Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି: ପୁଣି ନୂଆ ୧୩୦ଜଣ ଚିହ୍ନଟ
ସମ୍ବଲପୁର : ଶତଚେଷ୍ଟା ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ଏଠାରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲା ଦୈନିକ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ପୁଣି ୧୩୦!-->…
Read More...
Read More...
ଗଜପତିରେ ପୁଣି ୧୯ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି,୨୪/୯- ଗଜପତିରେ ପୁଣି ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ ଜଣ,ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ ୩ ଜଣ, ମୋହନା ବ୍ଳକ ରୁ ଜଣେ ପାରଳା ପୌର ପରିଷଦରୁ ୪ ଜଣ,ଗଞ୍ଜାମରୁ!-->…
Read More...
Read More...
ବୌଦ୍ଧ : ଆଜି ୬୭ କରୋନା ଆକ୍ରାନ୍ତ ଚିହ୍ନଟ, ବୌଦ୍ଧ ବ୍ଲକ୍ ଅଫିସରୁ ୨୮
ବୌଦ୍ଧ,୨୪/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧ ବ୍ଲକ୍ କାର୍ଯ୍ୟାଳୟରୁ ଆଜି ରେକର୍ଡ ସଂଖ୍ୟକ ୨୮ ଜଣ କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିପାଇଁ!-->…
Read More...
Read More...
ପୁଣି ରାଜ୍ୟରେ ୪,୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ: ୧୬ ମୃତ
ଭୁବନେଶ୍ୱର୍: ରାଜ୍ୟରେ ଆଉ ୪,୩୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୫୧୭ ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୮୨୩ ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ!-->…
Read More...
Read More...
ବିଶିଷ୍ଟ କଳାକାର ଦେବ ପଟ୍ଟନାୟକଙ୍କ ଦେହାନ୍ତ
ପାରଳାଖେମୁଣ୍ଡି,୨୪/୯- ପାରଳାଖେମୁଣ୍ଡିର ବିଶିଷ୍ଟ କଳାକାର ଦେବ ପଟନାୟକଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପାରଳାଖେମୁଣ୍ଡିର ରାଜବାଟୀରେ ସରଘର ଗୁମୁସ୍ତା ଭାବେ ୪୦ରୁ ଉର୍ଦ୍ଧ୍ୱ ବର୍ଷ ସେବା କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ତାଙ୍କୁ ଶ୍ରୀ ଗାହକ ଉପାଧି ଦେଇଥିଲେ । ମୃତ୍ୟୁ!-->…
Read More...
Read More...
ଆମ୍ବଝରୀ ସୋସାଇଟି କାର୍ଯ୍ୟାଳୟ ନିର୍ମାଣ ହେବ କେବେ ?
ବୌଦ୍ଧ,୨୪/୯ - ବୌଦ୍ଧବ୍ଲକ୍ ଆମ୍ବଝରୀ ସେବା ସମବାୟ ସମିତିର କାର୍ଯ୍ୟାଳୟ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଂଚଳରେ ରାଜନୀତି ଯୋର୍ ଧରିଛି । ଫଳରେ ସମିତିର ନିଜସ୍ୱ କାର୍ଯ୍ୟାଳୟ ଘର ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହୋଇଛି । ନିର୍ବାଚିତ ପରିଚାଳନା କମିଟି ଥିବା ବେଳେ ଆମ୍ବଝରୀ ଗ୍ରାମରେ ଥିବା!-->…
Read More...
Read More...
ସଂଯୋଗୀକରଣ ରାସ୍ତା ନ ଥିବାରୁ ଲୋକେ ହଇରାଣ
ଜହ୍ନ ।ପଙ୍କ/ବୌଦ୍ଧ, ୨୪/୯ - ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସ ।ଦ ପଂଚାୟତ ନାରାୟଣ ନଗର-ଚଣ୍ଡିତଳ-ମଝିଆ ଘରା ରାସ୍ତାର ଚଣ୍ଡିତଳ ନିକଟରେ ଥିବା ଏକ ପୋଲ ୨୦୧୮ ଲଘୁଚାପ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଫଳରେ ମଝିଆଘରା, ଗୁଢିଆଳି ଓ ବାଲିଦୋହଲି ଗ୍ରାମବାସୀ ନାରାୟଣ ନଗରକୁ ଯିବାପାଇଁ ୩!-->…
Read More...
Read More...
ଆବାସ ଯୋଜନାରୁ ବଞ୍ଚିତ ବିଧବା ବୃଦ୍ଧା
ବୌଦ୍ଧ,୨୪/୯ - ସରକାର ଗରୀବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଯୋଜନା ନାମରେ ହଜାର ହଜାର କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଥିବାବେଳେ ଗରିବ ଖଟିଖିଆଙ୍କ ଭାଗ୍ୟରେ ଏ ଯୋଜନା ସାତ ସପନ ଏଭଳି ଅଭିଯୋଗ ସବୁବେଳେ ହୋଇଆସୁଛି କିନ୍ତୁ ବ୍ୟବସ୍ଥାରେ ଆସୁନାହିଁ ସୁଧାର ।!-->…
Read More...
Read More...
ଚାରା ଫିଙ୍ଗା ଘଟଣାରେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କଲେ ଡି.ଏଫ.ଓ
ବୌଦ୍ଧ,୨୪/୯ - ଚାରା ରୋପଣ ନକରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଫରେଷ୍ଟ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡି. ଏଫ. ଓ. ଯଶୋବନ୍ତ ସେଠୀ l କଣ୍ଟାମାଳ ଓ ସିମିଲିଜୋରା ବିଟ ଦାଇତ୍ବରେ ଥିବା ଅଭିଯୁକ୍ତ ଗାର୍ଡ ଟିଙ୍କୁ ବେହେରାଙ୍କୁ ନିଲମ୍ବିତ କରାଯାଇଥିବା!-->…
Read More...
Read More...
ହରେକୃଷ୍ଣପୁର ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା
ବୌଦ୍ଧ,୨୩/୯ - ଆଜି ସନ୍ଧ୍ୟା ପ୍ରାୟ ଘ. ୭. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ହରେକୃଷ୍ଣପୁର ନିକଟ ଅଣ ଓସାରିଆ ଚିଲାଖଣ୍ଡି ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ମାଲ୍ ବୋଝେଇ ଟ୍ରକ ପୋଲ ତଳକୁ ଖସି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି!-->…
Read More...
Read More...