Browsing Category

ରାଜ୍ୟ

କରୋନା ଭାଙ୍ଗିଦେଲା ଫୁଲବାଣୀ ବାର ଆସୋସିଏସନର ମେରୁଦଣ୍ଡ

ଫୁଲବାଣୀ: ବରିଷ୍ଠ ଆଇନଜୀବି ଏମ ଭି କ୍ରିଷ୍ଣ। ରାଓଙ୍କ ଦେହାନ୍ତ ହେବାର ଖବର ମନରୁ ଲିଭିଛି କି ନାହିଁ,ଆଜି ଆଉ ଏକ ଦୁଃଖଦ ଖବର ଶୁଣିବାକୁ ପଡିଲାଯେ ସମସ୍ତଙ୍କର ଅତି ପ୍ରିୟ ସୁରେଶ ଭାଇ ଆଉ ନାହାନ୍ତି। ସେ ଗତକାଲି ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ
Read More...

ସମ୍ବଲପୁରରେ ୧୫୪ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର :ବିଗତ ୨୪ଘଣ୍ଟା ମଧ୍ୟରେ ୧୫୪ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ପ୍ରଶାସନିକ ସୂତ୍ରରୁ ଜଣା ପଡିଛି । ଏହି କ୍ରମରେ ଗତ ୮ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଶତାଧିକ ରହୁଛି ଓ ଏହାକୁ ନେଇ ଲୋକଙ୍କ ମନରେ ଉଦବେଗ ରହିବା ସ୍ୱାଭାବିକ ।ଆଜିକାର ସଂଖ୍ୟାକୁ ମିଶାଇ
Read More...

ପାରଳାଖେମୁଣ୍ଡି ରେ ତୃତୀୟ ଦିନରେ ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌର ।ଞ୍ଚଳରେ ତୃତୀୟ ଦିନରେ ସେରୋ ସର୍ଭିଲେନ୍ସ ଆରମ୍ଭ ହୋଇଛି ସେରୋ ସର୍ଭିଲେନ୍ସ
Read More...

ପୁନରୁଦ୍ଧାର ହୋଇପାରୁନାହିଁ ସୀତା ସାଗର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କୃଷ୍ଣ ସାଗର,ସୀତାସାଗର,ରାଧା ସାଗର, ରାମସାଗର, ଭଳି ବିଭିନ୍ନ ସାଗର ମହାରାଜାଙ୍କ ଅମଳରେ ଖନନ କରାଯାଇ ଥିଲା ।ଯାହାଫଳରେ ଚାଷୀ ଜଳ ପାଇ ପାରିବେ ଚାଷ ସୁଗମ ହେବ ।ଚାଷୀ ଯାହା ଦ୍ୱାରା ସୁନାର ଫସଲ କରି ପାରିବା ଲକ୍ଷରେ କରାଯାଇ ଥିଲା ।ବର୍ତ୍ତମାନ ସେହି
Read More...

ଝରାଣୀ ସରପଞ୍ଚ ଓ ତାଙ୍କ ସ୍ୱାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ : ସାମ୍ବାଦିକ ସୁରକ୍ଷା ପାଇଁ ଦାବୀପତ୍ର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଝରାଣୀ ପଂଚାୟତ ସରପଞ୍ଚ, ତାଙ୍କ ସ୍ୱାମୀ ଓ ସହଯୋଗୀଙ୍କ ଦ୍ୱାରା ଆକ୍ରମଣ ଓ ପାଲଟା କେଶ ଙ୍କୁ ସାମ୍ବାଦିକ ସଙ୍ଘ ନିନ୍ଦା କରିଛି । ଏହା ବିରୁଦ୍ଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ସହ
Read More...

ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି

ବୌଦ୍ଧ,୧୯/୯ – ଏକ ମାମଲାରେ ଖାଉଟି ଅଦାଲତର ଆଦେଶକୁ କାର୍ଯ୍ୟକାରୀ ନକରିବାରୁ ବୌଦ୍ଧ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିବା ଜଣାପଡିଛି । ଏନେଇ ଅଭିଯୋଗକାରୀ ସଞ୍ଜିବ କୁମାର ଅଗ୍ରୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ
Read More...

ଗୌତମପାଲିକୁ ୭୨ ଘଣ୍ଟା ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ/ଜହ୍ନାପଙ୍କ,୧୯/୯ - ଆଜି ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଗୌତମପାଲିରେ ୧୫ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ନଳିନୀ ପଲିଆ ଗୌତମପାଲି ଓ ଏହାର ୨୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । କୌଣସି ଜରୁରୀ କାମ ନଥିଲେ କେହି ଘରୁ ନବାହାରିବାକୁ
Read More...

ବୌଦ୍ଧ: ଆଜି ଚିହ୍ନଟ ହେଲେ ନୂଆ ୫୫ କରୋନା ଆକ୍ରାନ୍ତ

ବୌଦ୍ଧ,୧୯/୯ - ଆଜି ପୁଣି ନୂତନ ୫୫ ଜଣ କରୋନା ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତ ସଂଖ୍ୟା ୧୩୬୯ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍‌ ୯୦୩
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା

ବୌଦ୍ଧ ,୧୯/୯- ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ଗୋଟିଏ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଓଡ଼ି 15 ଏନ 2514 ଇକୋ ଗାଡ଼ି ସୋନପୁର ଆଡୁ ବୌଦ୍ଧ ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର୍ 57 ର
Read More...

ସାପ କାମୁଡାରେ ମହିଳା ମୃତ

ବୌଦ୍ଧ,୧୯/୯ -ଆଜି ସକାଳେ ବୌଦ୍ଧ ଡାକ୍ତରଖାନାରେ ସାପ କାମୁଡାରେ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ଘରେ ଶୋଇଥିବା ବେଳେ ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ମଧୁପୁର ଗ୍ରାମର
Read More...