Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ
ବୌଦ୍ଧ/ବାଉଁଶୁଣୀ - ପ୍ରାଚୀନ ବୌଦ୍ଧ ଗଡଜାତର ମହିଳା ସ୍ବାଧୀନତା ସଂଗ୍ରାମୀ ମଣି ମେହେର ଆଜି 94 ବର୍ଷ ବୟସରେ ନିଜ ଘର ବାଉଁଶୁଣି ଠାରେ ପରଲୋକ ଗମନ କରିଛନ୍ତି | ତାଙ୍କର ସ୍ବାମୀ କିଶନ ମେହେର ମଧ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ l ଉଭୟେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସମ୍ବଲପୁର ଓ!-->…
Read More...
Read More...
କିଆକଟା ନିକଟରେ ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା
ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ବୌଦ୍ଧ - ରେଢାଖୋଲ୍ ରାସ୍ତାର ମହାନଦୀ ପୋଲର ଅପର ପାର୍ଶ୍ବରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟି 4 ଜଣ ଯାତ୍ରୀ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ସମ୍ବଲପୁରର ଯାଉଥିବା ଗୋଟିଏ ଇଣ୍ଡିକା ଭିଷ୍ଟା କାର୍!-->!-->!-->…
Read More...
Read More...
ବୌଦ୍ଧ ବନ ବିଭାଗ କର୍ମଚାରୀଙ୍କ ସ୍ବାବ ନମୂନା ସଂଗ୍ରହ
ବୌଦ୍ଧ,୨୦/୮ - କେନ୍ଦୁପତ୍ର ଡିଭିଜନର ୧୨ କର୍ମଚାରୀଙ୍କ ଦୁଇ ଦିନ ତଳେ କରୋନା ପଜିଟିଭ ବାହାରିଥିଲା l ସେହିପରି ବୌଦ୍ଧ ଟେରିଟୋରିଆଲ ଫରେଷ୍ଟ ଡିଭିଜନରେ କାର୍ଯ୍ୟରତ ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଆଜି ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା!-->…
Read More...
Read More...
ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ ତମ ଜନ୍ମଦିବସ ପାଳିତ
ପାରଳାଖେମୁଣ୍ଡି,୨୦/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା!-->…
Read More...
Read More...
ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ୧୧୮ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୨୦/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପଦ୍ମଶ୍ରୀ ଡଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୮ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସୃତି ସଂସଦର ସଂପାଦକ ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ କୋର୍ଟ ଛକ ନିକଟରେ ଥିବା ତାଙ୍କ!-->…
Read More...
Read More...
ହରଭଙ୍ଗା: ଭ୍ରମ୍ୟମାଣ ଗାଡିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ବନ୍ଦ କରିବାକୁ ଚାଲିଛି ମସୁଧା
ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ପଞ୍ଚାୟତବାସୀଙ୍କ ପାଇଁ ହରଭଙ୍ଗା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଅତ୍ୟାବଶକୀୟ ସାମଗ୍ରୀ ଚାଉଳ, ଗହମ ଯୋଗାଇବା ନିମନ୍ତେ ନିୟୋଜିତ ଭ୍ରାମ୍ୟମାଣ ଗାଡିରେ ସାମଗ୍ରୀ ପରିବହନ କରି ଦୁର୍ଗମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚାଇବାରେ ଏକ ପ୍ରମୁଖ ଦାୟିତ୍ୱ ଗ୍ରହଣ!-->…
Read More...
Read More...
ରାଜୀବ ଗାନ୍ଧୀଙ୍କ ଜନ୍ମ ତିଥିରେ ଚାରା ବଣ୍ଟନ
ସୋନପୁର : ଆଜି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୋନପୁର ଯୁବକଂଗ୍ରେସ କମିଟି ତରଫରୁ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମେ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ ବିଭିନ୍ନ ବକ୍ତା ଙ୍କ ଦ୍ୱାରା ତାଙ୍କର ସୃତି ଚାରଣ କରାଯାଇଥିଲା। ପରେ!-->…
Read More...
Read More...
ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ପୁଣି ପୁରସ୍କାର
ଭୁବନେଶ୍ୱର : କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସ୍ୱଚ୍ଛ ସହର ତାଲିକା ଘୋଷଣା କରାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ଦୁଇଟି ବର୍ଗରୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବରେ ଓଡିଶା ପୁରସ୍କୃତ ହୋଇଛି । ଏହାଛଡା ମଧ୍ୟମ ବର୍ଗରେ!-->…
Read More...
Read More...
୪୧ ଯୁଗ୍ମ ସଂପାଦକ ଓ ୪୫ ସଂପାଦକଙ୍କୁ ନିଯୁକ୍ତି ଦେଲେ ନବୀନ
ଭୁବନେଶ୍ୱର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଦଳର ୪୧ଜଣଙ୍କୁ ଯୁଗ୍ମ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ସହିତ କିଏ କେଉଁ ବିଭାଗରେ ଦାୟିତ୍ୱ ନେବେ ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେହିପରି ୪୫ଜଣଙ୍କୁ ଦଳର ସଂପାଦକ ଭାବେ ନବୀନ ନିଯୁକ୍ତି!-->…
Read More...
Read More...
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ କରୋନା
ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ଜେନା ନିଜେ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କର ପଜିଟିଭ ଆସିଛି । ତେଣୁ ସେ ହୋମ କ୍ୱାରେଣ୍ଟାଇନରେ!-->…
Read More...
Read More...