Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ
ଯାଜପୁର : ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ର ଚୋରମୁହାଁ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତିଙ୍କ ପରଲୋକ ହୋଇଥିବା ଜଣାପଡିଛି । ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଖବରରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଦ୍ୟୁମ୍ନଙ୍କ ମର ଶରୀର ଧର୍ମଶାଳା ମେଡିକାଲ ପରିସରରେ ରଖାଯାଇଛି!-->…
Read More...
Read More...
ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ଚାଚେରୀ ବେଶ
ପୁରୀ : ଗତକାଲି ମଙ୍ଗଳବାର ଶ୍ରୀମନ୍ଦିରରେ ଫଗୁ ଦଶମୀ ଅନୁଷ୍ଠିତ ହୋଇଥିଲା । ତେବେ ଆଜି ଫାଲଗୁନ ଶୁକ୍ଳ ଏକାଦଶୀ ତିଥି । ଏହି ଅବସରରେ ମହାପ୍ରଭୁ ଚାଚେରୀ ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁ ଚାଚେରୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ସେପଟେ!-->…
Read More...
Read More...
ଅଞ୍ଚଳବାସୀଙ୍କ ପ୍ରଶଂସା ସାଉଁଟିଲା ଆଠମଲ୍ଲିକ ବନ ବିଭାଗ ;ଚିହ୍ନଟ ହେଲେ ଦୁଇଜଣ କିଡ଼ନୀ ଓ ଜଣେ ହୃଦରୋଗୀ,ମିଳିବ ମାଗଣା…
ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର କାପୁଲାଙ୍କ ସ୍ୱତନ୍ତ୍ର ଉଦ୍ୟମ କ୍ରମେ ଆଠମଲ୍ଲିକ ବ୍ଲକରେ ଥିବା ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କମଳପୁର ଓ କୁନ୍ଦପୁର ପ୍ରାଥମିକ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀଙ୍କ!-->…
Read More...
Read More...
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
୨୦୨୪ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନିକଟରେ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ!-->…
Read More...
Read More...
୯୦ ପ୍ରତିଶତ ସରିଛି ଶ୍ରୀମନ୍ଦିର ନାଟମଣ୍ଡପର କାର୍ଯ୍ୟ
ପୁରୀ : ଗତ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିବା ନାଟମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଛି ।ଆସନ୍ତା ରଥଯାତ୍ରା ସମୟରେ ଅବଶିଷ୍ଟ କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ!-->…
Read More...
Read More...
ପିଲା ଚୋରିକୁ ନେଇ ଏମିତି କହିଲେ ପୁରୀ ଏସ୍ପି
ପୁରୀ : ପୁରୀ ସହର ଏବଂ ସାରା ଜିଲ୍ଲାରେ ପିଲା ଚୋରିକୁ ନେଇ ସୃଷ୍ଟି ହୋଇଛି ଆତଙ୍କର ବାତାବରଣ । କିଛି ବ୍ୟକ୍ତି ପିଲାମାନଙ୍କୁ ରାସ୍ତାରୁ ଚୋରି କରି ନେଉଥିବା ପ୍ରଚାର ହେବାରେ ଲାଗିଛି । ଯାହାକୁ ନେଇ ଅଭିଭାବକ ମାନଙ୍କ ଭିତରେ ଏବେ କୋକୁଆ ଭୟ ଖେଳିଯାଇଛି । ପିଲା ଚୋରିକୁ ନେଇ ସନ୍ଦେହ କରି!-->…
Read More...
Read More...
ଫଗୁ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି କାନ୍ତି
ପୁରୀ : ଆଜି ଫଗୁ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା ଅଟେ । ତେବେ ଆସନ୍ତାକାଲି ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା!-->…
Read More...
Read More...
ସ୍ଥାୟୀ ନିଯୁକ୍ତି ଦାବିରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ
ପୁରୀ : ସ୍ଥାୟୀ ନିଯୁକ୍ତି ଦାବୀ କରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ । ଯଦି ସେମାନଙ୍କ ଦାବୀ ପୂରଣ ନକରାଯାଏ ତାହା ହେଲେ କାର୍ଯ୍ୟକ୍ଷେତ୍ରରେ ଅସହଯୋଗ କରିବେ ଅର୍ଥ କାମ ବନ୍ଦ କରିବେ ବୋଲି ଅଡି ବସିଛନ୍ତି । ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର କର୍ମଚାରୀ ସଂଘ ତରଫରୁ!-->…
Read More...
Read More...
ବିଜେଡ଼ିରେ ଯୋଗ ଦେଲେ ସୋର ପୌରପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା ତାଙ୍କ ସମର୍ଥକଙ୍କ ସହିତ ଅନେକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ!-->…
Read More...
Read More...
ସିଙ୍ଗଝର ବୁଢ଼ାରଜା ଷ୍ଟାଡିୟମ୍ ପାଇଁ ଜମି ଦାନ କଲେ ଗଉଁନ୍ତିଆ ପରିବାର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ସିଙ୍ଗଝର ଠାରେ ବୁଢ଼ାରଜା ଷ୍ଟାଡିୟମ ନିର୍ମାଣ ପାଇଁ ଜମି ଦାନ କରି ଇତିହାସ ରଚିଲେ ସିଙ୍ଗଝର ଗ୍ରାମର ଗୌନ୍ତିଆ ପରିବାର । ଏଭଳି ମହତ କାର୍ଯ୍ୟ ପାଇଁ ସିଙ୍ଗଝର ତଥା ସିନାପାଲି ଅଞ୍ଚଳର ଜନସାଧାରଣ କୃତଜ୍ଞତା ଜଣାଇବା ସହ ସାରା ପରିବାରକୁ!-->…
Read More...
Read More...