Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ଶୀତ ବଢ଼ିବ
ଭୁବନେଶ୍ୱର: ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା,!-->!-->!-->…
Read More...
Read More...
ସମ୍ବଲପୁର ବିଜେପି ସଭାପତି ହେଲେ ରାମଚନ୍ଦ୍ର ମେହେର
ଭୁବନେଶ୍ୱର: ରାମଚନ୍ଦ୍ର ମେହେର ସମ୍ବଲପୁର ଜିଲ୍ଲା ବିଜେପି ସଭାପତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାମଚନ୍ଦ୍ର ମେହେରଙ୍କୁ ସମ୍ବଲପୁର ଜିଲା ବିଜେପି ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଦଳ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ସୂଚନା ଦିଆଯାଇଛି।
Read More...
Read More...
ତୀର୍ଥରାଜ ମହୋଦଧି ଆରତୀର ବିଂଶତମ ବାର୍ଷିକ ଉତ୍ସବ
ପୁରୀ- ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୨୦ ତମ ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୨୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଥିବା ବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ,୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ
ଭୁବନେଶ୍ୱର:ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ ଏଥିରେ ଓଏଏସ୍, ଓଆର୍ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ!-->…
Read More...
Read More...
ଏନକାଉଣ୍ଟରରେ ୧୪ ମାଓବାଦୀ ସଫା
ମାଲକାନଗିରି: ଛତିଶଗଡ କୋଣ୍ଟା କିସ୍ତରାମ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ୧୪ଜଣ ମାଓବାଦୀ ଟଳି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ୍ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଜଙ୍ଗଲରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି!-->…
Read More...
Read More...
ଆଇପିଏଲ ଖେଳିପାରିବେନି ମୁସ୍ତାଫିଜୁର ରହମାନ !
ଆଇପିଏଲ ୨୦୨୬ ନିଲାମରେ ମୁସ୍ତାଫିଜୁର ରହମାନ ଏକମାତ୍ର ବାଂଲାଦେଶୀ ଖେଳାଳି । ଏହି କାରଣରୁ କେକେଆର ପ୍ରଶଂସକମାନେ ନିରାଶ ହୋଇଛନ୍ତି, କାରଣ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ମାମଲା ଲଗାତାର ସାମ୍ନାକୁ ଆସୁଛି । ଏହି ସମୟରେ ପ୍ରଶଂସକମାନେ କେକେଆର ସହ-ମାଲିକ ଶାହାରୁଖ ଖାନଙ୍କୁ!-->…
Read More...
Read More...
ପୁଣି ଜୀବନ ନେଲା ଆମ ବସ୍ , ଡ୍ରାଇଭର ଫେରାର
ଭୁବନେଶ୍ୱର: ପୁଣି ଜୀବନ ନେଲା ଆମ ବସ୍ । ଭୁବନେଶ୍ୱର ରୂପାଲି ଛକରେ ଆମ୍ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା ଆମ୍ ବସ୍ । ଫଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ!-->…
Read More...
Read More...
ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ
ବୌଦ୍ଧ:- ଶୁକ୍ରବାର ସନ୍ଧ୍ୟାରେ ଆନନ୍ଦ ଉଲ୍ଲାସର ସହିତ ଉଦଘାଟିତ ହୋଇଯାଇଛି ବୌଦ୍ଧ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ଆଜି ବୌଦ୍ଧ ଜିଲ୍ଲାର ୩୨ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଛି ବୌଦ୍ଧ ମହୋତ୍ସବ । ମହୋତ୍ସବ ପାଇଁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରୁ ସ୍ୱତନ୍ତ୍ର!-->…
Read More...
Read More...
ମୃତ୍ୟୁ ଏମିତି ବି ଆସେ ! ଶବ ଯାତ୍ରାରେ ଯାଉଥିଲେ, ଚାଲିଗଲା ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ଜୀବନ
ଗଣିଆ -ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶୁଭେନ୍ଦ୍ର କୁମାର ସାହୁଙ୍କ ପରଲୋକ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଶୁଭେନ୍ଦ୍ରଙ୍କ ଅନ୍ତରଙ୍ଗ ବନ୍ଧୁ ବିଜୟନଗର ଗ୍ରାମର ଯୋଗୀନାଥ ମହାଳିକଙ୍କ ର ଆଜି ସକାଳେ ପରଲୋକ ହୋଇଥିଲା । ତାଙ୍କର ଶବ ଯାତ୍ରାରେ ଯାଉଥିବା ସମୟରେ ଶୁଭେନ୍ଦ୍ର ହୃଦଘାତ ଯୋଗୁ!-->…
Read More...
Read More...
ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ କୁମାର ସିଂହ
ଭୁବନେଶ୍ବର : ଶୁକ୍ରବାର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ । ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗ ଦାୟିତ୍ଵ ନେବା ପରେ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବରେ ଦେଓରଞ୍ଜନ ସିଂହଙ୍କୁ ଦାୟିତ୍ଵ ଦେଇଥିଲେ । ଦେଓରଞ୍ଜନ ସିଂହ!-->…
Read More...
Read More...