Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳରେ ଆଜି ୪୪ କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ:୩/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୩୦୧ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୯୬୬ଜଣ ସୁସ୍ଥ ହୋଇ ସେମାନଙ୍କ ର!-->…
Read More...
Read More...
ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ବାଇକରେ ବୁହା ହେଲେ ଗୁରୁତର ଆହତ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ରାସ୍ତାଘାଟ ଅବସ୍ଥା ସବୁବେଳେ ଚର୍ଚ୍ଚାରେ । ବର୍ଷାଦିନେ ଜିଲ୍ଲାର ୬୦ ପ୍ରତିଶତ ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ପାରେ ନାହିଁ । ଆଜି ସେଭଳି ଗୋଟିଏ ଘଟଣା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଶରଧାପୁର ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ!-->…
Read More...
Read More...
ବୌଦ୍ଧ : ସବୁ କଟକଣା ଉଠିଲା, ହେଲା କୋଭିଡ ପୂର୍ବର ସ୍ଥିତି ଭଳି
ବୌଦ୍ଧ : ଅନ୍ଲକ ୪ ଅବସରରେ ସେପ୍ଟେମ୍ବର ୧ ତାରିଖରେ ଜିଲ୍ଲାପାଳ ଦୋକାନ ବଜାର, ହୋଟେଲ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପାଇଁ ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ ସେଥିରେ ଆଜି କିଛି ସଂଶୋଧନ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଚିଠି ଆଧାରରେ ଦୋକାନ ବଜାର ଦିନରାତି!-->…
Read More...
Read More...
ମନ୍ତ୍ରୀ ପଦ୍ମିନ୍ ଦିଆନଙ୍କୁ କରୋନା
ଭୁବନେଶ୍ୱର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମନ୍ତ୍ରୀ ପଜିଟିଭ ଜଣାପଡିବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ୍ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି!-->…
Read More...
Read More...
ଗୁରୁଦିବସରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ମସିହାର ଯୁକ୍ତଦୁଇ କଳା ବାର୍ଷିକ ପରୀକ୍ଷା ଫଳ ଗୁରୁ ଦିବସରେ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏ ନେଇ ସୂଚନା ଦେଇଛନ୍ତି । ଯୁକ୍ତଦୁଇ ଫଳ ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ!-->…
Read More...
Read More...
ତୁରେକେଲା ଜଙ୍ଗଲରୁ ଅଜଣା ଶବ ଉଦ୍ଧାର
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଲାଠୋର ରାସ୍ତା ଫୋରେଷ୍ଟ ନର୍ସରରେ ଗୋଟିଏ ଅଜଣା ଶବ ତୁରକେଲା ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ସୂଚନା କ୍ରମେ ଯୁବକର ବେକରେ ଲାଗିଥିବା ରସି ଶାଗୁଆନ ଗଛ ସହ ଝୁଲିବା ଅବସ୍ଥାରେ ଦେଖା ଯାଇଛି । ତଦନ୍ତ ତୁରୀକେଲା ପୋଲିସ ଦ୍ୱାରା ଶବ ଉଦ୍ଧାର!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ପାର ହୋଇ ୩୦୫୨ରେ ଯାଇ ପହଞ୍ଚିଛି । ଏହା ସହିତ ବିଗତ ୨୪ଘଣ୍ଟା ମଧ୍ୟରେ ଆଉ ୨୬୭ ଜଣ ସୁସ୍ଥ ହୋଇଛନ୍ତି, ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୫୩ ହୋଇଛି ।!-->…
Read More...
Read More...
ରାସ୍ତା ଅବସ୍ଥା ସୁଧୁରିବ କେବେ ?
ବୌଦ୍ଧ : କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମ ପଂଚାୟତ ଅନ୍ତର୍ଗତ କନାବୀର ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନାହିଁ । ବାଟରେ ପଡୁଥିବା ନାଳ ଉପରେ ପୋଲ ହୋଇ ନଥିବାରୁ ବର୍ଷା ଦିନରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଥାଏ । ଗ୍ରାମବାସୀ ବାରମ୍ବାର ବ୍ଲକ୍ ଓ ଗ୍ରାମ ପଂଚାୟତ କର୍ତ୍ତୃପକ୍ଷଙ୍କୁ!-->…
Read More...
Read More...
ଋଣ ଆଦାୟ ପାଇଁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଧମକ ଅଭିଯୋଗ
ବୌଦ୍ଧ : ଲକ୍ ଡାଉନ ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କରୁ ଆଣିଥିବା ଋଣ ପରିଶୋଧ କରି ପାରିନଥିଲେ । କିସ୍ତି ଟଂକା ଆଦାୟ କରାଯିବା ଉପରେ ଅଗଷ୍ଟ ୩୧ ତାରିଖ ଯାଏଁ ଆଦାୟ ଉପରେ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଥିଲେ । ବର୍ତ୍ତମାନ!-->…
Read More...
Read More...
ଟାଇମ୍ସ ବିବିଏ ଏଜୁକେସନ୍ ର୍ୟାଙ୍କିଙ୍ଗ ୨୦୨୦ ଦ୍ୱିତୀୟ ସ୍ଥାନରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍
ଭୁବନେଶ୍ୱର : ଚଳିତବର୍ଷ ଟାଇମ୍ସ ବିବିଏ ଏଜୁକେସନ୍ ର୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ (କେଏସ୍ଓଏମ୍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ!-->…
Read More...
Read More...