Browsing Category

ରାଜ୍ୟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ

ବୌଦ୍ଧ,୧୪/୯ - ଆଜି ସାରା ରାଜ୍ୟ ସମେତ ବୌଦ୍ଧ ଜିଲ୍ଲାରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ୪ ଗୋଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ବୌଦ୍ଧସ୍ଥିତ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ
Read More...

ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି ତଦନ୍ତ ଦାବୀ କଲେ ମୃତକଙ୍କ ପରିବାରବର୍ଗ

ବଲାଙ୍ଗୀର,୧୪/୯ - ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି । ହତ୍ୟାରେ ପତ୍ନୀ ଓ ତାଙ୍କ ପରିବାର ସଂପୃକ୍ତଥିବା ଅଭିଯୋଗ କରି ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ମୃତକ ରାଜେନ୍ଦ୍ର କଲେଜ ଜୁନିଅର ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ପରିବାର ପକ୍ଷରୁ
Read More...

କନ୍ଧମାଳରେ ଆଜି ପୁଣି ୭୮ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୧୪/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୯୨୨ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୪୨୨ ଜଣ ସୁସ୍ଥ ହୋଇ
Read More...

ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ କରୋନା ବିଷମ ପରିସ୍ଥିତି ସୃଷ୍ଟି କରିଛି

ବୌଦ୍ଧ,୧୪/୯ - ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କରୋନା ସଂକ୍ରମଣରେ ବୌଦ୍ଧ ସହରାଞ୍ଚଳ ସମସ୍ତଙ୍କ ଠାରୁ ଆଗରେ । ପ୍ରତିଦିନ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଜିଲ୍ଲାର କିଛି ନିର୍ଦ୍ଦିିଷ୍ଟ
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ୧୩୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୧୩୦ ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ପୁଣି ସଙ୍କଟ ଆଡକୁ ମୁହାଁଉଛି । ବିଗତ ତିନିଦିନ ଧରି ନିରନ୍ତର ପ୍ରତିଦିନ ଶତାଧିକ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସହିତ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ସମ୍ବର୍ଦ୍ଧନା ସଭା

ବୌଦ୍ଧ,୧୪/୯– ଭାରତୀୟ ଶିକ୍ଷଣ ମଣ୍ଡଳ ବୌଦ୍ଧଜିଲ୍ଲା ଶାଖା ତରଫରୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ୨୦୨୦ରେ ସମ୍ମାନୀତ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର
Read More...

ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ,୧୪/୯ - ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ଚାରିଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ନିକଟ ସାନ ଗାଆଁ ଗ୍ରାମର ଦୁଇଜଣ ବ୍ୟକ୍ତି
Read More...

ସବୁ ରେକର୍ଡ ଭାଙ୍ଗିଲା କରୋନା : ରାଜ୍ୟରେ ୪୧୯୮ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର ୧୪ ।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୫୦୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ସେଲ୍ଫି ନେବା ମହଙ୍ଗା ପଡିଲା, ପାଣିରେ ବୁଡି ଯୁବ ଇଂଜିନିୟରଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଫୋନକୁ ଉଦ୍ଧାର ପାଇଁ ସାଲୁଙ୍କୀ ନଦୀକୁ ଡେଇଁ ପଡିବା ଫଳରେ ନଦୀରେ
Read More...

ପିତୃ ପକ୍ଷରେ ଆକାଶ ଛୁଆଁ ପନିପରିବା ଦର

ପାରଳାଖେମୁଣ୍ଡି,୧୪/୯- ବର୍ତ୍ତମାନ ସବୁଠାରେ ପିତୃପକ୍ଷ ପାଳନ ଚାଲିଛି ରୋଷେଇ ହେଉ କି ଛଞ୍ଚ । ଦେବାପାଇଁ ହେଉ ପିତୃ ପକ୍ଷ ଶ୍ର ।ଦ୍ଧ ବେଳେ ଅଧିକା ପନିପରିବା ଆବଶ୍ୟକ ହୁଏ ଏଣୁ ବର୍ତ୍ତମାନ ସ୍ଥିତିରେ ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଳୁ କେଜି ୩୫, ପିଆଜ ୨୫
Read More...