Browsing Category

ରାଜ୍ୟ

ଜନପ୍ରିୟ ନେତା ପ୍ରଦୀପ ମହାରଥୀଙ୍କ ସ୍ମୁତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଉତ୍ତର
Read More...

ଖୁଣ୍ଟିଗୋରା ୭୨ ଘଣ୍ଟା ପାଇଁ ହେଲା ସଟଡାଉନ୍

ବୌଦ୍ଧ - କଣ୍ଟାମାଳ ବ୍ଲକ୍ ଖୁଣ୍ଟିଗୋରା ଗ୍ରାମରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରହଲ୍ଲାଦ ସେଠୀ ଖୁଣ୍ଟି ଗୋରା ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ଠାରୁ ଆସନ୍ତା ୭ ତାରିଖ ସକାଳ ୯ ଘଣ୍ଟା ଯାଏଁ
Read More...

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଡାକ୍ତର ଗିରଫ

ବୌଦ୍ଧ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ଗଞ୍ଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ତପନ କୁମାର ଶତପଥୀ ଫେସବୁକ୍
Read More...

ବିଜୟକେତନ ସାହୁ ଭୁବନେଶ୍ୱର ଜୋନ୍ ଯୁବ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ନୂତନ ଭୁବନେଶ୍ୱର ଜୋନ ସଭାପତି ଭାବେ ଶ୍ରୀ ବିଜୟ କେତନ ସାହୁ ଙ୍କୁ ନିଯୁକ୍ତି କରିଛନ୍ତି । ଶ୍ରୀ ବିଜୟ କେତନ ସାହୁ ୨୦୦୩ ମସିହାରୁ ଛାତ୍ର ଜୀବନ ମହର୍ଷି
Read More...

ତିନି ଦିନ ହେଲା ଯୁବକ ନିଖୋଜ

ବୌଦ୍ଧ,୪/୧୦:- ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମ ପଂଚାୟତ କଣ୍ଟିଆପଦର ଗ୍ରାମର ନେପାଳ ପ୍ରଧାନଙ୍କ ପୁଅ ଜଗଦୀଶ ପ୍ରଧାନ (୨୨) ଗତ ୨ ତାରିଖରୁ ନିଖୋଜ ଥିବା ପରିବାର ପକ୍ଷରୁ ପୁରୁଣାକଟକ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଘରୁ ନିଜ ସାଇକେଲ ଧରି ଗତ ୨ ତାରିଖ ଦିନ ସକାଳ ଘ
Read More...

ବୌଦ୍ଧ : ଆଜି ୫୪ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ହେଲା ୨୦୨୦

ବୌଦ୍ଧ,୪/୧୦:- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୫୪ ଜଣ ନୂତନ ଭାବରେ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦୁଇ ହଜାରକୁ ଡିଆଁ ମାରି ୨୦୨୦ରେ ପହଞ୍ଚିଛି । ଆଜି ଯେଉଁ ୫୪ ଜଣ
Read More...

ଆଡ଼ମ୍ବରବିହୀନ ମହାନବମୀ ପୂଜା ପାଳିତ ହେବ ବଲସକୁମ୍ପା ମନ୍ଦିରରେ

ଫୁଲବାଣୀ,୪/୧୦:- କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଳକ ଅନ୍ତର୍ଗତ ବଲସକୁମ୍ପାଠାରେ ଥିବା ମା’ ବରାଳଦେବୀଙ୍କ ଶକ୍ତିପୀଠ ଜିଲ୍ଲାରେ ପ୍ରସିଦ୍ଧ ଅଟେ । ସେଠାରେ ପ୍ରତିବର୍ଷ ଦଶହରା ପୂର୍ବଦିନ ମହାନବମୀ ପୂଜା ମହାସମାରୋହରେ ପାଳିତ ହୁଏ । ମା ବରାଳଦେବୀ ଠାକୁରାଣୀ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ
Read More...

ଆସୁଛି ପାର୍ବଣ : ନଦୀ ପଠାରେ ହସୁଛି କାଶତଣ୍ଡି

ହରଭଙ୍ଗା : ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜାଇ ହେଲାଣି ପ୍ରକୃତି ରାଣୀ । ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶାରଦୀୟ ଦୁର୍ଗପୂଜା । ମାଙ୍କ ଆଗମନରେ ଫୁଲକିତ ଧରଣୀରାଣୀ । ଶସ୍ୟଶ୍ୟାମଳା ଧରମୀର ନିଜର ପତିଆର ବିସ୍ତାର କରି ନୀଳ ଆକଶ ତଳେ ଖିଲିଖିଲି ହସୁଛି
Read More...

ଲଗାୟତ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଯୋଗୁଁ ଚିନ୍ତା : ଆଜି ପୁଣି ନୂଆ ୧୦୭ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,ଚାରି ସପ୍ତାହ ପାଖାପାଖି ହୋଇଗଲା, ସମ୍ବଲପୁର ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ରହି ଆସୁଛି ଓ ଯେତେ ଆକଟ କଲେ ମଧ୍ୟ ଲୋକେ ଆଉ କଟକଣା କୁ ଖାତିର କରୁନାହାନ୍ତି । ଜନସାଧାରଣଙ୍କ ସହିତ ପ୍ରଶାସନ ମଧ୍ୟ ଏହାଦ୍ୱାରା ଚିନ୍ତିତ ରହିବା ସ୍ୱାଭାବିକ, କିନ୍ତୁ ଏହା କୌଣସି
Read More...

ଗଜପତି: ଆଜି ପୁଣି ୨୨ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୪/୧୦- ଗଜପତିରେ ଆଜି ପୁଣି ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୪ ଜଣ, ମୋହନା ବ୍ଳକରୁ ୨ ଜଣ,ପାରଳା ପୌର ପରିଷଦରୁ ୯ ଜଣ, ଆର ଉଦୟଗିରି ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।
Read More...