Browsing Category

ରାଜ୍ୟ

ପଥର ସନ୍ଧିରେ ଗୋଡ ପଶି ବାଳକ ଅଡୁଆରେ, ଉଦ୍ଧାର କାର୍ଯ୍ୟ ଜାରୀ

ହରଭଙ୍ଗା: ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳ କୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିବା ଜଣାପଡିଛି । ସୁଚନାମତେ ଗ୍ରାମର ସାରସ୍ବତ ନାଏକଙ୍କ ସାନ ପୁଅ ନିଳମଣି ନାଏକ ୭ ବର୍ଷର ବାଳକ ଅନ୍ୟ ସାଙ୍ଗମାନଙ୍କ ସହ ଦିନ ୧୧ଟାରେ
Read More...

ହରଭଙ୍ଗା : କମିଛି ବନ୍ୟା, କମିନି ଦୁର୍ଦ୍ଦଶା

ହରଭଙ୍ଗା: ସଂପ୍ରତି ଆଜି ମହାନଦୀ ବନ୍ୟା କମିଛି । ଏବେ ହରଭଙ୍ଗାର ଅଧା ଅଂଚଳ ଜଳମଗ୍ନ ହୋଇ ରହିଛି । ତେବେ କେତେକ ଚାଷ ଜମିରୁ ବନ୍ୟାଜଳ କମିଛି । ହେଲେ ଏକର ଏକର ଚାଷଜମିର ଧାନଗଛ ପଚି ସଢିଯାଇଛି । ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଧାରକରଜ କରି ଚାଷୀମାନେ ଚାଷ କରିଥିଲେ । ଏହି ପ୍ରଳୟ
Read More...

ବୌଦ୍ଧରେ ଆଜି ୩୬ କରୋନା ପଜିଟିଭ ଚିହ୍ନଟ, ସେଥିରୁ ୯ଜଣ କରୋନା ଯୋଦ୍ଧା

ବୌଦ୍ଧ,୨/୯ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ୯ଜଣ କରୋନା ଯୋଦ୍ଧା ରହିଛନ୍ତି । ଏହି କରୋନା ଯୋଦ୍ଧାମାନେ ହେଲେ ଅଗ୍ନିଶମ ବିଭାଗର ୩ଜଣ,
Read More...

ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଲକରୁ ୨ ଜଣ ଗୋଶାଣି ବ୍ଲକରୁ ୪ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୧୧ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୨ ଜଣ, ଆର
Read More...

ସମ୍ବଲପୁରରେ ଆଜି ନୂଆ ୭୮ ଜଣ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି

ସମ୍ବଲପୁର,୨/୯- ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି । ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ସାମନାକୁ ଆସିବା ଓ ଏବିଷୟରେ ସ୍ଥାନୀୟ ବିଧାୟକ
Read More...

ବୌଦ୍ଧ: ଆହୁରି କୋହଳ ହେଲା ଲକ୍‌ଡାଉନ ସମୟ

ବୌଦ୍ଧ,୧/୯-ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେପ୍‌ଟେମ୍ବର ପହିଲାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍‌ କଟକଣାକୁ ଟିକିଏ କୋହଳ କରିଛନ୍ତି । ଗତ ଅଗଷ୍ଟ ୧୬ ତାରିଖଠାରୁ ଅଗଷ୍ଟ ଶେଷ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ
Read More...

କାର୍‌ ଧକ୍କାରେ ବାଳିକା ଗୁରୁତର

ବୌଦ୍ଧ,୧/୯ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ନିକଟରେ କାର୍‌ ଧକ୍କାରେ ଜଣେ ବାଳିକା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ଛକ ନିକଟରେ ମନୀଷା
Read More...

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ କଣ୍ଟାମାଳ ବ୍ଲକ୍‌ ଶୁଣ୍ଢୀପଦର ଗ୍ରାମ ପଂଚାୟତ ଧୁଙ୍ଗିଆପଦର ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧୁଙ୍ଗିଆପଦର ଗ୍ରାମର ଶୁକୃ ନାଏକ (୨୫ ବର୍ଷ ) ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ
Read More...

ବିଷଧର ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ /ଜହ୍ନାପଙ୍କ- ଗୋଟିଏ ବିଷଧର ସାପ କାମୁଡାରେ ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ତେଲିବନ୍ଧ ଗ୍ରାମର ରାମଚନ୍ଦ୍ର ହୋତାଙ୍କ ପୁଅ ମିତ୍ରଭାନୁ ହୋତା ( 25)ବର୍ଷ ଗତକାଲି ଅପରାନ୍ହ ପ୍ରାୟ ଘ 2. 30 ମିନିଟ ସମୟରେ ନିଜ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୋନପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...