Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୩୬ଶହ କରୋନା ପଜିଟିଭ ଚିହ୍ନଟ, ୧୬ମୃତ
ଭୁବନେଶ୍ୱର: ରାଜ୍ୟରେ ପୁଣି ୩,୬୦୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୪୯୧ ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାର ୩୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ!-->…
Read More...
Read More...
ବୌଦ୍ଧ : ଦୁଇ ହଜାର ମୁହାଁ ହେଲା କରୋନା ପଜିଟିଭ ସଂଖ୍ୟା, ଆଜି ବୌଦ୍ଧରୁ ୪୭ ସଂକ୍ରମିତ ଚିହ୍ନଟ
ବୌଦ୍ଧ,୨/୧୦ - ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଘୋ ଘୋ ହୋଇ ବଢିଚାଲିଛି । ଆଜି ନୂତନ ଭାବେ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୮ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୭ ଜଣ, ହରଭଙ୍ଗା!-->…
Read More...
Read More...
ବୌଦ୍ଧ: ଜିଲ୍ଲାସ୍ତରୀୟ ୧୫୦ ତମ ଗାନ୍ଧୀଜୟନ୍ତୀ ପାଳିତ
ବୌଦ୍ଧ,୨/୧୦- ଆଜି ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲାସ୍ତରୀୟ ୧୫୦ତମ ଗାନ୍ଧୀଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ ଗାଇଡଲାଇନ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର!-->…
Read More...
Read More...
ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୨/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲାସ୍ତରୀୟ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସକାଳୁ ରାମଧୂନ ଓ ଗାନ୍ଧୀଛକ ନିକଟରେ ଗୌରହରି ପାଠାଗାରରେ ଥିବା!-->…
Read More...
Read More...
କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆମ ଆଦମୀ ପାର୍ଟି ଗଜପତି ପକ୍ଷରୁ ବିକ୍ଷୋଭ
ପାରଳାଖେମୁଣ୍ଡି,୨/୧୦- ଆପ ଗଜପତି ପକ୍ଷରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ!-->…
Read More...
Read More...
ଗାନ୍ଧୀ ଜୟନ୍ତୀରେ ଗାଁ ରାସ୍ତା ସଫେଇ କଲେ ଯୁବକ
ବୌଦ୍ଧ/ଜହ୍ନାପଙ୍କ,୨/୧୦ - ଆଜି ପବିତ୍ର ଗାନ୍ଧୀଜୟନ୍ତୀରେ ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମ ପଂଚାୟତ ଗୌତମପାଲି ଗ୍ରାମର ଯୁବକ ମାନେ ସ୍ୱଚ୍ଛ ଗାଁ, ସ୍ୱଚ୍ଛ ଭାରତର ବାର୍ତ୍ତା ବାଣ୍ଟିଛନ୍ତି । ଗ୍ରାମରେ ଥିବା ଭଗବତ୍ ସେବା ସଂଘର ଯୁବ ସଦସ୍ୟମାନେ ଏକତ୍ରହୋଇ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ!-->…
Read More...
Read More...
୧୨୭ ସିଆରପିଏଫ୍ ବିଟାଲିୟନ୍ ପକ୍ଷରୁ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍” କାର୍ଯ୍ୟକ୍ରମ
ବାଲିଗୁଡ଼ା,୨/୧୦: ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ୧୨୭ ସିଆରପିଏଫ୍ ବାଟାଲିୟନ୍ ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଇଣ୍ଡିଆ ରନ୍ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୨୭ ସିଆରପିଏଫ୍ ବାଟାଲିୟନର କମାଣ୍ଡାଣ୍ଟ୍ ଆନନ୍ଦ ଝା!-->…
Read More...
Read More...
ସାତ ବର୍ଷ ହେଲା ପଡି ରହିଛି ପାନୀୟ ଜଳ ପ୍ରକଳ୍ପ
ବୌଦ୍ଧ/ବାଉଁଶୁଣି,୨/୧୦ - ବୌଦ୍ଧବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୯ ଓ ୧୦ ନମ୍ବର୍ ୱାର୍ଡ ଜମଘାଟୀର ବାସିନ୍ଦା ପିଇବା ପାଣି ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ ହୁଏ । ସେ ଅଂଚଳରେ ଥିବା ଏକମାତ୍ର ନଳକୂଅରୁ ଉଭୟ ୱାର୍ଡର ଜନସାଧାରଣ ପାନୀୟ ଜଳ ସଂଗ୍ରହ କରୁଥିବାରୁ ସେଠାରେ ନାହିଁନଥିବା!-->…
Read More...
Read More...
ଟି. ଏମ.ସି.ରେ ସଙ୍ଗରୋଧ କଟlଉଛନ୍ତି ବିଧାୟକ ମହୀଧର
ବୌଦ୍ଧ/କଣ୍ଟାମାଳ,୨/୧୦ - ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଣ୍ଟାମାଳ ବିଧାୟକ ମହୀଧର ରଣା ନିଜର ସାଧାରଣ ଜୀବନ ଶୈଳୀ ପାଇଁ ବିଶେଷ ପରିଚିତ l ଗତ ସୋମବାର ଦିନ କରୋନା ପଜିଟିଭ ଚିନ୍ହଟ ହେବା ପରେ ଅନ୍ୟ ବିଧାୟକ ମାନଙ୍କ ପରି ସରକାରୀ ଖର୍ଚ୍ଚରେ ସବୁ ସୁବିଧା ସୁଯୋଗ ଥିବା!-->!-->!-->…
Read More...
Read More...
ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୯ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ,ଗୁମ୍ମା ବ୍ଳକରୁ ଜଣେ,ମୋହନା ବ୍ଳକରୁ ୬ ଜଣ,ପାରଳା ପୌର ପରିଷଦରୁ ୧୩ ଜଣ, ରାୟଗଡ ବ୍ଲକରୁ ଜଣେ ନୂଆଗଡ଼ ବ୍ଳକରୁ ୪ ଜଣ ଓ ରାୟଗଡା ଜିଲ୍ଲାରୁ ଜଣେ!-->…
Read More...
Read More...