Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ପ୍ରମୋଦ ପ୍ରସାଦ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ
ବୌଦ୍ଧ,୨୮/୧୦ - ଗତ ୧୧ ତାରିଖ ଠାରୁ ନିଖୋଜ ଥିବା ମୋବାଇଲ ଦୋକାନୀ ରାଜା ଓରଫ୍ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପରଦା ହଟାଇବାରେ ବୌଦ୍ଧ ପୋଲିସକୁ ସଫଳତା ମିଳିଛି । ରାଜା ହତ୍ୟାକାଣ୍ଡ ସମ୍ପର୍କରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବୌଦ୍ଧ ଏସପି ଭି ରଘୁନାଥ ରାଓ ଜିଲ୍ଲା ପୋଲିସ୍!-->…
Read More...
Read More...
ସୋଲାର୍ ହ୍ୟାଣ୍ଡପଂପ୍ ଭୁଷୁଡିବା ଘଟଣା…. ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କ.ନୂଆଗାଁ ବି.ଡି.ଓଙ୍କୁ ଅଭିଯୋଗ…
ବାଲିଗୁଡା/କ.ନୂଆଗାଁ, ୨୮/୧୦-କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧିନସ୍ଥ ମହାଶିଙ୍ଗୀ ପଞ୍ଚାୟତର ପୁରୁଣା ସାହିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ନବନିର୍ମିତ ୧୦୦୦୦ ଲିଟର ବିଶିିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିବା ସମୟରେ ପ୍ରକଳ୍ପଟି ଭୁଷୁଡି ପଡିବା ସହ ଟାଙ୍କି!-->…
Read More...
Read More...
ଚାଉଳ କିଲୋ @୧, ପିଆଜ @୮୦ : ପରିବା ଆଡକୁ ହାତ ଯାଉନି, ଖାଉଟୀ ହନ୍ତସନ୍ତ
ହରଭଙ୍ଗା : କରୋନା ମହାମାରୀ ସଂକ୍ରମିତକୁ ନେଇ ଆଜକୁ ୭ ମାସ ହେଲା ସମସ୍ତ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇପଜିଛି । ହୁହୁ ହୋଇ ବଢୁଥିବା ଦରଦାମକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ରୋକିବାରେ ବିଫଳ ହୋଇଥିବାରୁ ଖାଉଟି ମହଲରେ ଏବେ ଏହି ଦରବୃଦ୍ଧି ଚିନ୍ତାର କାରଣ ହୋଇଛି । ସରକାରଙ୍କ!-->…
Read More...
Read More...
ଗଜପତିରେ ଆଜି ୫ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୮/୧୦- ଗଜପତିରୁ ଆଜି ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ କାଶୀ ନଗର ବ୍ଳକରୁ ଜଣେ, ଗୋଶାଣି ବ୍ଳକରୁ ଜଣେ, ଗୁମ୍ମା ବ୍ଳକରୁ ୨ ପାରଳା ପୌର ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା!-->…
Read More...
Read More...
ସମ୍ବଲପୁରରେ ଆଜି ନୂଆ ୩୨ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର :ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ସତ୍ତ୍ୱେ ମୃତ୍ୟୁହାରରେ ମଧ୍ୟ ଅଭିବୃଦ୍ଧି ଯୋଗୁଁ ପ୍ରଶାସନ ସହିତ ଜନସାଧାରଣଙ୍କ ଚିନ୍ତା ବଢିଚାଲିଛି । ଏପର୍ଯ୍ୟନ୍ତ ସମସ୍ତ ଆଶଙ୍କାକୁ ନିରାଧାର ପ୍ରମାଣିତ କରି ଗୋଟିଏ ପକ୍ଷେ କରୋନା ଆକ୍ରାନ୍ତଙ୍କ ଅଭିବୃଦ୍ଧି!-->…
Read More...
Read More...
ଆଦିବାସୀ ବିଧବା ପାଞ୍ଚ ବରିହାଙ୍କୁ କେବେ ପାଞ୍ଚିବ ପ୍ରଶାସନ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ସୋଲବନ୍ଦ ଗ୍ରାମ ପଞ୍ଚାୟତ ର ସୋଲବନ୍ଦ ଗ୍ରାମ ର ଅତି ରୁ ଅତି ଗରିବ ୨୦ ବର୍ଷ ର ଆଦିବାସୀ ବିଧବା ମହିଳା ଶ୍ରୀମତୀ ପାଞ୍ଚ ବରିହା ଘର ନଥିବାରୁ କେତେ ଯେ କଷ୍ଟ ରେ ରହୁଛନ୍ତି ତାହା ଅବର୍ଣ୍ଣନୀୟ । ତାଙ୍କ ପରିବାର ର ରେ ମୋଟ ଆଠ ଜଣ!-->…
Read More...
Read More...
ରାଜ୍ୟରେ ପୁଣି ୧୫୪୦ କରୋନା ପଜିଟିଭ ଚିହ୍ନଟ, ୧୨ ମୃତ
ଭୁବନେଶ୍ୱର ୨୮ ।୧୦: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୫୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୪୮୨ରେ ପହଞ୍ଚିଛି ।!-->…
Read More...
Read More...
ବୌଦ୍ଧ : ଆଜି କେବଳ ରାମ୍ଭିକଟା ଗ୍ରାମରୁ 2 କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୮/୧୦ - ଆଜି ବୌଦ୍ଧ ଜିଲ୍ଲାରେ ମାତ୍ର 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ କେବଳ ହରଭଙ୍ଗା ବ୍ଲକ୍ ସାମ୍ପୋଚ!-->…
Read More...
Read More...
ବୌଦ୍ଧ : ଧାନ ବିକି ପାରିବେ ନାହିଁ ପ୍ରାୟ ୨ ହଜାର ଚାଷୀ !
ବୌଦ୍ଧ,୨୮/୧୦ - ଜିଲ୍ଲାରେ ଧାନ ପଞ୍ଜିକରଣ ପାଇଁ ଫର୍ମ ଦାଖଲ କରିଥିବା ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ଚାଷୀ ନିଜ ଚାଷଜମି ଧାନ ବିକ୍ରି କରିପାରିବେ ନାହିଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧାନ ପଞ୍ଜିକରଣ କାର୍ଯ୍ୟ କରୁଥିବା ଅନେକ ସେବା ସମବାୟ ସମିତି ଠିକଣା ସମୟ!-->…
Read More...
Read More...
ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଯୋଗାଇ ଦେବାକୁ ଦାବି
ବୌଦ୍ଧ/ବାଉଁଶୁଣୀ,୨୮/୧୦-ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ବହିରା ଗ୍ରାମର କିଶୋର ମହାନନ୍ଦିଆ (୨୦) ଜଣେ ଭିନ୍ନକ୍ଷମ ଯୁବକ । ସେ ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି ଓ ଗୋଡରେ ଚାଲି ପାରୁନଥିବାରୁ ଜନ୍ମରୁ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛନ୍ତି । ସରକାରୀ ସହାୟତା ଭାବେ କେବଳ ଭିନ୍ନକ୍ଷମ ଭତ୍ତା!-->…
Read More...
Read More...