । ଗତ ଦୁଇଦିନ ମଧ୍ୟରେ ଜି.ଉଦୟଗିରିର ହୋଟେଲ ଦିଶା ଓ ଦଣ୍ଡପାଣି ଲର୍ଜ ଉପରେ ପୁଲିସ ଚଢ଼ାଉ କରି ଦୁଇଟି ସ୍ଥାନରୁ ନଗଦ!-->!-->!-->…
Read More...
Read More...